ତୁ ମା ନା ପିଶାଚୀ ! ପ୍ରେମିକ ପାଇଁ ଜନମ କଲା ଛୁଆକୁ ବି ଛାଡ଼ିଲୁନି.. ତୋ ମାତୃତ୍ୱକୁ ଆଜି…. ପ୍ରେମ ପାଇଁ ନିଜ ପୁଅ ସହ ଏହି ମା ଯାହା କଳା ନା, ଦେଖନ୍ତୁ Video

ତୁ କେମିତିକା ମା ଲୋ ତୁ ମା ନା ପିଶାଚିନି । ତୁ ପ୍ରେମିକ ପାଇଁ ଜନ୍ମ କଳା ପୁଅକୁ ମାରି ଦେଲୁ ଧନ୍ୟ ଧନ୍ଯ ତୋର ମା ପଣିଆ କୁ । ତୋ ମାତୃତ୍ଵ କୁ ଆଜି ଜୁହାର । ମା ଲୋ ତୋ ମନରେ କଣ ଟିକେ ଦୟା ଆସିଲା ନାହି ନିଜର ଜନ୍ମ କଳା ପୁଅକୁ କଚାଡି କଚାଡି ମାରି ଦେଲୁ । ତୋ ହାତ କେମିତି ଗଲା । ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ । ସଭ୍ୟ ସମାଜରେ ମଣିଷ ପଥ ଭ୍ରଷ୍ଟ ହୋଇ କୁପଥଗାମୀ ହେଲାଣି ।

କେଉଁଠି ପିଲା ଛୁଆ ସ୍ଵାମିକୁ ଛାଡି ପର ପୁରୁଷ ସହ ସ୍ତ୍ରୀ ଚାଲି ଯାଉଛି ତ ଆଉ କେଉଁଠି ସ୍ଵାମୀ ସ୍ତ୍ରୀ କୁ ଛାଡି ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖୁଛି । ଆଜି ଆମେ ଆପଣଙ୍କୁ ଏମିତି ଏକଇ ଘଟଣା ବିଷୟରେ କହିବାକୁ ଯାଉଛୁ ଆପଣ ମାନେ କେବେ ଚିନ୍ତା ବି କରି ନ ଥିବେ । ନିଜର ପ୍ରେମ ପାଇଁ ମା ଓ ପ୍ରେମିକ ମିଶି କଚାଡି କଚାଡି ମାରି ଦେଲେ ଅଢେଇ ବର୍ଷର ପୁଅକୁ । ଖାଲି ସେତିକି ନୁହେଁ ବରଂ କାହାରୀକୁ ନ ଜଣାଇ ମୃତ ପିଲାକୁ ମାଟି ରେ ପୋତି ଦେଲେ ।

ସବୁଠାରୁ ବଡ କଥା ହେଉଛି ଯେବେ ଏହି ଖବର ସବୁ ଆଡେ ପ୍ରଘଟ ହେଲା ସେହି ସମୟରେ ପିଲାର ମା ସସ୍ମିତା ନାଥ ଆଜି ପଟ୍ଟାମୁଣ୍ଡାଇ ଥାନାରେ ପ୍ରେମିକ ବିରୁଦ୍ଧରେ ଅଭିଯୋଗ କରିଥିଲେ । ତେବେ ସସ୍ମିତା ନାଥ କହିଥିଲେ ଟିୟୁସନ ମାଷ୍ଟର ଲକ୍ଷ୍ମୀଧାରା ପାଇଁ ତାଙ୍କୁ ମାରି ଦେଇଛି ବୋଲି । ତେବେ ଏହି ଘଟଣା ର ପୋଲିସ ତଦନ୍ତ ଅଧିକ କରିଥିଲା । ସସ୍ମିତା ଓ ପ୍ରେମିକ ଲକ୍ଷ୍ମୀଧର ଙ୍କୁ ଅଟକ ରଖି ପଚରାଉଚରା ବେଳେ ଜଣା ପଡିଥିଲା ଏମିତି ସାଂଘାତିକ କଥା ।

ମାଟିଆପଡା ଗାଁ ର ସସ୍ମିତା ନାଥ ଙ୍କ ସ୍ଵାମୀ ସୁକାନ୍ତ ନାଥ ବାହାର ରାଜ୍ୟରେ ରହୁଛନ୍ତି । ତେବେ ସସ୍ମିତା ଟ୍ୟାଙ୍କ ଛୁଆକୁ ପାଠ ପଢାଇବା ପାଇଁ ପଟ୍ଟାମୁଣ୍ଡାଇ ବଜାର ଚୂନଡିଆ ରେ ଭଡା ରେ ରହୁଥିଲେ । ସ୍ଵାମୀଙ୍କ ସାଙ୍ଗ ଗୋପ୍ତିରା ଗାଁ ର ଲକ୍ଷ୍ମୀଧର ବାଇ ଭଡା ଘରକୁ ଟିୟୁସନ କରିବାକୁ ଆସିଥିଲେ ତାଙ୍କ ପୁଅକୁ । ସେହି ଠାରେ ଗଢି ଉଠିଥିଲା ପ୍ରେମ ସ୍ମାପର୍କ । ଏହା ସହ ଦୁହେଁ ଅନୈତିକ ସମ୍ପର୍କରେ ମଧ୍ୟ ଲିପ୍ତ ଥିଲେ ।

ଏବେ ପ୍ରେମିକ ଆଉ ପ୍ରେମିକା ପୋଲିସ ହେପାଜତ ରେ ରହିଛନ୍ତି । ପ୍ରେମିକ ମା ନିଜ ଅଢେଇ ବର୍ଷର ପିଲାକୁ ମାରିବା ବେଳେ ଟିକେ ହେଲେ ବି ଭାବିଲା ନାହି କି ତାକୁ କେତେ କଷ୍ଟ ହେବ ଆଉ ସେ କେତେ କାନ୍ଦି ଥିବ । ସତରେ ଏହି ଘଟଣା ଟି ହୃଦୟ ବିଦାରକ ଅଟେ । କେମିତି କଲବଲ କରି ମାରିଛି ମା ନିଜର ଜନ୍ମ କଳା ପୁଅକୁ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *