୭୦ଟି ସ୍ଵପ୍ନ ଆଉ ତାହାର ଅର୍ଥ କଣ ? Swapna Shastra

ଆମ ଭାରତୀୟ  ଧର୍ମରେ ମାନ୍ୟତା ଦିଆଯାଇଚିକି ଭବିଷ୍ୟତରେ ଜୀବନରେ ଘଟିବାକୁ ଯାଉଥିବା ଘଟଣା ମାନଙ୍କ ବିଷୟରେ ଆମେ ସ୍ଵପ୍ନରେ ସୂଚନା ପାଇଥାଉ । ରାବଣ ଜେନ ବହୁତ ବଡ ଜ୍ଞାନୀ ଥିଲେ ସେ ମରିବା ପୂର୍ବରୁ ସଂଗୀତା ନାମକ ଶାସ୍ତ୍ର ରଚନା କରିଥିଲେ । ଆଉ ଏଥିରେ ମାନବ ଜୀବନରେ ଘଟୁଥିବା ଘଟଣା ବିଷୟରେ ବର୍ଣନା କରାଯାଇଛି । ଆଉ ସେଥିରେ ସ୍ଵପ୍ନ ସଙ୍କେତ ବିଷୟରେ ମଧ୍ୟ ଲେଖାଯାଇଛି । ଆମେ ଆଜି ଆପଣଙ୍କୁ ରାବଣ ସଙ୍ଗୀତରେ ଲେଖାଯାଇଥିବା କେତେ ଗୁଡିଏ ସ୍ଵପ୍ନ ସଙ୍କେତ ବିଷୟରେ କହିବୁ ।

ଆମେ ମାନେ ପ୍ରାୟ ସବୁବେଳେ ସ୍ଵପ୍ନ ଦେଖିଥାଉ । ଏହି ସ୍ଵପ୍ନର  ଆମ ବାସ୍ତବ ଜୀବନ ବିଷୟରେ କିଛି ନା କିଛି ସମ୍ପର୍କ ଥାଏ ।


ଯଦି ଆମେ ସ୍ଵପ୍ନରେ କ୍ଷୀର ଦେଖିଥାଉ ତାହେଲେ ଆମ ଜୀବନରେ ବହୁତ ଉନ୍ନତି ହୋଇଥାଏ । ଯଦି ଆମେ ସ୍ଵପ୍ନରେ ପଣି ଦେଖିଥାଉ ଏହା ମଧ୍ୟ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଯଦି ଆମେ ସ୍ଵପ୍ନରେ ଜହ୍ନ ଦେଖି ଥାଉତ ଏହା ସଂମ୍ମାନ ପ୍ରାପ୍ତି ହୋଇଥାଏ । ଆଉ ସ୍ଵପ୍ନରେ ତାରା ମଣ୍ଡଳ ଦେଖିଲେ  ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଯଦି ସ୍ଵପ୍ନରେ କୌଣସି ଚିଲ ଦେଖାଯାଏ ତାହେଲେ ସତୃଙ୍କ ଠାରୁ ପରାସ୍ତ ହେବାର ସୂଚନା ମିଳିଥାଏ । ସ୍ଵପ୍ନରେ ତାସ କି ତାସ ଖେଳୁଥିବାର ଦେଖିଲେ ଜୀବନରେ ସମସ୍ଯା ଦେଖାଯାଇଥାଏ ।

କୌଣସି ଧନୁର ତୀର ଯଦି ସ୍ଵପ୍ନରେ ଦେଖନ୍ତି ତାହେଲେ ଆପଣଙ୍କୁ ସଫଳତାର ପ୍ରାପ୍ତି ହୋଇଥାଏ । ଆଉ ଯଦି ସ୍ଵପ୍ନରେ ଘାସ ଦେଖା ଦେଇଥାଏ, ତାହେଲେ ଜୀବନରେ ସମସ୍ୟା ଆସିପାରେ । ଯଦି ସ୍ଵପ୍ନରେ ତ୍ରିଶୂଳ ଦେଖନ୍ତି ତାହେଲେ ଆପଣ ସତୃଙ୍କ ଠାରୁ ମୁକ୍ତି ପାଇ ପାରନ୍ତି । ଆଉ ଯଦି ରୁଦ୍ରାକ୍ଷ ମାଳା ସ୍ଵପ୍ନରେ ଦେଖନ୍ତି କମ ସମୟ ଭିତରେ ଶୁଭ ସମାଚାର ପ୍ରାପ୍ତି ହୋଇଥାଏ । ଆଉ ଯଦି ସ୍ଵପ୍ନରେ ଆପଣ ମହୁ ଦେଖନ୍ତି ଜୀବନରେ ପରିବର୍ତନ ଓ ନୂଆ ପଣ ଆସିପାରେ । ଯଦି କୌଣସି ନଦୀ ନାଳ ସ୍ଵପ୍ନରେ ଦେଖନ୍ତି ତାହେଲେ ଆପଣାକୁ କୌଣସି ଶୁଭ ଖବର ପ୍ରାପ୍ତି ହୋଇଥାଏ ।


ଯଦି ଆପଣ କୌଣସି ବେଳ ଗଛ ଓ ବେଳ ପତ୍ରକୁ ସ୍ଵପ୍ନରେ ଦେଖନ୍ତି, ତାହେଲେ ଆପଣଙ୍କ ଧନ ସମ୍ପତିରେ ବୃଦ୍ଧି ହୋଇଥାଏ । ନୀଳ ରଙ୍ଗର ଗାଈ ସ୍ଵପ୍ନରେ ଦେଖିଲେ ସୁଖ ପ୍ରାପ୍ତି ହୋଇଥାଏ । ନେଉଳକୁ ସ୍ଵପ୍ନରେ ଦେଖିଲେ ସତୃ ଭୟ ଠାରୁ ମୁକ୍ତି ମିଳିଥାଏ । ସ୍ଵପ୍ନରେ ଯଦି କୌଣସି ପଗଡି ଦେଖନ୍ତି ବା ପଗଡି ବାନ୍ଧିବାର ଦେଖନ୍ତି ତାହେଲେ ମନ ସନମାନରେ ବୃଦ୍ଧି ହୋଇଥାଏ । ଯଦି ଆପଣ ସ୍ବର୍ଗରେ ସ୍ଵପ୍ନ ଦେଖନ୍ତି ତାହେଲେ ଦୈହିକ ସୁଖ ପ୍ରାପ୍ତ ହୋଇଥାଏ । ଯଦି ସ୍ଵପ୍ନରେ ନିଜ ସ୍ତ୍ରୀକୁ ଦେଖନ୍ତି ତାହେଲେ ପତି ପତ୍ନୀନଅକା ଭିଆରେ ପ୍ରେମ ସମ୍ପର୍କ ନିବିଡ ହୋଇଥାଏ । ପାରାକୁ ସ୍ଵପ୍ନରେ ଦେଖିଲେ ରୋଗ ଠାରୁ ମୁକ୍ତି ମିଳିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *