Sidharthଙ୍କ ମୃତ୍ୟୁ ପରେ କାନ୍ଦି କାନ୍ଦି Sehnazଙ୍କ ଅବସ୍ଥା ହେଲା ଖରାପ, କହିଲେ “କିଛି ସମୟ ପରେ ତାଙ୍କୁ ଜଳାଇ ଦିଆଯିବ, ମୁଁ କେମିତି…

ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ମାତ୍ର ୪୦ ବର୍ଷ ବୟସରେ ଗୁରୁବାର ଦିନ ସକାଳେ ହୃ-ଦ-ଘା-ତରେ ମୃ-ତ୍ୟୁ ହୋଇଛି । ସିଦ୍ଧାର୍ଥଙ୍କ ମୃ-ତ୍ୟୁ ଯୋଗୁ ତାଙ୍କର ଫ୍ୟାନ୍ସ ମାନେ ଶୋକ ପାଳନ କରିଛନ୍ତି । ତାଙ୍କର ମୃ-ତ୍ୟୁ ଯୋଗୁ ସହନାଜ ଗିଲଙ୍କ ଯୋଡି “ସିଡନାଜ” ମଧ୍ୟ ଭାଙ୍ଗି ଯାଇଛି । ସିଦ୍ଧାର୍ଥ ଓ ସହନାଜ ନିଜ ସ-ମ୍ପ-ର୍କ-କୁ ନେଇ କୌଣସି ଖୁଲାସାକରି ନ ଥିଲେ ମଧ୍ୟ ସିଦ୍ଧାର୍ଥଙ୍କ ମୃ-ତ୍ୟୁରେ ସେହନାଜ ପୁରାପୁରୀ ଭା-ଙ୍ଗି ପଡିଛନ୍ତି । ସିଦ୍ଧାର୍ଥଙ୍କ ପିତା ସନ୍ତୋଖ ସୁଖ କହିଛନ୍ତି ଯେ ତାଙ୍କ ଝିଅର ଅବସ୍ଥା ଠିକ ନାହି । ଏହା ଛଡା ନେତିଜେଂସ ମଧ୍ୟ ସିଦ୍ଧାର୍ଥଙ୍କ ମୃ-ତ୍ୟୁରେ ଦୁଖ କରିବା ସହ ଦୁଖଦ ପୋଷ୍ଟ ଲେଖୁଛନ୍ତି ।

ସେହନାଜଙ୍କ ଭଲ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ୟୁଜର୍ସ ମାନେ ଚି-ନ୍ତା ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ସିଦ୍ଧାର୍ଥ ନିଜର ଶେଷ ନିଶ୍ଵାସ ନେବା ସମୟରେ ସେହାନାଜ ତାଙ୍କ ସହ ଥିଲେ । ସିଦ୍ଧାର୍ଥଙ୍କ ନି-ଧ-ନ ପରେ ତାଙ୍କ ପିତା ଓ ସେହାନାଜଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବର୍ତ୍ତମାନ ଚର୍ଚ୍ଚରେ ରହିଛି । ଗୋଟେ ରିପୋର୍ଟର ଦ୍ଵାରା ରେକର୍ଡ କରା ଯାଇଥିବା ଭି-ଡି-ଓ ରେ ସିଦ୍ଧାର୍ଥଙ୍କ ନି-ଧ-ନ ପରେ ସହନାଜ ଗିଲ୍ସ ତାଙ୍କ ପିତାଙ୍କ ସହ ଫୋନରେ କଥା ହୋଇଥିଲେ । ସେହାନାଜଙ୍କ ପିତା କହିଛନ୍ତି ଯେ ସେ କାନ୍ଦି ନିଜର ଅବସ୍ଥା ଖରାପ କରି ସାରିଛି ।

ଏହା ସହ ସେହାନାଜଙ୍କ ହାତରେ ସିଦ୍ଧାର୍ଥ ନିଜର ଶେ-ଷ ନି-ଶ୍ଵା-ସ ତ୍ୟା-ଗ କରିଛନ୍ତି ଓ ସେ କେମିତି ବଞ୍ଚିବେ ତାହା ମଧ୍ୟ ସେହନାଜ ତାଙ୍କ ପିତାଙ୍କ ସହ ଶେୟାର କରିଛନ୍ତି । ସୂଚନା ଅନୁସାରେ ସେହାନାଜ ଯେବେ ସକାଳେ ସିଦ୍ଧାର୍ଥଙ୍କୁ ଉଠାଇ ଥିଲେ ସେବେ କୌଣସି ଜବାବ ମିଳି ନ ଥିଲା । ଏହା ପରେ ସେହାନାଜ ତାଙ୍କର ପଡୋଶୀଙ୍କୁ ଡାକି ସିଦ୍ଧାର୍ଥଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ସେହନଜ କହିଛନ୍ତି ଯେ “କିଛି ସମୟ ପରେ ତାଙ୍କୁ ଜ-ଳା ଦିଆଯିବ ଏହା ପରେ ସେ କଣ କରିବେ” । ସୋ-ସି-ଆ-ଲ ମି-ଡି-ଆ-ରେ ସିଦ୍ଧାର୍ଥ ଓ ସେହାନାଜଙ୍କୁ ନେଇ ଅନେକ ପୋଷ୍ଟ ଶେୟାର କରା ଯାଉଛି ।

ଜଣେ ନେତିଜେନ ଲେଖିଛନ୍ତି ଯେ “ମୁଁ ଚାହୁଁଥିଲି ଦୁହେଁ ମ୍ୟାରେଜ କରନ୍ତୁ, କିନ୍ତୁ ଏବେ ଜାଣିଲି ଭଗବାନ କାହିଁକି ଦୁହିଙ୍କର ମ୍ୟାରେଜ କରିଲେ ନାହି, କାରଣ ସିଦ୍ଧାର୍ଥଙ୍କର ଏ ଦୁନିଆରୁ ବିଦାୟ ନେବାର ସମୟ ଆସି ଯାଇଥିଲା” । ସିଦ୍ଧାର୍ଥ ଓ ଗିଲଙ୍କ ସମର୍ଥନରେ ଜଣେ ୟୁଜର୍ସ ଲେଖିଛନ୍ତି ସେହାନାଜ ଗଭୀର ଶୋକରେ ଥିବେ, ତାଙ୍କୁ ସମ୍ଭାଳିବା ପାଇଁ ତାଙ୍କ ପରିବାର ଓ ସମ୍ପର୍କୀୟ ମାନେ ଥିବେ, ଆଗକୁ ସେ ଏହି ଶୋକରୁ ଜଲ୍ଦି ବାହାରି ଆସନ୍ତୁ” ।

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି “ପ୍ୟାରି ସନା, ଆମେ ଜାଣିଛୁ କଣ ବିତୁଛୁ ତୁମ ଉପରେ, ତୁମେ ସେତିକି ମଜବୁତ ହୋଇ ଆଗକୁ ବଢିବାକୁ ଚେଷ୍ଟା କର” । ସେହାନାଜଙ୍କ ପିତା କହିଛନ୍ତି ତାଙ୍କ ପୁଅ ସେହବାଜ ସେହାନାଜଙ୍କ ସହ ରହିବାକୁ ମୁମ୍ବାଇ ଯାଇଛି । ସିଦ୍ଧାର୍ଥଙ୍କ ପରିବାରରେ ତାଙ୍କ ମା ଓ ଦୁଇ ଭଉଣୀ ଅଛନ୍ତି । ତାଙ୍କର ମୃ-ତ୍ୟୁରେ କେବଳ ତାଙ୍କ ପରିବାର ନୁହେଁ ବରଂ ବଲିଉଡ ଇଣ୍ଡଷ୍ଟ୍ରି ନିସ୍ତବ୍ଧ ହୋଇ ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଆର୍ଟିକଲଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *