ମଣିଷ ଜୀବନରେ କେହି ଜାଣନ୍ତି ନହିଁ କେତେବେଳେ ରୋଗ ଆସିଥାଏ । ଏହି ସବୁ ରୋଗର ପ୍ରକୃତ କାରଣ ହୋଇଥାଏ ଠିକ ଭାବେ ଖାଦ୍ୟପେୟର ଖାଉନଥିବା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନନେବା । ସ୍ଵାସ୍ଥ୍ୟର ଯତ୍ନ ନନେବା ବହୁତ ଭୟାନକ ହୋଇଥାଏ । ଆଜି ଆମେ କିଡନୀ ସହିତ କିଛି ତଥ୍ୟ ନେଇ ଆସିଛୁ, କିଣ୍ଡନେୟ ଶରୀରର ଗୋଟେ ମହତ୍ଵପୂର୍ଣ ଭାଗ ହୋଇଥାଏ । ଦୁଇଟି କିଡନୀ ଗୋଟିଏ ଖରାପ ହେଲେ ମଧ୍ୟ ମନୁଷ୍ୟ ବଞ୍ଚିପାରେ । ଆପଣଙ୍କୁ ଯଦି ଏହାର ଲକ୍ଷଣ ଦେଖାଦିଏ ତେବେ ଡାକ୍ତରଙ୍କ ସହିତ ନିଶ୍ଚିନ୍ତ ଆଲୋଚନା କରିବା ଆବଶ୍ୟକ ।
ଏମିତିରେ ଆପଣ ଜାଣିଥିବା ଆବଶ୍ୟକକି କିଡନୀ ଫେଲର ଲକ୍ଷଣ ସବୁ କଣ ହୋଇଥାଏ । କିଡନୀ ଫେଲ ହେବାର ବହୁତ ଲକ୍ଷଣ ହୋଇଥାଏ । ଯଦି ପରିଶ୍ରାରେ ଫେଣ ଆସିବା କିଡନୀ ଫେଲ ହେବାର ପ୍ରଥମ ଲକ୍ଷଣ । ଆପଣ ଡେରି ନକରି ଡାକ୍ତରଙ୍କ ସହିତ ସାକ୍ଷାତ କରନ୍ତୁ ଯାହା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇପାରିବ । ନହେଲେ ଆପଣଙ୍କୁ ବହୁତ ବଡ ମୂଲ୍ୟ ଦେବାକୁ ପଡିପାରେ ଆପଣଙ୍କୁ ।
ଦିତୀୟରେ ଶରୀରର କୌଣସି ଅଂସ ଫୁଲିବା । ଯଦି ଶରୀରର କୌଣସି ଅଂଶ ଫୁଲିଯାଉଛି ତେବେ ଆପଣଙ୍କୁ ସାବଧାନ ହେବାର ଦରକାର ହୋଇଥାଏ । କିଡନୀ ଫେଲ ହେଲେ ସର୍ବ ପ୍ରଥମେ ରକ୍ତ ଖରାପ ହୋଇଯାଇଥାଏ । ଯାହା କାରଣରୁ ଆପଣଙ୍କ ଶରୀର ଫୁଲିବାକୁ ଲାଗିଥାଏ । ଯଦି ଶରୀରରେ ଏମିତି ସମସ୍ଯା ଦେଖାଦେଇଥାଏ ତାହେଲେ ଶୀଘ୍ର ଯାଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ତୃତୀୟରେ ଥକିଯିବା, ଯଦି ଆପଣଙ୍କୁ କାଉନଶୁ କାମ ନକରି ମଧ୍ୟ ଥକା ଲାଗୁଛି । ତେବେ ଏହି ଲକ୍ଷଣ ଭୟାନକ ହୋଇପାରେ ।
ଶରୀରର ଥକା ପଣ ଆପଣଙ୍କୁ ଏହି ସୂଚନା ଦେଇଥାଏକି ଆପଣ କୌଣସି ବଡ ରୋଗର ଶିକାର ହେବାକୁ ଜାଉଛନ୍ତି । କିଡନୀ ଖରାପ ହେବ କାରଣରୁ ଏନିମିଆ ରୋଗ ହୋଇଥାଏ, ଗରମ ପରିବେଶରେ ମଧ୍ୟ ଥଣ୍ଡା ଲାଗିଥାଏ । ତଏମିତିରେ ଯଦି ଆପଣଙ୍କୁ ଥଣ୍ଡା ଲାଗିଥାଏ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ । ପରିସ୍ରାରେ ଯଦି ରକ୍ତ ପଡିଥାଏ, ପରିସରରେ ଯଦି କୌଣସି ପ୍ରକାର ଚେଞ୍ଜେସ ହୋଇଥାଏ ତେବେ କିଡନୀର ସମସ୍ଯା ଦେଖାଯାଇଥାଏ ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।