କୋଲକତାର ସୋନାଗାଛିରେ ହୁଏ ଦୁନିଆର ସବୁଠାରୁ ଖରାପ କାମ- କଣ ଜାଣିଲେ ଉଡିଯିବ ହୋସ

କୋଲକାତା ଏମିତି ଗୋଟେ ଶହର ଯାହା ନିଜ ଜିନିଷ ଦାମ ପାଇଁ ପ୍ରସିଦ୍ଧ ଅଟେ, ଏଠାରେ କପଡା, ମୋବାଇଲ, ବା ଅନ୍ୟ ଜିନିଷ ସବୁ ଦର୍ଜନ ଅନୁଯାଇ ବିକା ହୁଏ ଏଠାରେ କପଡା ତରାଜୁରେ ଓଜନ କରି ୧୦୦ ଟଙ୍କାରେ ବିକା ହୁଏ । କୋଲକାତା ଚୋର ବଜାର ବହୁତ ପ୍ରସିଦ୍ଧ ଅଟେ ଏଠାରେ ଚୋରୀ ଜିନିଷ ବିକା ହୁଏ ଯାହା ବହୁତ କମ ଦାମରେ ବହୁତ ଭଲ ଭଲ ଜିନିଷ ବିକା ହୁଏ କାହିଁକିନା ଏହି ଜିନିଷ ଗୁଡାକ ଚୋରୀର ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯେ ଏସିଆ ର ସବୁଠାରୁ ବଡ ରେଡ ଲାଇଟ ବା ସୁନାଗାଛି କୋଲକତାରେ ଅଛି, ଆଜି ଆମେ ଆପଣଙ୍କୁ ଏହି ସୁନାଗାଛି ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

ପ୍ରାୟତଃ ସବୁ ଝିଅଙ୍କ ଇଛା ଥାଏ ଯେ ତାଙ୍କ ବିବାହ ହେଉ ତା ପରେ ତାଙ୍କର ଗୋଟେ ପରିବାର ହେଉ କିନ୍ତୁ ସୁନାଗାଛିରେ ଝିଅଙ୍କୁ ସପନ ଦେଖିବା ଅଧିକାର ନଥାଏ ଏଠାରେ ଝିଅ ଜନ୍ମ ହେଲା ଆଗରୁ ତା ଭବିଷ୍ୟତ ନିଶ୍ଚିତ କରା ଯାଇଥାଏ ଏଠାର ଲୋକଙ୍କ ମନ ଭାବନା ଏହା ହୋଇଥାଏ ଯେ ଝିଅ ବଡ ହୋଇ ଦେହ ବ୍ୟାପାରରେ ବହୁତ ଟଙ୍କା ରୋଜଗାର କରୁ ଆପଣ ଚିନ୍ତା ବି କରି ପାରିବେ ନାହିଁ ଯେ ଝିଅ ନିଜ ମା ମଧ୍ୟ ନିଜ ଝିଅ ପାଇଁ ଏହି ଭବିଷ୍ୟତ ଚିନ୍ତା କରି ଥାନ୍ତି ।

Image Courtesy: Google

ସୁନାଗାଛି ରେ ଗୋଟେ ଝିଅ ସର୍ବସ୍ଵ ଦାମ ୧୨୦ ଟଙ୍କା ଅଟେ, ତେବେ ଆପଣ ନିଜେ ଚିନ୍ତା କରନ୍ତୁ ଗୋଟେ ଝିଅ ସର୍ବସ୍ଵ ଦାମ ଲଗା ହୁଏ ତାହା ବି କେବଳ ୧୨୦ ଟଙ୍କା । ୧୨୦ ଟଙ୍କାରେ ଗୋଟେ ମଣିଷ ଝିଅକୁ ଗୋଟେ ରାତି ପାଇଁ କିଣି ଥାଏ ତେବେ ଝିଅ ମନ କଣ ହାଉଥିବ ତାହା ଆମେ କେବେ ଅନୁଭବ ମଧ୍ୟ କରି ପାରିବୁ ନାହିଁ । ଯେତେବେଳେ ଗୋଟେ ଝିଅ ଜନ୍ମ ହୋଇଥାଏ ସେ ସ୍କୁଲ ଯିବା ବୟସରେ ମେକପ କରିବା ଶିଖିଥାଏ ।

Image Courtesy: Google

ଝିଅକୁ ୧୫ ହେଲା ପରେ ଝିଅ ଏହି ଧନ୍ଦାରେ ଭଲ ରେ ହେଉ ବା ମନ୍ଦରେ ପୁରା ଯାଏ, ଯଦି କୌଣସି ଝିଅ ମନା କରିଥାଏ ତେବେ ସେହି ଝିଅକୁ ମାର ଧର କରା ଯାଏ ଓ ଏହା ପରେ ମଧ୍ୟ ନମାଲି ଝିଅକୁ ନିଶା ଇଂଜେକସନ ଦେଇ ଜବରଦସ୍ତି ଝିଅକୁ ଏହି କାମ କରିବାକୁ ମଜବୁର କର ଯାଏ । ଏଠାରେ କମ ଝିଅ ମାନଙ୍କ ଦାମ ୩୦୦ ହୋଇଥାଏ ଓ ଅଲଗା ଝିଅଙ୍କ ଦାମ ୧୨୦ ଠାରୁ ଆରମ୍ଭ ହୋଇଥାଏ । କୋଲକତା ସୋନାଗାଛିରେ ୧୨୦୦୦ ଝିଅ ଦେହ ବ୍ୟାପାର କରନ୍ତି, ତେବେ ଆପଣ ନିଜେ ଚିନ୍ତା କରନ୍ତୁ ଏତେ ମଡନ ହୋଇ ମଧ୍ୟ ଏହି ଭଳି କାମ ବନ୍ଦ ହୋଇ ନାହିଁ ତେବେ ବଢିବାକୁ ଲାଗୁଛି କେତେ ଝିଅଙ୍କ ଜୀବନ ବର୍ବାଦ ହୋଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *