ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଭଗବାନ ହନୁମାନ ବାଲ ବ୍ରମ୍ହାଚାରୀ ଥିଲେ ଆଉ ସେଥିପାଇଁ ମଙ୍ଗଳବାର ଦିନ ବହୁତ କିଛି କାମ କରିବା ଦ୍ଵାରା ତାଙ୍କ କୃପାରୁ ଆପଣ ବଞ୍ଚିତ ହୋଇଯିବେ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି କାମ ବିଷୟରେ କହିବାକୁ ଯାଉଛୁ ।
ଯାହା କରିବା ଆପଣଙ୍କ ପାଇଁ ଡୁବିଧାପୂର୍ଣ ହୋଇ ପାରେ । ଭଗବାନ ହନୁମାନଙ୍କୁ ସଙ୍କଟ ମୋଚନ କୁହା ଯାଏ କାହିଁକିନା ସେ ତାଙ୍କ ଭକ୍ତ ମାନଙ୍କ ସବୁ କଥା ବୁଝି ପାରି ଥାନ୍ତି ଜୀବନରେ ଯଦି ଆପଣଙ୍କୁ କିଛି ଅସୁବିଧା କେବେ ହୁଏ ତେବେ ମନ ସ୍ଵଛ କରି ଭଗବାନ ହନୁମାନଙ୍କୁ ଡାକିଲେ ଆପଣଙ୍କ ସମୟ ଭଲ କଟିଯିବ । ତେବେ ଆସନ୍ତୁ ଜାଣିବା କେଉଁ କାମ କରିବା ଉଚିତ ନୁହଁ ।
୧. ହନୁମାନ ଭଗବାନ ବହୁତ ଦୟାବାନ ଅଟନ୍ତି କିନ୍ତୁ ଯେଉଁ ମଣିଷ ମଙ୍ଗଳବାର ଦିନ ମାଂସ ମଦ ଭଳି ଜିନିଷ ସେବନ କରିଥାଏ ସେହି ବ୍ୟକ୍ତି ଜୀବନରେ ବହୁତ ଖରାପ ସମୟ ଆସିଥାଏ, ତେବେ ଜୀବନରେ ଯଦି କିଛି ଭଲ କାମ କରିବାର ଅଛି ତେବେ ମଙ୍ଗଳବାର ଦିନ ମାଂସ ସେବନ କରନ୍ତୁ ନାହିଁ ନଚେତ ହନୁମାନ ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ନାହିଁ ।
୨. ଭଗବାନ ହନୁମାନ ସମ୍ବନ୍ଧ ସ୍ଥାପନା କରି ନଥିଲେ ସେଥିପାଇଁ କୁହା ଯାଏ ଯେ ମଙ୍ଗଳବାର ଦିନ ସମ୍ବନ୍ଧ ସ୍ଥାପନା କରିବା ଉଚିତ ନୁହଁ ଏହା ଦ୍ଵାରା ଭଗବାନ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ପଡେ ନାହିଁ ଆଉ ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ମଙ୍ଗଳବାର ଦିନ ହନୁମାନ ଭଗବାନଙ୍କ ପାଖରେ ସୋରିଷ ତେଲ ଦୀପ ଦେଖାନ୍ତୁ ।
୩. ଧଳା ଜିନିଷ ଚନ୍ଦ୍ରଙ୍କ ପ୍ରତୀକ ହୋଇଥାଏ ସେଥିପାଇଁ ଏହାର ବ୍ୟବହାର ମଙ୍ଗଳବାର ଦିନ କରିବା ଉଚିତ ହୋଇ ନଥାଏ । ତେବେ ମଙ୍ଗଳବାର ଦିନ କ୍ଷୀର ବା ମିଠା ଜିନିଷ ସେବନ କରନ୍ତୁ ନାହିଁ ଏହା ଉଚିତ ହୋଇ ନଥାଏ ।
୪. ଶନିବାର ଦିନ ଯେମିତି ଲୁହା ଜିନିଷ କିଣିବା ଉଚିତ ହୋଇନଥାଏ ଠିକ ସେମିତି ମଙ୍ଗଳବାର ଦିନ ମଧ୍ୟ ଭୁଲରେ ବି ଲୁହା ଜିନିଷ କିଛି କିଣି ଘରକୁ ଆଣନ୍ତୁ ନାହିଁ ନଚେତ ଆପଣଙ୍କ ଆର୍ଥିକ ସମସ୍ୟା ଆରମ୍ଭ ହୋଇଥାଏ । ମଙ୍ଗଳବାର ଦିନ ଷ୍ଟିଲ ଇତ୍ୟାଦି ଜିନିଷ ବାସନ ଆଉ ଧାରୁଆ ଜିନିଷ ଯେମିତି କଇଁଚି ଆଉ ଛୁରୀ ଭଳି ଜିନିଷ ଘରକୁ ଭୁଲରେ ବି ଆଣନ୍ତୁ ନାହିଁ ନଚେତ ଆପଣଙ୍କ ଭାଗ୍ୟ ଉପରେ ଖରାପ ଦଶା ପଡିଥାଏ ।
୫. ମଙ୍ଗଳବାର ଦିନ ଭୁଲରେ ବି ନଖ ବା ଚୁଟି କାଟିବା ଉଚିତ ହୋଇନଥାଏ, ତେବେ ମଙ୍ଗଳବାର ଦିନ ଚୁଟି ଇତ୍ୟାଦି କାତିଳେ ଆପଣଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ପଡି ନଥାଏ।
୬. ମଙ୍ଗଳବାର ଦିନ ଭୁଲରେ ବି ସୌନ୍ଦର୍ଜ୍ୟ ଜିନିଷ କେବେ କିନା କିଣି କରନ୍ତୁ ନାହିଁ ଉଚିତ ନୁହ ଏହା ଛଡା ଷୋମବାର ନଚେତ ଶୁକ୍ରବାର ଦିନ ଏହି ସବୁ ଜିନିଷ କିଣିବା ଶୁଭକାରୀ ହୋଇଥାଏ । ତେବେ ମଙ୍ଗଳବାର ଦିନ କଳା କପଡା ଭୁଲରେ ବି ଧାରଣ କରନ୍ତୁ ନାହିଁ ।