ନିଜ ଜନ୍ମଦିନରେ ବି ପୁଅ ପାଇଁ କାନ୍ଦୁଛନ୍ତି ମା’ Gouri Khan, କଣ କହୁଛନ୍ତି, ଦେଖନ୍ତୁ Video

ଆଜି ମୁମ୍ବାଇର କୋ-ର୍ଟ ନିର୍ଧାରଣ କରିବେ କି ଆର୍ୟନ ଖାନ ଜେ-ଲ ଯିବେ ନା ଘରକୁ ଯିବେ । ଯଦି ସେ ବେ-ଲ ପାଇ ଯାଆନ୍ତି ତେବେ ସେ ନିଜ ଘରେ ମା ଙ୍କ ଜନ୍ମଦିନ ପାଳନ କରିବେ । କହିଦେଉଛୁ କି ଆଜି ହେଉଛି ଗୌରୀ ଖାନଙ୍କ ଜନ୍ମଦିନ । ଗୌରୀ ଖାନ ୮ ଅକ୍ଟୋବର ଦିନ ନିଜର ପିଲାମାନଙ୍କ ସହ ନିଜର ଜନ୍ମଦିନ ପାଳନ କରନ୍ତି । କିନ୍ତୁ ଆଜିଭଳି ଦିନରେ ତାଙ୍କ ଆଖିରେ ଲୁହ ଅଛି । ଗୌରୀ ଖାନଙ୍କ ଝିଅ ସୁହାନା ନିଜ ମା ଙ୍କ ଜନ୍ମଦିନ ଉପଲକ୍ଷେ ଇଂସ୍ଟାଗ୍ରାମ ଆକାଉଣ୍ଟରେ ଶାହାରୁଖ ଖାନ ଓ ଗୌରୀ ଖାନଙ୍କ ଗୋଟିଏ ଫଟୋ ଶେୟାର କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେଇଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଆର୍ୟନ ଖାନଙ୍କୁ ଗି-ର-ଫ କରିବାକୁ ନେଇ ମା ଗୌରୀ ଖାନ ଅସନ୍ତୋଷ ଅଛନ୍ତି । ଆର୍ୟନ ଖାନ, ଅରବାଜ ଓ ମୁନମୁନଙ୍କ ଶୁଣାଣୀ ପ୍ରକ୍ରିୟା କୋ-ର୍ଟରେ ଆରମ୍ଭ ହୋଇ ଯାଇଛି ।

କୋ-ର୍ଟ ବାହାରେ ଶାହାରୁଖ ଖାନଙ୍କ ବହୁତ ପ୍ରଶଂସକ ମଧ୍ୟ ତାଙ୍କୁ ସପୋର୍ଟ କରୁଥିବାର ନଜର ଆସୁଛନ୍ତି । ଏହାରି ମଧ୍ୟରେ ଶାହାରୁଖ ଖାନ ଭା-ଙ୍ଗି ପଡିଛନ୍ତି । କିନ୍ତୁ ଆଜି ରବିନା ଟଣ୍ଡନ ଶାହାରୁଖ ଖାନଙ୍କ ସମର୍ଥନରେ ଆସିଛନ୍ତି । ସେ ଶାହାରୁଖଙ୍କୁ ସପୋର୍ଟ କରି ଟ୍ଵିଟ କରିଛନ୍ତି । ଗତକାଲି ହ୍ରିତିକ ରୋଶନ ମଧ୍ୟ ଆର୍ୟନ ଖାନଙ୍କ ସପୋର୍ଟରେ ଗୋଟିଏ ଲେଟର ଲେଖିଥିଲେ । କଙ୍ଗନା ରୋନାତ ମଧ୍ୟ ଆର୍ୟନ ଖାନଙ୍କୁ ନେଇ ନିଜର କିଛି ମତ ପ୍ରକାଶ କରିଥିଲେ ।

ସୁଶାନ୍ତ ସିଂହ ରାଜପୁତଙ୍କ ଓକିଲ ବିକାଶ ସିଂହ ବି ଶାହାରୁଖ ଖାନଙ୍କ ପୁଅକୁ ସ-ପୋ-ର୍ଟ କରି କହିଛନ୍ତି କି ଯଦି ଆର୍ୟନ ଖାନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳି ନାହିଁ ତେବେ ସେ ପା-ପ କରି ନାହାନ୍ତି । ସଲମାନ ଖାନଙ୍କ ପୁରୁଣା ଗର୍ଲଫ୍ରେନ୍ଡ ସୋମୀ ଅଲି ବି ଶାହାରୁଖ ଖାନ ଓ ଗୌରୀ ଖାନଙ୍କ ସପୋର୍ଟରେ ଆସିଛନ୍ତି । କୋ-ର୍ଟର ନିଷ୍ପତିକୁ ସମସ୍ତେ ଅପେକ୍ଷା କରିଛନ୍ତି କି ସେ ଆଜି ଜେ-ଲ ଯାଉଛନ୍ତି ନା ବେ-ଲ ପାଇ ଘରକୁ ଯାଉଛନ୍ତି ।

ଯଦି ଆର୍ୟନ ଖାନଙ୍କୁ ବେଳ ମିଳୁ ନାହିଁ ତେବେ ସେ ମୁମ୍ବାଇର ଆର୍ଥର ରୋଡ ସ୍ଥିତ ଜେ-ଲକୁ ଯିବେ । ଯେଉଁ ଜେ-ଲରେ ଏହା ପୂର୍ବରୁ ସଲମାନ ଖାନ, ସଞ୍ଜୟ ଦତ୍ତ, ଅରମାନ କୋହଲି, ଭଳି ବଡ ବଡ ଷ୍ଟାରମାନେ ଯାଇ ସାରିଛନ୍ତି । ଏହା ଆର୍ୟନ ଖାନଙ୍କ କ୍ୟାରିୟରରେ ପାଇଁ ବହୁତ ବଡ ଝ-ଟ-କା ଅଟେ । ଏହି କେ-ସ ଯୋଗୁ ଆର୍ୟନ ଖାନଙ୍କୁ ଭଲ ପ-ବ୍ଲି-ସି-ଟି ମଧ୍ୟ ମିଳି ଯାଇଛି ।

Leave a Reply

Your email address will not be published. Required fields are marked *