୨ ମିନିଟରେ ଦାନ୍ତ କଷ୍ଟ ଦୂର କରିବାର ଘରୋଇ ଉପାୟ- ଥରେ କରିକି ଦେଖନ୍ତୁ

ଆପଣ ମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ବା ନାହିଁ କିନ୍ତୁ ଦାନ୍ତ ପ୍ରତି ଅବଶ୍ୟ ରଖିଥାନ୍ତି କାହିଁକିନା ଦାନ୍ତ ନଥିଲେ ଆମେ କିଛି ଭଲ ମନ୍ଦ ଖାଇ ପାରୁ ନା ଏହା ଛଡା ଦାନ୍ତ ବିନ୍ଧା ହେଲେ ବହୁତ କଷ୍ଟ ହୋଇଥାଏ ଯାହା କିଛି ସମୟ ବା ଦିନ ପରେ ଅସହନୀୟ ହୋଇଥାଏ ଯାହା ପରେ ଆପଣ ବହୁତ ଟଙ୍କା ଖରଚ କରି ଡକ୍ଟର ପାଖକୁ ଯାଇଥାନ୍ତି ଓ ଡକ୍ଟର ଦାନ୍ତ ଓପାଡିବା ବା ସଫା କରିବା ପାଇଁ କହିଥାନ୍ତି । ତେବେ ଦାନ୍ତ ଓପାଡିବା ବା ସଫା କରେଇବାରେ ବହୁତ ଟଙ୍କା ଖର୍ଚ ହୋଇଥାଏ ଏହା ଛଡା ଆପଣଙ୍କ ଦାନ୍ତ ଡକ୍ଟର ମଧ୍ୟ ବହୁତ ଟଙ୍କା ଫିସ ପାଇଁ ନେଇଥାନ୍ତି ।

Image Courtesy: Google

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଘରେ ମିଳିଯିବ ଓ ଆପଣଙ୍କୁ ଏହା ପାଇଁ ଅଧିକ କଷ୍ଟ ମଧ୍ୟ କରିବାକୁ ହବ ନାହିଁ । ଆପଣ ମାନେ ନିଜ ଘରେ ବାପା ଭାଇ ବା ଅନ୍ୟ ପୁରୁଷଙ୍କୁ ସେଭିଙ୍ଗ କରିବାର ଦେଖିଥିବେ ଓ ସେଭିଙ୍ଗ ପରେ ସେ ଗୋଟେ ଜିନିଷ ପାଣିରେ ଭିଯାଇ ନିଜ ମୁହଁରେ ଲଗାଇ ଥାନ୍ତି ତାହା ମଧ୍ୟ ଆପଣ ଜାଣିଥିବେ ଏହା ହେଉଛି ଫିଟିକିରି ।

Image Courtesy: Google

ଆପଣ ମାନେ ସମସ୍ତେ ଫିଟିକିରି ସେଭିଙ୍ଗ ପାଇଁ ବ୍ୟବହାର ବୋଲି ଜାଣିଛନ୍ତି କିନ୍ତୁ ବହୁତ କମ ଲୋକ ଏହା ଜାଣିଛନ୍ତି ଯେ ଫିଟିକିରି ବହୁତ ଲାଭକାରୀ ଜିନିଷ ଅଟେ ଏହା ଦ୍ଵାରା ଆପଣଙ୍କ ଦାନ୍ତ ସବୁ ଅସୁବିଧା ଦୂର ହୋଇଥାଏ । ଆଗ ଆପଣ ଗୋଟେ ଗ୍ଳାସରେ ଅଧା ଗ୍ଳାସ ପାଣି ନିଅନ୍ତୁ ଏହା ପରେ ଆପଣ ଫିଟିକରି ବା ଫିଟିକିରି ପାଉଡର ନିଅନ୍ତୁ ଏହା ପରେ ଆପଣ ୨୫ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଏହି ପାଣିରେ ଫିଟିକିରି ପକାଇନ ଚାମଚ ଦ୍ଵାରା ଗୋଳାନ୍ତୁ ତେବେ ୩୦ ସେକେଣ୍ଡ ପରେ ଫିଟିକିରି ବାହାର କରି ଦିଅନ୍ତୁ ଦେଖିବେ ଫିଟିକିରି ଠିକ ଥିବ ଓ ଅନ୍ୟ ଥର ବ୍ୟବହାର କରିବା ପାଇଁ ମଧ୍ୟ ଥିବ ।

Image Courtesy: Google

କିନ୍ତୁ ପାଣି ଧୂଆଁଳିଆ ଦେଖା ଜୀବ ତେବେ ଫିଟିକିରି କିଛି ଭାଗ ପାଣିରେ ମିଶି ଯାଇଥିବ ତେବେ ଏହା ପରେ ଆପଣ ସେହି ପାଣି ଦ୍ଵାରା କୁଳି କରନ୍ତୁ, ଏହି ଉପାୟ ଆପଣ ରାତିରେ ଶୋଇବା ଆଗରୁ ଓ ସକାଳେ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ହବ । ଯଦି ଡକ୍ଟର ଦାନ୍ତ ଫିଲିଙ୍ଗ ପାଇଁ କୁହନ୍ତି ତେବେ ଆପଣ କରେଇ ପାରିବେ କାହିଁକିନା ଏହି ଉପାୟ ଦ୍ଵାରା ଆପଣଙ୍କ ଦାନ୍ତ ଯଦି ପୋକ ହୋଇଯାଇଛି ତେବେ ଏହି ଉପାୟ କାମ କରିବନି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *