ଆମ ଶରୀର ରେ କିଡନି ବିଷାକ୍ତ ପଦାର୍ଥ କୁ ବାହାର କରିବାରେ କାମ କରିଥାଏ । କିଡନି ବିଷାକ୍ତ ପଦାର୍ଥ କୁ ବ୍ଲଡେନରେ ବାହାର କରିଥାଏ ଯାହା ୟୁରିନ ଦ୍ଵାରା ଏହା ଶରୀରରୁ ବାହାରକୁ ଆସିଥାଏ । ଯେବେ ବ୍ୟକ୍ତି ର କିଡନି ଖରାପ ହୋଇଯାଏ ତେବେ ତାହା ୭ଟି ପଦାର୍ଥ କୁ ନିୟନ୍ତ୍ରଣ କରିପାରେ ନାହି । ଏହା ଦ୍ଵାରା ଶରୀର ବିଷାକ୍ତ ପଦାର୍ଥ ରେ ଭାରି ଯାଏ ଯାହା ଦ୍ଵାରା କିଡନି ଫେଲ ହୋଇଯାଏ । ଏଭଳି ସ୍ଥିତିରେ ବ୍ୟକ୍ତି ର ଜୀବନ ମଧ୍ୟ ଯାଇପାରେ । ଅନେକ ଲୋକ ମାନେ ହୃଦୟ ରୋଗ ବିଷୟରେ ଅବଗତ ନ ଥାନ୍ତି । ଏଥିପାଇଁ ହୃଦୟ ରୋଗକୁ ସାଇଲେନ୍ଟ ରୋଗ ବୋଲି କୁହାଯାଏ ।
କିଛି ଲୋକଙ୍କ ଠାରେ ହୃଦୟ ରୋଗ ସେତେବେଳେ ଜଣାପଡେ ଯେବେ ଏହା ବହୁତ ଗୁରୁତର ଅବସ୍ଥାରେ ଆସିଥାଏ । ମଣିଷ ଶରୀରରେ କିଡନି ଏକ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ଅଟେ ଯାହା ବିନା ମଣିଷ ବଞ୍ଚି ପାରିବ ନାହି । ମାନବ ଶରୀର କୁ ସୂଚାରୁରୂପେ ଚଳାଇବା ପାଇଁ କିଡନିର ସ୍ୱାସ୍ଥ୍ୟ ରହିବା ଜରୁରୀ ହୋଇଥାଏ । ଆଜିକାଲିର ଖାଦ୍ୟପେୟ ଓ ଜୀବନ ଶୈଳୀ ଯୋଗୁ କିଡନି ଖରାପ ହେଉଛି । ଆଜି ଆମେ ଆପଣ ମାନଙ୍କୁ କିଡନି ଖରାପ ହେବାର କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ।
୧- ଆମ ଶରୀର ରେ କିଡନି ବିଷାକ୍ତ ପଦାର୍ଥ ବାହର କରିବା ସହ ହାଡ ମଜବୁତ ରଖିଥାଏ । ଏହା ସହ ରକ୍ତ ସଂଚାଳନ ଠିକ ଭାବେ କରିଥାଏ । ଯଦି ମୁହଁ ଶୁଖିଲା ବା ଖୁଜଲି ହେଉଥାଏ ତେବେ ଏହା କିଡନି ଖରାପ ହେବାର ସଂକେତ ହୋଇଥାଏ ।
୨- ଯଦି କିଡନି ଖରାପ ହୋଇଥାଏ ତେବେ ଭୋକ ଲାଗେ ନାହି । ଏପରି ସ୍ଥିତିରେ ବ୍ୟକ୍ତି କୁ ବାନ୍ତି ଲାଗିବା ସହ ମୁହଁର ସ୍ଵାଦ ରେ ପରିବର୍ତ୍ତନ ହୋଇଥାଏ । କିଡନି ଖରାପ ହୋଇଗଲେ ଆମ ଶରୀର ରେ ବିଷାକ୍ତ ପଦାର୍ଥ ଜମା ହୋଇଯାଏ । ଯାହା ଦ୍ଵାରା ଭୋକ ଲାଗେ ନାହି ।
୩- ହୃଦୟ ରୋଗ ହେଲେ ରକ୍ତରେ ବିଷାକ୍ତ ପଦାର୍ଥ ଶରୀର ରେ ଜମାଟ ବାନ୍ଧିଥାଏ । ଏହା ଦ୍ଵାରା ବ୍ୟକ୍ତି କୁ ଥକାନ ଲାଗିଥାଏ । ବ୍ୟକ୍ତି ନିଜକୁ ଦୁର୍ବଳ ଅନୁଭବ କରିଥାଏ । କୌଣସି କାମରେ ବ୍ୟକ୍ତି କେନ୍ଦ୍ରିତ କରିପାରେ ନାହି ।
୪- କିଡନି ଖରାପ ହୋଇଗଲେ ମୁହଁ ଓ ଶରୀର ର ଅନ୍ୟ ଜାଗାରେ ସୁଜନ ଆସିଥାଏ । ଏମିତି ଜରୁରୀ ନାହି କି ସୁଜନ ଆସିଲେ ହୃଦୟ ରୋଗ ହୋଇଥିବ । ଅନ୍ୟ କୌଣସି କାରଣ ମଧ୍ୟ ହୋଇପାରେ । ତେଣୁ ତୁରନ୍ତ ଏହି ସବୁ ଲକ୍ଷଣ ଦେଖାଗଲେ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆପଣ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।