କେବଳ ଏହାକୁ ବାଟି ପିଇ ନିଅନ୍ତୁ, କିଡ୍ନୀ ଷ୍ଟୋନ ତରଳି ବାହାରିଯିବ | Kidney Stone

କିଡନୀରେ ଷ୍ଟୋନ ହେବା ଏକ ସାଧାରଣ ରୋଗ ଅଟେ । କିନ୍ତୁ ଯଦି ସଠିକ ସମୟରେ ଏହାର ଚିକିତ୍ସା ନ କରିବେ ତେବେ ଏହା ଭୟଙ୍କର ରୂପ ଧାରଣ କରି ପାରେ । ଯଦି କାହାର ପେଟରେ କିମ୍ବା କିଡନୀରେ ଷ୍ଟୋନ ହେଉଛି ତେବେ ସେହି ସମୟରେ ଆପଣଙ୍କର ପେଟରେ ବହୁତ ଯନ୍ତ୍ରଣା ହୋଇଥାଏ । ଏହା ସହିତ ଆପଣଙ୍କୁ ଅନ୍ୟ କିଛି ଶାରୀରିକ ସମସ୍ୟାର ବି ସାମ୍ନା କରିବାକୁ ପଡିଥାଏ ।

ଯେମିତି କି ଯଦି ଆପଣଙ୍କ ପେଟରେ ଷ୍ଟୋନ ହୋଇଛି ତେବେ ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିବ, ଏହା ସହିତ ଶୌଚ ସମୟରେ କଷ୍ଟ ହେବା, ବହୁତ ଅଧିକ ଝାଳ ବାହାରିବା ଓ ବାନ୍ତି ଲାଗିବା ଭଳି ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ହୋଇଥାଏ । ଏହା ସହିତ ଅତ୍ୟଧିକ ଭିଟାମିନ-ଡ଼ି ର ସେବନ କରିବା କିମ୍ବା ଅନୟମିତ ଖାଦ୍ୟ ସେବନ କରିବା ଦ୍ଵାରା ବି କିଡନୀରେ ଷ୍ଟୋନ ହୋଇଥାଏ ।

ସଠିକ ସମୟରେ ଯଦି କିଡନୀରେ ଥିବା ଷ୍ଟୋନର ଉପଚାର କରିବେ ନାହିଁ ତେବେ ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ନେଇ ଆସିଛୁ । ଯାହାକୁ ଯଦି ଆପଣ ସେବନ କରିବେ ତେବେ ଆପଣଙ୍କ ଷ୍ଟୋନ ଭଳି ସମସ୍ୟା ବହୁତ ସହଜରେ ଓ ଶୀଘ୍ର ଦୂର ହୋଇଯିବ । ଏହି ଆୟୁର୍ବେଦିକ ଉପାୟକୁ କରିବା ପାଇଁ ଆପଣଙ୍କୁ ଅମୃତଭଣ୍ଡାର ଚେର ଦରକାର ହେବ ।

କହିବାକୁ ଗଲେ ଅମୃତଭଣ୍ଡା ଗଛ ପ୍ରାୟତଃ ସମସ୍ତଙ୍କ ଘରେ ମିଳିଯିବ । ଆପଣ ଏହିଭଳି ଅମୃତଭଣ୍ଡାର ଚେର ଆଣନ୍ତୁ ଯାହା ମାଟି ତଳେ ପୋତି ହୋଇଥିବ । ଏହା ପରେ ଦୁଇଟି ଅମୃତଭଣ୍ଡାର ଚେରକୁ ଆଣି ଏହାକୁ ଭଲ ଭାବରେ ଧୋଇ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ଏହା ପରେ ୬୦ ଗ୍ରାମ ନର୍ମାଳ ପାଣି ନିଅନ୍ତୁ । ଏହି ଅମୃତଭଣ୍ଡାର ଚେରର ପେସ୍ଟର ୬ ଗ୍ରାମ ଅର୍ଥାତ ଅଧ ଚାମଚ ଏହି ପାଣିରେ ମିଶ୍ରଣ କରନ୍ତୁ ।

ମନେ ରଖନ୍ତୁ କି ସବୁବେଳେ ସମସ୍ତ ଆୟୁର୍ବେଦିକ କିମ୍ବା ଘରୋଇ ଉପଚାରକୁ ସଠିକ ମାତ୍ରାରେ ଓ ସଠିକ ସମୟରେ ସେବନ କରିଲେ ହିଁ ଆପଣଙ୍କୁ ଏହାର ଲାଭ ମିଳିବ । ଏହା ପରେ ଏହାକୁ ଆପଣ ଛାଣି ଦିଅନ୍ତୁ । ଯଦି ଆପଣ ଏହି ମିଶ୍ରଣକୁ ସେବନ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଥିବା ଷ୍ଟୋନ ବହୁତ ସହଜରେ ବାହାରିଯିବ । କହିଦେଉଛୁ କି ସକାଳେ ଖାଲି ପେଟରେ ଏହି ଅମୃତଭଣ୍ଡାର ଚେରର ପେସ୍ଟକୁ ମିଶ୍ରଣ କରନ୍ତୁ । ଦିନକୁ ମାତ୍ର ଥରେ ହିଁ ଏହାକୁ ସେବନ କରନ୍ତୁ ।

୬ ଗ୍ରାମ ଅମୃତଭଣ୍ଡାର ଚେରର ପେସ୍ଟକୁ ୬୦ ଗ୍ରାମ ପାଣିରେ ଛାଣି ସକାଳେ ସମୟରେ ଖାଲି ପେଟରେ ସେବନ କରିବା ଦ୍ଵାରା ସମସ୍ତ ପ୍ରକାରର ଷ୍ଟୋନ ମେଲ୍ଟ ହୋଇ ବାହାରିଯିବ । କିଡନୀ ଷ୍ଟୋନ ଭଳି ସମସ୍ୟାରେ ଏହା ବହୁତ ଭଲ କାମ କରିଥାଏ । ଯଦି ଆପଣଙ୍କ ଷ୍ଟୋନର ସାଇଜ ଛୋଟ ଅଛି ତେବେ ଆପଣଙ୍କୁ ୩ ଦିନ ମଧ୍ୟରେ ଫରକ ନଜର ଆସିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *