କୋରାପୁଟ ଲକ୍ଷ୍ମୀପୁର ରେଳ ଧାରଣାରେ ଗଡୁଛି ୯ମ ଶ୍ରେଣୀ ଛାତ୍ରର ସ୍ଵତନ୍ତ୍ର ସାଇକେଲ

କେବଳ ଚାଇନା ଆବିଷ୍କାର କରିପାରେ ତାହା ଅସମ୍ଭବ ଆମ ଭାରତ ମଧ୍ୟ ଆବିଷ୍କାର କରିବାରେ କାହା ଠାରୁ ବା କେଉଁ ଦେଶ ଠାରୁ କମ ନୁହ ଓ ଏହି ବାବଦରେ ଆମ ଓଡିଆ ଛୁଆ କେମିତି ବା ପଛରେ ରହିଯିବେ, ଆଜି ଆମେ ଆପଣଙ୍କୁ ଆମ ଓଡିଆ ଏମିତି ଗୋଟେ ୯ମ ଶ୍ରେଣୀ ଛାତ୍ର ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଆବିଷ୍କାର ଓ ବୁଦ୍ଧି ଦ୍ଵାରା ପୁରା ଦେଶ ଓ ଦୁନିଆରେ ଓଡିଶା ନା ଗର୍ଭାନିତ କରିଛନ୍ତି, ତେବେ ଆସନ୍ତୁ ଜାଣିବା ସେ ଏମିତି କଣ ଆବିଷ୍କାର କରିଛନ୍ତି ଓ କେମିତି ।

Image Courtesy: Google

ଉପାନ୍ତ, କୋରାପୁଟ ଲକ୍ଷ୍ମୀପୁର ଜିଲା ଅଞ୍ଚଳ ବାସିନ୍ଦା ଏହି ପୁଅଟି ନାମ ହେଉଛି, ଅମରେଶ । ଲକ୍ଷ୍ମୀପୁର ବାସିନ୍ଦା ସେନାପତିଙ୍କ ପୁଅ ଅଟନ୍ତି ଅମରେଶ, ତେବେ ଅମରେଶ ବହୁତ ଗରିବ ଘର ପିଲା ଅଟନ୍ତି, ତାଙ୍କ ଜାଗା ବହୁତ କମ ଉନ୍ନତ ହୋଇଥିବାରୁ ସେ ମାନଙ୍କୁ କାମ କରିବା ପାଇଁ ବହୁତ ଦୂର ବାଟ ଯିବାକୁ ପଡିଥାଏ, ଅମରେଶ ଏତେ କମ ବୟସରେ ମଧ୍ୟ ରେଳରେ ଲେବର କାମ କରନ୍ତି କାହିଁକିନା ଏହା ତାଙ୍କ ଆବଶ୍ୟକତା ଅଟେ, ସେ କାମ କଲେ ତାଙ୍କ ଘରେ କିଛି ଟଙ୍କା ଆସିଥାଏ ଯାହା ତାଙ୍କ ବାପାଙ୍କୁ ଚାଷ କରିବାରେ ସାହାଜ୍ଯ କରିଥାଏ ।

Image Courtesy: Google

ଅମରେଶ ପାଠ ସହ କାମ ମଧ୍ୟ କରନ୍ତି କିନ୍ତୁ କାମ ବାଟ ଘରୁ ବହୁତ ଦୂର ହବାରୁ ତାଙ୍କର ବହୁତ ସମୟ ଯିବା ଆସିବାରେ ସଋ ଯାଉଥିଲା ଓ ତାଙ୍କୁ ନିଜ ସ୍କୁଲ ଓ ପାଠ ପାଇଁ ସମୟ ପ୍ରାପ୍ତ ହେଉ ନଥିଲା । ତେବେ କୁହା ଯାଇଛି ଆବଶ୍ୟକତା ହି ଆବିଷ୍କାର ମୂଳ ହୋଇଥାଏ, ଯେଉଁ ପର୍ଯ୍ୟନ୍ତ କାହାକୁ କୌଣସି ଜିନିଷ ଆବଶ୍ୟକ ହବ ନାହିଁ ସେ ପର୍ଯ୍ୟନ୍ତ ମଣିଷ ମୁଣ୍ଡ ଖଟେଇ ନଥାଏ, ଏହି ଭଳି ଘଟିଲା ଅମରେଶ ସହ ତାଙ୍କୁ ମଧ୍ୟ ନିଜ କାମ ସ୍ଥାନକୁ ଯିବା ପାଇଁ ସମୟ କରିବାର ଥିଲା ଯାହା ପରେ ସେ ନିଜେ ଗୋଟେ ଆବିଷ୍କାର କଲେ ।

Image Courtesy: Google

ସେ ନିଜ ସାଇକଲରେ ଚକା ଲଗାଇଲେ ଓ ବେଲେନ୍ସ କରିବା ପାଇଁ ରଡ ଦ୍ଵିତୀୟ ଅନ୍ତରେ ମଧ୍ୟ ରେଳଲାଇନ ଅନୁଯାଇ ଚକ ଲଗାଇଲେ ଯାହା ପରେ ସେ ଆରାମ ସହ ରେଳ ଲାଇନ ଉପରେ ସାଇକଲ ଚଳାଇ ପାରିଲେ । ତେବେ ଏହା ପରେ ତାଙ୍କର ବହୁତ ସମୟ ବଞ୍ଚି ଗଲା ଓ ସେ ସମୟ ଅନୁଯାଇ ନିଜ କାମ ମଧ୍ୟ କରି ପାରିଲେ । ଅମରେଶ ରେଳ ସାଉଣ୍ଡ ଶୁଣିବା ପରେ ଟ୍ରେନ ଲାଇନରୁ ସାଇକଲ କାଢି ଦିଅନ୍ତି ଓ ରେଳ ଗଲା ପରେ ଆଉଥରେ ସାଇକଲ ଲାଇନ ଉପରେ ରଖି ଯାନ୍ତି, ଏହି ଆବିଷ୍କାର ଛୋଟ ହୋଇପାରେ କିନ୍ତୁ କେତେ ଲୋକଙ୍କ ପାଇଁ ଆବଶ୍ୟକ ହୋଇଛି, ତେବେ ଏହି ଆବିଷ୍କାର ଅମରେଶକୁ ସେଲିବ୍ରେଟି ବନେଇ ଦେଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *