Pintu Nanda ଙ୍କୁ ମିଳିଥିବା ଟଙ୍କା କିଏ ରଖିବ?

ଦର୍ଶକ ବନ୍ଧୁ ଆଉ ଏ ଦୁନିଆରେ ନାହାନ୍ତି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ସମସ୍ତଙ୍କୁ ଛାଡି ସେ ଆ-ର-ପା-ରି-କୁ ଚାଲି ଯାଇଛନ୍ତି । ହେଲେ ପିଣ୍ଟୁ ନନ୍ଦ ଯେବେ ଶିରୋଷିସ ରୋଗରେ ଆ-କ୍ରା-ନ୍ତ ହେଲେ ଆଉ ଦିଲ୍ଲୀ ଗଲେ ସେତେବେଳେ ତାଙ୍କୁ ଆବଶ୍ୟକତା ଥିଲା 50 ଲକ୍ଷ ରୁ ଅଧିକ ଟଙ୍କା । କାରଣ ତାଙ୍କର ଲିଭର ଟ୍ରା-ନ୍ସ ପ୍ଳା-ଣ୍ଟ ହୋଇଥାନ୍ତା । ସେଥିପାଇଁ ପୁରା ଓଡିଶା ଅର୍ଥ ଯୋଗାଡ କରିବାରେ ଲାଗି ପଡିଥିଲା ।

ସମସ୍ତେ ପିଣ୍ଟୁ ନନ୍ଦ ଙ୍କ ବଡ ଭାଇ ଅଭିରାମ ନନ୍ଦ ଙ୍କ ଆକାଉଣ୍ଟ କୁ ଟଙ୍କା ପଠାଉ ଥିଲେ । ଯାତ୍ରା କଳାକାର ମାନଙ୍କ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ମାନେ ଓ ବଡ ବଡ ବିଜେନେସମ୍ୟାନ ପିଣ୍ଟୁ ଙ୍କ ସହ ଅର୍ଥ ରାଶି ପ୍ରଦାନ କରିଥିଲେ । ଅର୍ଦ୍ଧେନ୍ଦୁ ଏକା ଦେଇଥିଲେ 10 ଲକ୍ଷ ଟଙ୍କା । ଆହୁରି ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଏମିତି ଅନେକ ବଡ ବଡ ବିଜନେସମ୍ୟାନ ମାନେ ଟଙ୍କା ଦେଇଥିଲେ ଯେଉଁ ମାନେ ନିଜର ପରିଚୟ ଲୁଚାଇ ରଖିଛନ୍ତି । ତେବେ ଅଭିରାମ ଙ୍କ ଆକାଉଣ୍ଟ ରେ ରହିଛି ପିଣ୍ଟୁ ଙ୍କ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା । ଯେଉଁ ଟଙ୍କା ପିଣ୍ଟୁ ଙ୍କ ପାଇଁ ଖର୍ଚ୍ଚ ହୋଇ ପାରିଲା ନାହି । ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲେ ପିଣ୍ଟୁ ଆବଶ୍ୟକ ସୁସ୍ଥ ହୋଇ ଥାନ୍ତେ । କେବଳ ଟଙ୍କା ପାଇଁ ଆଜି ଚାଲିଗଲେ ବୋଲି ଏବେ ଲୋକେ ଚର୍ଚ୍ଚା କରିଲେଣି ।

ଯଦି ଦେଖିବା ଦିଲ୍ଲୀ ରେ ସବୁ କଥା ପିଣ୍ଟୁ ଙ୍କର ବୁଝିବେ ବୋଲି ପ୍ରତୁସୃତି ଦେଇଥିଲେ ଅନୁଭବ ମହାନ୍ତି । ଅନୁଭବ ମଧ୍ୟ ପିଣ୍ଟୁ ଙ୍କ ପାଇଁ ଅଭିରାମ ଙ୍କୁ ଟଙ୍କା ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଅଭିନେତା ବବି ମିଶ୍ର ମଧ୍ୟ କହିଛନ୍ତି ପିଣ୍ଟୁ ଙ୍କ ମୃ-ତ୍ୟୁ ର କାରଣ ବହୁତ ଜଲ୍ଦି ଜଣା ପଡିବ । ତେବେ ଏଭଳି କଥା କଣ ପାଇଁ ଉଠିଛି ତାହା ଏବେ ପ୍ରଶ୍ନ ଘେର ରେ ରହିଛି ।

ଯଦି ଦେଖିବା ପିଣ୍ଟୁ ଙ୍କ ଆକାଉଣ୍ଟ ରେ କେତେ ଟଙ୍କା ରହିଛି ତାହା କେବେଳ ଅଭିରାମ ହିଁ ଜାଣିଛି । ପିଣ୍ଟୁ ଙ୍କ ପାଇଁ କେତେ ଟଙ୍କା ଆବଶ୍ୟକ ଥିଲା, କେତେ ଖର୍ଚ୍ଚ ହୋଇଛି, ଆଉ କେତେ ଟଙ୍କା ରହିଛି ଯାହାର ସବୁ ଟିକନିଖ ଖବର ରଖିଛନ୍ତି ଅଭିରାମ ନନ୍ଦ ଙ୍କ ପାଖରେ । ତେବେ ପିଣ୍ଟୁ ଙ୍କ ଡିଭୋର୍ସ ହୋଇ ସାରିଛି ।

ହେଲେ ପିଣ୍ଟୁ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଥିଲେ । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ପିଣ୍ଟୁ ଙ୍କ ପାଇଁ ଆସିଥିବା ଟଙ୍କା ତାଙ୍କ ସ୍ତ୍ରୀ ଓ ପିଲା ଙ୍କୁ ଦିଆଯିବ ନା ସେହି ଟଙ୍କା ଅଭିରାମ ନିଜ ପାଖରେ ରଖିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *