କିଛିଦିନ ଏହି ଜିନିଷ ଖାଆନ୍ତୁ ? ଶରୀର ଏମିତି ହେବ ଲୋକ ପଚାରିବାକୁ ଲାଗିବ- Health Tips

ଆଜି କଲି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି, ଭୁଲ ଖାଦ୍ଯ ଓ ଖରାପ ଅଭ୍ଯାସ ଲାଗି ସେମାନଙ୍କର ଶରୀର ପତଳା ଓ ଦୁର୍ବଳର ଶିକାର ହୋଇଯାଇଛି । ସେମାନେ ନିଜ ଶରୀରର ଓଜନ ବଢାଇବା ପାଇଁ ବହୁତ ପ୍ରକରର ଉପାୟ ଆପଣେଇ ଥାନ୍ତି । କିନ୍ତୁ ସେମାନଙ୍କୁ କିଛି ଖାସ ଲାଭ ମିଳିନଥାଏ । ବହୁତ ଲୋକ ନୁଜ ଶରୀର ଓଜନ ବଢାଇବା ପାଇଁ ପ୍ରୋଟିନ ପାଉଡର ଓ ବହୁତ ପ୍ରକାର ମେଡ଼ିସିନ ବ୍ୟବହାର କରନ୍ତି । ଯେଉଁଥି ପାଇଁ ତାଙ୍କୁ ବହୁତ ଟଙ୍କା ଖର୍ଚ କରିବାକୁ ପଡିଥାଏ ।


ସାଥିରେ ଏହି ସବୁ ଜିନିଷର ସେବନ ଦ୍ଵାରା ସାଇଡ ଇଫେକ୍ଟ ପଡିବାର ସମ୍ବାଭନା ମଧ୍ୟ ରହିଛି । ଶରୀରକୁ ଶକ୍ତିଶାଳୀ କରିବା ପାଇଁ ଜେଈକି ବ୍ୟାୟମର ଆବଶ୍ୟକତା ପଡେ, ସେତିକି ପୌଷ୍ଟିକର ଆବଶ୍ୟକତା ପଡେ । ଯଦି ଆପଣଆପଣଙ୍କ ଶରୀରକୁ ଶକ୍ତିଶାଳୀ କରିବାକୁ ଅଛି । ତେବେ ପ୍ରତିଦିନ ବ୍ୟାୟମ କରନ୍ତୁ ଓ ଏହି ତିନୋଟି ଜିନିଷର ସେବନ କରନ୍ତୁ । ତେବେ ଆସନ୍ତୁ ଆଜିର ସୁନ୍ଦର ବିଷୟ ବସ୍ତୁକୁ ଆଲୋଚନା କରିବା ।


ପ୍ରଥମ ଆସିବା କଦଳୀ ଓ କ୍ଷୀର , ଏଥିରେ ଭାର ପୁର ମାତ୍ରାରେ ଭିଟାମିନ, କ୍ୟାଲସିୟମ, ଆଇରନ , ଜିଙ୍କ, ଫାଇବର, ପ୍ରୋଟିନ ସହିତ ଆହୁରି ବହୁତ ଜିନିଷ ମଜୁଦ ଥାଏ । ପ୍ରତିଦିନ ସକାଳେ ବ୍ରେକ ଫାଷ୍ଟ ପରେ ଦୁଇଟି କଦଳୀ ଖାଇ ଦାସ ମିନିଟ ପରେ ଗୋଟେ ଗ୍ଲାସ କ୍ଷୀର ପିଅନ୍ତୁ । ଦିତୀୟରେ ଆସିବା ଚଣା ବା ସୋଲା । ବତୁରାଇ ଥିବା ଚନା ଶରୀରକୁ ଶକ୍ତିଶାଳୀ ବନାଇବାରେ ସବୁଠାରୁ ଉତ୍ତମ ଓ ଶସ୍ତା ଜିନିଷ ଅଟେ । ଚନାରେ ଭାର ପୁର ମାତ୍ରାରେ ଭିଟାମିନ,ପ୍ରୋଟିନ, କ୍ୟାଲସିୟମ ଏବଂ ଅନ୍ୟ ତତ୍ଵ ମଧ୍ୟ ରହିଥାଏ । ଯାହା କ୍ଷୀର ଓ ବାଦାମ ଠାରୁ ମଧ୍ୟ ବହୁତ ବେସୀ ହୋଇଥାଏ ।


ତୃତୀୟରେ ଆସିବା ମୁଗ, ମୁଗରେ ସେଇ ସବୁ ତତ୍ଵ ମହଜୁଦ ଥାଏ  ଯାହା ଶରୀରକୁ ଶକ୍ତିଶାଳୀ ଓ ବଳ ଶାଳି ବନେଇବା ପାଇଁ ଜରୁରୀ ହୋଇଥାଏ । ଏଥିଲାଗି ଆପଣକୁ ବତୁରା ଚଣା ସହ ବତୁରା ମୁଗର ମଧ୍ୟ ସେବନ କରିବା ଆବଶ୍ୟକ । ତେବେ ବନ୍ଧୁଗଣ ଏହା ଥିଲା ଆଜିର ବିଷୟ ବସ୍ତୁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *