ମହିଳାଙ୍କୁ ପଚରା ଗଲା : ଆପଣ ନିଜ ଶାଶୁଘର ସମସ୍ଯା ବିଷୟରେ ନିଜ ସ୍ଵାମୀକୁ କାଇଁ କହୁ ନାହାନ୍ତି ? ମହିଳା କହିଲେ : ମେଲେରିଆ ବିଷୟରେ…

ଆଜିକା ସମୟରେ ଲୋକ ହସିବା ଭୁଲି ଯାଇଛନ୍ତି ସମସ୍ତେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସାଙ୍ଗ ବା ଘର ଲୋକଙ୍କୁ ସମୟ ଦେଇ ପାରୁ ନଥିଲେ ଓ ବର୍ତମାନ ସମୟରେ କୋରୋନ ଭାଇରସ ଦ୍ଵାରା ଲୋକଙ୍କ ଆରଥି ଓ ମାନସିକ ସ୍ଥିତି ଏତେ ଖରାପ ହୋଇଛି ଯେ ସମସ୍ତେ କିଛି ନା କିଛି ଟେନସନରେ ଅଛନ୍ତି ।

ତେବେ ଆଜି ଆମେ ଆପଣଙ୍କ ମୁଡ କିଛି ଭଲ କରିବା ପାଇଁ ଏମିତି କିଛି ଜୋକ୍ସ ଆଣିଛୁ ଯାହା ଆପଣଙ୍କୁ ପସନ୍ଦ ଆସିବ ।

Image Courtesy: Google

୧. ଦୁଇଟି ମୂଷା ଗଛ ଉପରେ ବସିଥିଲେ, ସେହି ଗଛ ତଳୁ ହାତୀ ପାସ କଲା ।

ଗୋଟେ ମୂଷା ହାତୀ ଉପରେ ପଡି ଗଲା ।

ଆର ମୂଷାଟି କହିଲା : ଚାପିକି ରଖ ଶଳାକୁ ମୁଁ ବି ଆସୁଛି ।

୨. ଜୀବନରେ କୌଣସି କାମ ହଡବଡ ହୋଇ ଶୀଘ୍ର ନିର୍ଣୟ କରନ୍ତୁ ନାହିଁ ।

ମନେ ରଖନ୍ତୁ ଆପଣ ନିଜ ଜୀବନ ନିଷ୍ପତ୍ତି କରୁଛନ୍ତି ମ୍ୟାଗୀ ତିଆରି କରୁ ନାହାନ୍ତି ।

୩. ଥଣ୍ଡା ଦିନ ଆସିବାକୁ ଯାଉଛି ।

ଏବେ ଦିନ ଛୋଟ ହବ ଓ ଖାନ୍ଦାନ ବଡ ।

Image Courtesy: Google

୪. ଦରମା ୧୦୦% ସ୍ତ୍ରୀକୁ ଦେଲେ ୧୦% ଭଲ ପାଇବା ମିଳିଥାଏ ।

କିନ୍ତୁ ଅନ୍ୟ କାହା ସ୍ତ୍ରୀକୁ ୧୦% ଦେଲେ ୧୦୦% ଭଲ ପାଇବା ମିଳିଥାଏ ।

ଦରମା ଆପଣଙ୍କର ନିଷ୍ପତ୍ତି ଆପଣଙ୍କର ।

୫. ବୈଜ୍ଞାନିକ ମାନେ କ୍ଷୀର ପାଉଡର ତିଆରି କଲେ,

ସୁପ ପାଉଡର ତିଆରି କଲେ,

କଫି ପାଉଡର ତିଆରି କଲେ,

ମେହେନ୍ଦି ପାଉଡର ତିଆରି କଲେ,

ରସନା ପାଉଡର ତିଆରି କଲେ,

କିନ୍ତୁ ମଦ ପାଉଡର ଆଜି ପର୍ଯ୍ୟନ୍ତ ତିଆରି କରି ପାରିଲେ ନାହିଁ ??

ବହୁତ ଇରେସପନସିବଲ ଲୋକ ଅଟନ୍ତି ।

Image Courtesy: Google

୬. ମହିଳାଙ୍କୁ ପଚରା ଗଲା : ଆପଣ ନିଜ ସାସୁଘର ସମସ୍ଯା ବିଷୟରେ ନିଜ ସ୍ଵାମୀକୁ କହୁ ନାହାନ୍ତି ?

ମହିଳା କହିଲେ : ମେଲେରିଆ ବିଷୟରେ ମସାକୁ ପଚାରିଲେ କଣ ହବ ।

୭. ମୁମ୍ବାଇରେ କରୋନା ପଜେଟିଭ ଠାରୁ ଅଧିକ ଗଞ୍ଜା ପଜେଟିଭ ବାହାରିଲେଣି ।

୮. ଶୀଘ୍ର ଶୀଘ୍ର ରେଡି ହେଇ ଆସ ବରଯାତ୍ରୀରେ ଜୀବ କାହିଁକିନା ଆଜି ଗୋଟେ ଝିଅ ମତେ କହିଛି ତମ ବ୍ୟାଣ୍ଡ ବଜେଇବି ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *