ଗରମ ହେଲେ ସେ ବଞ୍ଚିଥାଏ ପବନ ହେଲେ ସେ ମରିଯାଏ ତାହା କଣ ? Interesting Questions & Answers

ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି ।

ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ୟୁପିଏସି ପରୀକ୍ଷାରେ ପଚରା ଯାଇଅଛି ।

Image Courtesy: Google

୧. ଗୋଟିଏ କୂଅରେ ୫ଟି ବେଙ୍ଗ ଥିଲେ, ସେଥିରୁ ଗୋଟିଏ ବେଙ୍ଗ ମରିଗଲା । କୂଅରେ ଆଉ କେତେଗୋଟି ବେଙ୍ଗ ରହିଲେ ?

ଉତ୍ତର : ୫ଟି

୨. ରାତିରେ ଜନ୍ମ ହେଲା, ସକାଳେ ଯବାନ ହେଲା, ଦିନ ସରିଗଲେ ଜୀବନ ଚାଲିଗଲା । ତାହା କଣ ?

ଉତ୍ତର : ଖବର କାଗଜ

୩. ସଳଖ ମୋର ଗୋଡ, ମୁହିଁଟି ମୋର ବଙ୍ଗା । ବଙ୍ଗା ଲୋକର ପାଖରେ ଥିଲେ ନଥାଏ ତାର ଶଙ୍କା । ଏହାର ଉତ୍ତର କଣ ?

ଉତ୍ତର : ବଙ୍କୁଲି ବାଡି ।

Image Courtesy: Google

୪. ଗୋଟିଏ ଝୈ ୧୯୪୦ ମସିହାରେ ଜନ୍ମ ହୋଇଥିଲା ଏବଂ ୧୯୫୦ରେ ମରିଗଲା । ଯେତେବେଳେ ସେ ମଲା ତାର ବୟସ ୨୦ ବର୍ଷ ହୋଇଥିଲା । ଏହା କେମିତି ହେଲା ?

ଉତ୍ତର : ସେ ରୁମ ନଂ ୧୯୫୦ରେ ମରିଥିଲା ।

୫. ତାହା କଣ ଯାହାକୁ ଆମେ ଖାଇ ପାରିବା ନାହିଁ କିମ୍ବା ପିଇ ପାରିବା ନାହିଁ । କିନ୍ତୁ ତାବିନା ଆମେ ବଞ୍ଚି ପାରିବା ନାହିଁ ?

ଉତ୍ତର : ଅମ୍ଳଜାନ ।

୬. ଯାଆଁଳା ଆମେ ଭାଇ ଭଉଣୀ ମୁଗ ବିରି କୋଳଥ ଖାଉ ଚଟକିନି ଏହାର ଉତ୍ତର କଣ ?

ଉତ୍ତର : ଚକି ।

Image Courtesy: Google

୭. ଖରାଦିନେ ତାକୁ ଭଲ ପାଉ ସୀତ ଦିନେ ତାକୁ ଡରିଥାଉ ସେ କିଏ ?

ଉତ୍ତର : ପାଣି ।

୮. ମୋଡିମାଡି ହୋଇ ଲମ୍ବିଥାଏ, କିନ୍ତୁ ସାପ ନୁହେଁ । ତେଲ ଦେଇ ଫୁଲ ଚଢାନ୍ତି କିନ୍ତୁ ଦେବୀ ନୁହେଁ । ତାହା କଣ ?

ଉତ୍ତର : ସ୍ତ୍ରୀ ଲୋକଙ୍କ ବେଣୀ ।

୯. ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?

ଉତ୍ତର : ଜନ୍ମ ଦିନର କେକ

୧୦. ଗରମ ହେଲେ ସେ ବଞ୍ଚିଥାଏ ପବନ ହେଲେ ସେ ମରିଯାଏ ତାହା କଣ ?

ଉତ୍ତର : ଝାଳ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *