କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି 4 ନାମର ଝିଅମାନେ- Jyotisha Shastra

ପ୍ରତେକ ବ୍ୟକ୍ତି ଇଚ୍ଛା କରିଥାଏ ଜୀବନରେ ଭଲ ସାଥିଟି ତାଙ୍କୁ ମିଳୁ । ଏହା ତାଙ୍କର ସ୍ଵଭାବ ଓ ବ୍ୟବହାରରୁ ଜାଣ ପଡିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦୁନିଆରେ ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ସ୍ବାଭିମାନୀ ଓ ସଫା ମନର ହୋଇଥାନ୍ତି । ଦୁନିଆରେ ଏମିତି କିଛି ଝିଅ ମାନେ ଅଛନ୍ତି ଯେଉଁ ମାନେ କୋଟିଏରୁ ଗୋଟିଏ ହୋଇଥାନ୍ତି । ସିଧା ସଳଖ କହିବାକୁ ଗଲେ ଏହି ଝିଅ ମାନେ ସର୍ବଗୁଣ ସମ୍ପନ୍ନ ହୋଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ କିଛି ନାମର ଝିଅ ଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଦୁନିଆରେ କୋଟିଏରେ ଗୋଟିଏ ହୋଇଥାନ୍ତି । ୧- L ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ ସ୍ବାଭିମାନୀ ଓ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଏମାନେ ପ୍ରତେକ ଛୋଟ ଛୋଟ କାମରେ ଖୁସି ଅନୁଭବ କରିଥାନ୍ତି ।

ଏମାନଙ୍କର ଚାଲି ଚଳନ ଓ ସ୍ଵଭାବ ଏମିତି ହୋଇଥାଏ କି କେହି ଏମାନଙ୍କର ଖୁଣ ବାରି ପାରନ୍ତି ନାହି । ଏମାନଙ୍କର କଥା କହିବାର ଶୈଳୀ ଅନ୍ୟ ମାନଙ୍କ ଠାରୁ ଅଲଗା ରହିଥାଏ । ଯାହା ପାଇଁ ଏମାନେ ଅତି ସହଜରେ ଅନ୍ୟ ମାନଙ୍କ ହୃଦୟ ଜିନିଠାନ୍ତି ।

୨- D ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ ସଚୋଟ ଓ ସ୍ବଭାଇମାନି ହୋଇଥାନ୍ତି । ଏମାନଙ୍କୁ କେହି ଖରାପ ଭାବିଲେ ମଧ୍ୟ ଏମାନେ ଅନ୍ୟକୁ ହଇରାଣ କରନ୍ତି ନାହି । ବରଂ ସମସ୍ତଙ୍କ ସହ ଏହି ନାମର ଝିଅ ମାନେ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି । ସମସ୍ତଙ୍କର ଖୁସିରେ ଏମାନେ ଖୁସି ହୋଇଥାନ୍ତି । ସମସ୍ତଙ୍କର ସାହାଜ୍ଯ କରିବାକୁ ଏମାନେ ଆଗେଇ ଆସିଥାନ୍ତି ।

୩- A ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ହୃଦୟରୁ କୋମଳ ସ୍ଵଭାବର ହେବା ସହ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଏମାନେ ସବୁ ଅସମ୍ଭବ କାମକୁ କରିବାରେ ସଫଳ ହୋଇଥାନ୍ତି । ସବୁ କମାରେ ଏମାନେ ଶ୍ରେଷ୍ଠ ଭାବେ ମାନ୍ୟତା ପାଇଥାନ୍ତି । ଜୀବନରେ କିଛି କରିବାକୁ ଏହି ନାମର ଝିଅ ମାନେ ଇଚ୍ଛା କରୁଥିଲେ ତାହା ପୂରଣ ନ ହେବା ଯାଏଁ ଚେଷ୍ଟା ଜାରି ରଖିଥାନ୍ତି ।

୪- G ନାମର ଝିଅ ମାନେ : ଏହି ନାମର ଝିଅ ମାନେ ମା ଲକ୍ଷ୍ମୀଙ୍କ ସ୍ଵରୁପା ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବୋହୁ ହୋଇ ଯାଆନ୍ତି ସେହି ଘରେ କେବେ ବି ଧନର ଅଭାବ ରହେ ନାହି । ଏମାନେ ଅନ୍ୟର ଦୁଖକୁ ନିଜର ମନେ କରିଥାନ୍ତି । ନିଜର ପରିଶ୍ରମକୁ ଏମାନେ ଅନ୍ୟ ଆଗରେ ଦେଖାଇବାକୁ ପସନ୍ଦ କରନ୍ତି ନାହି । ଏମାନେ ଯେଉଁ ପରିଶ୍ରମ କରିଥାନ୍ତି ତାହାର ଫଳ ବହୁତ ଭଲ ହୋଇଥାଏ । ଏମାନେ ସର୍ବଗୁଣ ସମ୍ପନ୍ନ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *