ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହା ଯାଇଥାଏ, ଆଉ ଆଜିକା ସମୟରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ମାତା ଲକ୍ଷ୍ମୀଙ୍କ ଆରାଧନା କରୁ ନଥିବ ।
କାହିଁକିନା ଧନ ସମସ୍ତଙ୍କୁ ଆବଶ୍ୟକ ହୋଇଥାଏ ଆଉ ବର୍ତମାନ ସମସ୍ୟାରେ ବହୁତ ଲୋକଙ୍କୁ ଆର୍ଥିକ ସମସ୍ୟା ହେଉଛି ତେବେ ଆପଣଙ୍କୁ ଏହି ସବୁ ଜିନିଷ ଘରେ ଆଣି ରଖିବା ଆବଶ୍ୟକ ଅଟେ । ଶାସ୍ତ୍ରରେ କୁହା ଯାଇଛି ଯେ ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀ ସମୁଦ୍ରରୁ ବାହାରିଥିଲେ ଆଉ ତାଙ୍କ ସହ ବହୁତ ଜିନିଷ ବାହାରିଥିଲା ଯାହା ମାତାଙ୍କୁ ବହୁତ ପ୍ରିୟ ଅଟେ ତେବେ ଆମେ ଆପଣଙ୍କୁ କହିବୁ ଯେ କଣ କରିବା ଆବଶ୍ୟକ ଆଉ ଏହାର ଉପାୟ କଣ ଅଟେ ।
ତେବେ ଶାସ୍ତ୍ରରେ କୁହା ଯାଇଛି ଯେ ଏହି ୭ଟି ଜିନିଷ ମଧ୍ୟରୁ କୌଣସି ଜିନିଷ ଯଦି ଆପଣ ନିଜ ଧନ ସ୍ଥାନରେ ରଖନ୍ତି ତେବେ ମାତା ଲକ୍ଷ୍ମୀଙ୍କ ଅସିମ କୃପା ଆପଣଙ୍କୁ ପ୍ରାପ୍ତ ହୋଇଥାଏ ।
୧.ଏକାକ୍ଷ ନଡିଆ ଯାହାକୁ ଶ୍ରୀ ଫଳ ମଧ୍ୟ କୁହା ଯାଇଥାଏ, ସାମାନ୍ଯ ନଡିଆ ନୁହଁ ଯେଉଁ ନଡିଆର ଗୋଟେ ଆଖିଥିବ ସେହି ନଡିଆ ବହୁତ ଶୁଭ ହୋଇଥାଏ ଯଦି ଅକ୍ଷୟ ତ୍ରିତୀୟା ଦିନ ଆପଣଙ୍କୁ ଏହି ଭଳି ନଡିଆ ମିଳିଥାଏ ତେବେ ଏହାକୁ ଆଣି ନିଜ ଧନ ସ୍ଥାନରେ ନାଲି କପଡାରେ ଗୋଡେଇ ରଖନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କ ସବୁ ଦୁଃଖ ଦୂର କରିବେ ।
୨. ଆପଣ ମାନେ ଜାଣିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଗୋଟେ ଜନ୍ତ୍ର ଆସିଥାଏ ଯାହାକୁ ଆମେ ଶ୍ରୀ ଜନ୍ତ୍ର କହିଥାଉ ଏହି ଜନ୍ତ୍ରକୁ ଅକ୍ଷୟ ତ୍ରିତୀୟା ଦିନ ଘରେ ଆଣି ସ୍ଥାପନା କରି ପୂଜା କଲେ ଆପଣଙ୍କ ଘର ସବୁ ଦରିଦ୍ରତା ଦୂର ହୋଇଥାଏ ।
୩. ଗୋମତୀ ଚକ୍ର ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀଙ୍କ ସହ ବାହାରିଥିଲା ସେଥିପାଇଁ ମାତାଙ୍କୁ ଗୋମତୀ ଚକ୍ର ବହୁତ ପ୍ରିୟା ଅଟେ, ତେବେ ଧଳା ଗୋମତୀ ଚକ୍ର ଯଦି ଅକ୍ଷୟ ତୃତୀୟା ଦିନ ଘରକୁ ଆଣି ବିଧି ବିଧାନ ସହ ପୂଜା କରି ଧନ ରଖିବା ସ୍ଥାନରେ ରକ୍ଷା ଯାଇଥାଏ ତେବେ ମାତା ଲକ୍ଷ୍ମୀଙ୍କ ଅସିମ କୃପା ସେହି ଘର ଲୋକଙ୍କ ଉପରେ ପଡିଥାଏ ।
୪. ଆପଣ ମାନେ ସମସ୍ତେ ହଳଦିଆ କୋଡି ଦେଖିବାକୁ ପାଇଥିବେ ଏହାକୁ ଲକ୍ଷ୍ମୀ କୋଡି ମଧ୍ୟ କୁହା ଯାଇଥାଏ, ତେବେ ହଳଦିଆ କୋଡି ମାଙ୍କୁ ବହୁତ ପ୍ରିୟା ହୋଇଥାଏ ଅକ୍ଷୟ ତ୍ରିତୀୟା ଦିନ ଯେଉଁ ବ୍ୟକ୍ତି ହଳଦିଆ କୋଡି ଘରେ ଆଣି ପୂଜା କରି ଧନ ସ୍ଥାନରେ ରଖିଥାଏ ତା ଭାଗ୍ୟ ସବୁଦିନ ପାଇଁ ଚମକି ଯାଇଥାଏ ।
୫. ଆପଣ ମାନେ ଅରକ୍ଷ ଗଛ ଦେଖିବାକୁ ପାଇଥିବେ ଯଦି ଆପଣଙ୍କୁ ଧଳା ଅର୍ଖ ଫୁଲ ଚେର ମିଳି ଯାଏ ତେବେ ଏହାକୁ ଅକ୍ଷୟ ତୃତୀୟା ଦିନ ଆଣି ନିଜ ଘର ପୂଜା ସ୍ଥଳରେ ରଖିବା ଉଚିତ ହୋଇଥାଏ ଗୋଟେ ଦିନ ପୂଜା କରିବା ପରେ ଆର ଦିନ ଆପଣ ଏହାକୁ ନେଇ ନିଜ ଧନ ରଖିବା ସ୍ଥାନରେ ରଖି ପାରନ୍ତି ଏହା ଆପଣଙ୍କ ଘରକୁ ଉନ୍ନତି ପ୍ରଦାନ କରିଥାଏ ।
୬. ଆପଣ ମାନେ ଏହା ଜାଣିଥିବେ ଯେ ମାତା ଲକ୍ଷ୍ମୀଙ୍କ ସହ ସମୁଦ୍ର ମନ୍ଥନ ସମୟରେ ମୋତି ଶଙ୍ଖ ବାହାରିଥିଲା ଯାହା ଦେଖିବା ପାଇଁ ମୋତି ଭଳି ଚମକୁଥିଲା ତେବେ ଯଦି ଆପଣଙ୍କୁ ଅସଲ ମୋତି ଶଙ୍ଖ କେଉଁଠାରୁ ପ୍ରାପ୍ତ ହୁଏ ତେବେ ଆପଣଙ୍କୁ ଏହାକୁ ମାତାଙ୍କ ଚରଣରେ ଆଣି ରଖିବା ଉଚିତ ଆଉ ଏହା ପରେ ଦେଖିବେ ଆପଣଙ୍କୁ ସଫଳ ହବାରୁ କେହି ଅଟକାଇ ପାରିବେ ନାହିଁ ।
୭. ମଧ୍ୟ ପ୍ରଦେଶ ଜଙ୍ଗଲରେ ଗୋଟେ ଗଛ ମିଳିଥାଏ ଯାହାର ଫୁଲ ମଉଳି ପଡିବା ପରେ ତା ଡାଳ ସୁଖୀ ହାତା ଯୋଡି ହୋଇଥାଏ ଏହାକୁ ଅକ୍ଷୟ ତ୍ରିତୀୟା ଦିନ ଆଣି ଘରେ ରଖିଲେ ଆପଣଙ୍କ ୭ ପିଢୀ ପର୍ଯ୍ୟନ୍ତ ଭାଗ୍ୟ ଉଆଦାୟ ହୋଇଥାଏ କିନ୍ତୁ ଏହାକୁ ପାଇବା ବହୁତ କଠିନ ହୋଇଥାଏ ।
ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ଏହାକୁ ସେୟାର ମଧ୍ୟ କରିବାକୁ ଭୁଲିବେନି ।