କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି 6ଟି ନାମର ଝିଅମାନେ, ଦେଖନ୍ତୁ ଆପଣଙ୍କ ନାମ ନାହିଁ ତ ? Jyotisha Shastra

ଆଜିକାଲି ପ୍ରତ୍ୟକ ବ୍ୟକ୍ତି ଦୁନିଆରେ ନିଜର ଏକ ଭିନ୍ନ ପରିଚୟ କରିବାକୁ ଚାହୁଁଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଖାସ ଅକ୍ଷର ନାଁର ଲୋକମାନେ ଜନ୍ମରୁ ହିଁ ଭାବୁକ ଓ ଭଲ ହୃଦୟର ହୋଇଥାନ୍ତି । ସେମାନେ କେବେ ବି କାହାର ଖରାପ ଚାହାନ୍ତି ନାହିଁ । ସେ ନିଜେ ଯେତେ ସମସ୍ୟାରେ ଓ ଦୁଃଖରେ ଥିଲେ ବି ବାହାରେ ଖୁସି ନଜର ଆସନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୬ ଟି ନାଁର ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ହୃଦୟର ବହୁତ ଭଲ ହୋଇଥାନ୍ତି । ଏମାନେ ଏମିତି ହିଁ ଲୋକମାନଙ୍କ ସାହାର୍ଯ୍ୟ ପାଇଁ ପ୍ରତୁତ ହୋଇ ଯାଆନ୍ତି ।

A ନାଁର ମହିଳାମାନେ

A ନାମର ମହିଳାମାନେ ହୃଦୟ ବହୁତ ଭଲ ହେବା ସହିତ ବହୁତ ହିଁ ଭାବୁକ ହୋଇଥାନ୍ତି । ସେଥିପାଇଁ ଏମାନେ ବେଳେ ବେଳେ ଧୋଖା ଖାଇ ଯାଆନ୍ତି । ଏମାନେ ବିଶ୍ଵାସୀ ପାତ୍ର ହୋଇଥାନ୍ତି । ଥରେ କରିଥିବା ପ୍ରତିଜ୍ଞା ଏମାନେ କେବେ ବି ଭାଙ୍ଗନ୍ତି ନାହିଁ । ଏମାନେ ନିଜ କଥା ରଖନ୍ତି । ଏମାନେ ନିଜ ବ୍ୟବହାର ଦ୍ଵାରା ସମାଜରେ ବହୁତ ଇଜ୍ଜତ ପାଆନ୍ତି ।

D ନାମର ମହିଳାମାନେ

ଯେଉଁ ଝିଅମାନଙ୍କର ନାଁ D ଅକ୍ଷର ଦ୍ଵାରା ଆରମ୍ଭ ହୋଇଥାଏ ତାଙ୍କ ଉପରେ ସବୁବେଳେ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ । ଏମାନେ ଯେଉଁ ଘରକୁ ଯାଆନ୍ତି ସେହି ଘର ଖୁସି ଓ ଧନରେ ଭରପୁର ହୋଇଯାଏ । ଲୋକମାନଙ୍କ ସାହାର୍ଯ୍ୟ ପାଇଁ ସବୁବେଳେ ଆଗରେ ରୁହନ୍ତି । ଏମାନେ କାହାର ବି ଖରାପ ଚିନ୍ତା କରନ୍ତି ନାହିଁ ।

L ନାମର ମହିଳାମାନେ

ଏମାନେ ସ୍ଵଭାବର ମହିଳାମାନେ କୋମଲ ଓ ଅଳ୍ପ ଲାଜୁକ ହୋଇଥାନ୍ତି । ନିଜର ଜୀବନକୁ ନେଇ ଏମାନଙ୍କ ବିଚାରଧାରା ପୂରାପୂରି ଭିନ୍ନ ଅଟେ । ଏମାନେ ଶାନ୍ତି ପ୍ରିୟ ହୋଇଥାନ୍ତି । ଏମାନେ ନିଜ ଜୀବନରେ ଛୋଟ ଛୋଟ ଜିନିଷରେ ଖୁସି ଖୋଜି ନିଅନ୍ତି ।

S ନାମର ମହିଳାମାନେ

ଏମାନେ ବହୁତ ଲାଜୁକ ହୋଇଥାନ୍ତି । ସ୍ଵଭାବରେ ଏମାନେ ବହୁତ ପରିଶ୍ରମୀ ଓ ଖୁସମିଜାଜର ହୋଇଥାନ୍ତି । ଏମାନେ ନିଜ କଥା ଅନ୍ୟଙ୍କ ସାମ୍ନାରେ ବିଲକୁଲ ବି କହିବାକୁ ପସନ୍ଦ କରନ୍ତି ନାହିଁ । ଏହି ନାଁର ଝିଅମାନେ ଆପଣଙ୍କୁ ନିଜ କଥା ଶେୟାର କରୁଛନ୍ତି ତେବେ ଏହାର ଅର୍ଥ ଆପଣ ତାଙ୍କ ଜୀବନରେ ବହୁତ ମହତ୍ଵ ରଖନ୍ତି ।

M ନାମର ମହିଳାମାନେ

ଏମାନେ ଅନ୍ୟକୁ କଷ୍ଟରେ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ଛୋଟ ଛୋଟ କଥାକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି । ଏମାନଙ୍କୁ କଥା ବୁଲାଇ କରିବା ବିଲକୁଲ ବି ପସନ୍ଦ ନୁହେଁ । ଏମାନେ ହୃଦୟର ବହୁତ ସଫା ହୋଇଥାନ୍ତି ।

P ନାମର ମହିଳାମାନେ

ଏମାନେ ଦାୟିତ୍ୱବାନ ମହିଳା ହୋଇଥାନ୍ତି । ଯେଉଁ କାରଣରୁ ପରିବାର ସମସ୍ତ ଦାୟିତ୍ଵ ଏମାନଙ୍କ ଉପରେ ଥାଏ । ଏହି ନାମର ମହିଳାମାନଙ୍କୁ ବହୁତ ଜଲ୍ଦି ରାଗ ଆସିଥାଏ । କିନ୍ତୁ ବେଳେ ବେଳେ ଏମାନେ ବହୁତ ଶାନ୍ତ ନଜର ଆସନ୍ତି ।

Leave a Reply

Your email address will not be published. Required fields are marked *