10 Famous ଓଲିଉଡ ସେଲିବ୍ରିଟି ଯେଉଁମାନେ କମ ବୟସରେ ଏ ଦୁନିଆକୁ କହିଲେ ଅଲବିଦା

ତପୁ ମିଶ୍ରଙ୍କ ନିଧନ ପରେ ପୁରା ଓଲିଉଡ ଇଣ୍ଡଷ୍ଟ୍ରିରେ ଦୁଃଖର ଛାୟା ଖେଳି ଯାଇଛି । କହିବାକୁ ଗଲେ ତପୁ ମିଶ୍ର ଓଲିଉଡ ସଙ୍ଗୀତ ଜଗତର ଜଣେ ଜଣା ଶୁଣା ନାଁ ଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ଓଲିଉଡ ଜଗତର ଅନ୍ୟ କିଛି ମହାନ କଳାକାରଙ୍କ ବିଷୟରେ କହିବୁ ।

ଯେଉଁମାନଙ୍କ ମୃତ୍ୟୁ ଆମ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ ବଡ କ୍ଷତି ଅଟେ । ତାଙ୍କର ଅଭିନୟ ବିଷୟରେ ଆଜି ବି ଲୋକମାନେ ଚର୍ଚା କରନ୍ତି । ତେବେ ଚାଳନ୍ତୁ ଜାଣିବା ସେହି କଳାକାରମାନଙ୍କର ମୃତ୍ୟୁ କେଉଁ କାରଣରୁ ହୋଇଥିଲା । ଅଜିତ ଦାସ-

ଓଡିଆ ସିନେମା ଜଗତର ସବୁଠୁ ଚର୍ଚିତ ଓ ମହାନ କଳାକାର ଅଜିତ ଦାସଙ୍କୁ ଆପଣ ସମସ୍ତେ ନିଶ୍ଚିତ ରୂପରେ ଜାଣିଥିବେ । ୨୦୨୦ରେ କରୋନା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା । ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ସଲିଳ ମିତ୍ର

ହାସ୍ୟ ଅଭିନେତା ରୂପରେ ସଲିଳ ମିତ୍ର ଓଲିଉଡ ଜଗତରେ ବହୁତ ପ୍ରସିଦ୍ଧ ଅଟନ୍ତି । ସଲିଳ ମିତ୍ରଙ୍କ ମୃତ୍ୟୁ ୨୦୧୯ରେ ଏକ ଦୁର୍ଘଟଣାରେ ହୋଇଥିଲା ଓ ୫୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ରବି ମିଶ୍ର

ରବି ମିଶ୍ରଙ୍କୁ ଆପଣମାନେ ଗୋପାଳ ନାଁ ରେ ଜାଣିଥିବେ । ସେ ଓଲିଉଡ ଜଗତର ଜଣେ ମହାନ କଳାକାର ଅଟନ୍ତି । ଏହି ବର୍ଷ ହୃଦଘାତ କାରଣରୁ ରବି ମିଶ୍ରଙ୍କ ମୃତ୍ୟୁ ହୋଇଛି । ୬୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।

ତପୁ ମିଶ୍ର

ତପୁ ମିଶ୍ରଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ସେ ଗତକାଲି ଅର୍ଥାତ ୨୦ ଜୁନ ୨୦୨୧ରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ମୃତ୍ୟୁ ସମୟରେ ତାଙ୍କୁ ୩୬ ବର୍ଷ ହୋଇଥିଲା ।

ଦୀପା ସାହୁ

ଚୂଳବୁଲି ନାୟିକା ଦୀପା ସାହୁଙ୍କ ମୃତ୍ୟୁ ୨୦୨୦ରେ କ୍ୟାନ୍ସର କାରଣରୁ ହୋଇଥିଲା । ଦୀପାଙ୍କ ଦେହାନ୍ତ ୩୪ ବର୍ଷ ବୟସରେ ହୋଇଥିଲା ।

ବିଜୟ ମହାନ୍ତି

ବିଜୟ ମହାନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ଏକ ବଡ ନାଁ ଅଟନ୍ତି । ଯାହାଙ୍କର ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି । ବିଜୟ ମହାନ୍ତିଙ୍କ ମୃତ୍ୟୁ ୭୦ ବର୍ଷ ବୟସରେ ହୃଦଘାତ କାରଣରୁ ହୋଇଥିଲା ।

ଅନିତା ଦାସ

ଅନିତା ଦାସ ଓଡିଆ ସିନେମା ଜଗତର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଅନିତା ଦାସଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିଲା । ସେହି ସମୟରେ ତାଙ୍କର ୫୧ ବର୍ଷ ହୋଇଥିଲା ।

ଦେବୁ ବୋସ

ନିଜର ଅଭିନୟ ମାଧ୍ୟମରେ ଦେବୁ ବୋସ ଓଡିଶାରେ ବହୁତ ଲୋକପ୍ରିୟ ହୋଇଥିଲେ । ଦେବୁ ବୋସଙ୍କ ମୃତ୍ୟୁ ବି ହୃଦଘାତ କାରଣରୁ ହୋଇଥିଲା । ସେହି ସମୟରେ ତାଙ୍କୁ ୭୫ ବର୍ଷ ବୟସରେ ହୋଇଥିଲା ।

ହର ପଟ୍ଟନାୟକ

ହର ପଟ୍ଟନାୟକଙ୍କୁ ତ ସମସ୍ତେ ଜାଣିଛନ୍ତି । ସେ ଜଣେ ଖଳନାୟକ ଓ ନିର୍ଦେଶକ ରୂପରେ ଓଡିଶାରେ ବହୁତ ପରିଚିତ ଅଟନ୍ତି । ହର ପଟ୍ଟନାୟକଙ୍କ ମୃତ୍ୟୁ ୫୬ ବର୍ଷ ବୟସରେ ହୋଇଥିଲା ।

ରାନୁ ପରିଜା

ରନୁ ପରିଜାଙ୍କୁ ଆପଣମାନେ ବହୁତ ଫିଲ୍ମରେ ଦେଖିଥିବେ । ତାଙ୍କର ଅଭିନୟର ପ୍ରଶଂସା ଆଜି ବି ଲୋକମାନେ କରିଥାନ୍ତି । କହିଦେଉଛୁ କି ରାନୁ ପରିଜାଙ୍କ ମୃତ୍ୟୁ ୫୧ ବର୍ଷ ବୟସରେ ହୃଦଘାତ କାରଣରୁ ହୋଇଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *