କିଏ ଆଖିରେ ଦେଖେନି, ପାଟିରେ କୁହେନି, କାନରେ ଶୁଣେନି ? Clever Q & A | Dhaga katha

ବନ୍ଧୁଗଣ ଆପଣ ମାନଙ୍କ ପାଇଁ କିଛି ଜ୍ଞାନଭରା ତଥ୍ୟ ସହ କିଛି କୌତୁହଳ କଥା ମଧ୍ୟ ଏଠାରେ ନେଇକି ଆସିଛୁ । ଯାହାକି ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ କିଛି କୌତୁହଳ କଥାର ପ୍ରୟାସ ମଧ୍ୟରେ ଜ୍ଞାନ ଭରିଦେବାର ଆଶା ରଖିଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ଆପଣଙ୍କ ପାଇଁ ନେଇକି ଆସିଥିବା ସେହି ଜ୍ଞାନପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ଏଠାରେ ଆଲୋଚନା କରି ଜାଣିବା ।

1- ବାବାଜୀ ନୁହେଁ ତା ବଢିଛି ଦାଢି । ପାଦ ତଳ ଯାଏଁ ଆସିଛି ମାଡି । ପିଲାଏ ଖେଳନ୍ତି ଦାଢିରେ ଦୋଳି । ପକ୍ଷୀଏ ଖାଆନ୍ତି ତାହାରି କୋଳି ?

ଉତ୍ତର;- ବରଗଛ ।

2- ତାହା କଣ ଯାହାକୁ ଭାଙ୍ଗିବା ପରେ ସବୁ ଲୋକ ଖୁସି ହୋଇଥାନ୍ତି ।

ଉତ୍ତର;- ରେକର୍ଡ ।

3- ଭିକାରୀ ନୁହେଁ କିନ୍ତୁ ପଇସା ମାଗିଥାଏ । ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ । ପୂଜାରୀ ନୁହେଁ କିନ୍ତୁ ପର୍ସ ରଖିଥାଏ । ସେ କିଏ ?

ଉତ୍ତର;- ବସ କଣ୍ଡକ୍ଟର ।

4- ଆସିଲା ଆଉ ଜଣେ ବ୍ରାହ୍ମଣ । ତା’ ଦେହ ସାରା ଜାଦୁ ପଣ ପଣ ?

ଉତ୍ତର;- ପଣଷ ।

5- ତାହା କଣ ଯାହା ଦ୍ଵାରା ଆମେ କାନ୍ଥର ଆର ପଟ ମଧ୍ୟ ଦେଖିଥାଉ ?

ଉତ୍ତର;- ଝରକା ।

6- କେଉଁ ଗଛରେ କାଠ ନଥାଏ ?

ଉତ୍ତର;- କଦଳୀ ଗଛ ।

7- କେଉଁ ଜିନିଷ ପ୍ରଥମ ଦୁଇଥର ମାଗଣାରେ ମିଳେ । କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡେ । ତାହା କଣ ?

ଉତ୍ତର;- ଦାନ୍ତ ।

8- ଗୋଟିଏ ଫଳରେ ଅନେକ କଣ୍ଟା । ପାଚିଲା ଖାଇଲା ହାତରେ ଅଠା । ତାହା କଣ ?

ଉତ୍ତର;- ବଣରୁ ଆସିଲା କୁତି । ଖାଇବାରେ ଦେଲା ମୁତି । ତାହା କଣ ?

ଉତ୍ତର;- ଲେମ୍ବୁ ।

9- ଗୋଟିଏ ଶବ୍ଦରେ ଉତ୍ତର ଦିଅ । ଗୋଟିଏ ଫଳର ନାମ । ଗୋଟିଏ ଝିଅର ନାମ । ଗୋଟିଏ ରଙ୍ଗର ନାମ ?

ଉତ୍ତର;- କମଳା ।

10- କିଏ ଆଖିରେ ଦେଖେନି, ପାଟିରେ କୁହେନି, କାନରେ ଶୁଣେନି ?

ଉତ୍ତର;- ଗାନ୍ଧୀଜୀଙ୍କ ତିନି ମାଙ୍କଡ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ଭଲ ଲାଗିଥିବ। ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *