କେଉଁ କ୍ଳାସ ଯାଏ ପଢିଛ ବୋଲି ପଚାରିବାରୁ କାହିଁକି ରାଗିଗଲେ ଜିନା, ଦେଖନ୍ତୁ ଭିଡିଓ କଣ କହିଲେ ସେ ?

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀ ଙ୍କୁ ପ୍ରାଏ ସମସ୍ତେ ପସନ୍ଦ କରିଥାନ୍ତି । ବନ୍ଧୁଗଣ ନିଜ ପସନ୍ଦ ଅନୁଯାୟୀ କଳାକାର ମାନ ଙ୍କୁ ଟିଭି ପରଦା ରେ ଦେଖିବା ପାଇଁ ଦର୍ଶକ ମାନେ ସଠିକ ସମୟ କୁ ଚାହିଁ ବସିଥାନ୍ତି । କିଛି ଅଭିନେତା ଅଭିନେତ୍ରୀ ଅଛନ୍ତି ଜିଏକି, ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଲା ପରେ ମଧ୍ୟ ସୋସିଆଲ ମିଡିଆ ରେ ଲାଇଭ ମାଧ୍ୟମ ରେ ନିଜ ଫ୍ୟାନ୍ସ ମାନଙ୍କ ସମୁଖକୁ ଆସିଥାନ୍ତି । ବନ୍ଧୁଗଣ ପ୍ରକୃତ ଫ୍ୟାନ୍ସ ଯେଉଁମାନେ ସେମାନେ ତାଙ୍କ ମନ ପସନ୍ଦର କଳାକାର ଙ୍କ ସମୁଖରେ ଉପସ୍ଥିତ ରହି ତାଙ୍କର ପ୍ରଶଂସା କରିଥାନ୍ତି ।

ମାତ୍ର କିଛି  ବ୍ୟକ୍ତିତ୍ଵ ଏଭଳି ମଧ୍ୟ ଅଛି, ଯେଉଁମାନେ ସର୍ବଦା ବୀନା କାରଣ ର ପ୍ରଶ୍ନ ପଚାରିଥାନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଅଭିନେତ୍ରୀ ଜିନା ଙ୍କ ଲାଇଭ ସମବାହନରେ କିଛି ବିଶେଷ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ଅଭିନେତ୍ରୀ ଜିନା ଙ୍କୁ ସମସ୍ତେ ଜାଣିଥିବେ । ତାଙ୍କ ବିବାହ ପରେ ସେ ବର୍ତ୍ତମାନ ଆଉ ପରଦା ସମୁଖରେ ଉପସ୍ଥିତ ହେଉ ନାହାନ୍ତି । ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରି ରେ କାମ କରୁନଥିବା ସମୟରେ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ସେ ସୋସିଆଲ ମିଡିଆ ରେ ଲାଇଭ ଆସୁଛନ୍ତି ।

ବନ୍ଧୁଗଣ ଜିନା ଙ୍କ ଲାଇଭ ରେ ଦର୍ଶକେ ଅନେକ ପ୍ରଶ୍ନ ପଚାରିଥିଲେ, ଯେ ଆପଣ କେତେ ପର୍ଯ୍ୟନ୍ତ ପାଠ ପଢିଛନ୍ତି, ଜିନା କହିଲେ, ମୁଁ ଗ୍ରାଜୁଏସନ କରିଛି ଏବଂ ତାହା ପରେ LLB ମଧ୍ୟ କରିଅଛି । ଏହାପରେ ତାଙ୍କ ଫ୍ୟାନ୍ସ ପଚାରିଲେ, ଆପଣ ଙ୍କ ଲମ୍ବା କେଶ କିଭଳି ହେଲା ? ସେ କହିଲେ ଦଶମ ପରେ ସେ ଆଦୌ କେଶ କାଟି ନାହାନ୍ତି । ସେଥିପାଇଁ ତାଙ୍କ ର ଲମ୍ବା କେଶ ଅଟେ ।

ମାତ୍ର ବେଳେ ବେଳେ ସେ କେଶ କୁ ଟ୍ରିମ କରନ୍ତି ବୋଲି କହିଥିଲେ । ଏହାପରେ ଜିନା ଙ୍କୁ କେହି ଜଣେ ପଚାରିଲେ, ଯେ ଆପଣ ଚଷମା କଣ ଷ୍ଟାଇଲ ରେ ପିନ୍ଧିଛନ୍ତି ? ଜିନା କହିଲେ, ମୋର ପାୱାର ରହିଅଛି ସେଥିପାଇଁ ମୁଁ ଚଷମା ପିନ୍ଧୁଅଛି । ଦରକାର ପଡିଲେ ସେ ଲେନ୍ସ ମଧ୍ୟ ବ୍ୟବହାର କରନ୍ତି ବୋଲି କହିଲେ । ମାତ୍ର ତାଙ୍କ ଫ୍ୟାନ୍ସ କିଛି ଦୁର୍ବ୍ୟବହାର କରିବାରୁ ସେ ରାଗିଜାଇ ଅତ୍ୟନ୍ତ ସିଧାସଳଖ ଭାବରେ କହିଲେ ,ଆପଣ ମାନେ ଆସୁଛନ୍ତି ଏଠାକୁ ଗାଳି କରିବାକୁ ? ଆପଣ ମାନଙ୍କୁ ଶିଷ୍ଟାଚାର ଜଣାନାହିଁ ଅଥବା କାହା ସାଙ୍ଗରେ କିଭଳି କଥା କହିବା କଥା ତାହା ମଧ୍ୟ ଆପଣଙ୍କୁ ଜଣାନାହିଁ ?

ଏହାପରେ ଜିନା କହିଲେ ଆପଣ ମାନଙ୍କୁ କେହି ଡାକୁ ନାହାନ୍ତି ମୋ ଲାଇଭ କୁ ଆସି ଏ ସବୁ ବିନା ଅର୍ଥ ର କଥା କହିବାକୁ ଆପଣ ମାନେ ନ ଆସିଲେ ଭଲ ହେବ । ଆପଣ ମାନଙ୍କୁ ଯଦି ବ୍ୟାଡ କମେଣ୍ଟ ଦବାର ଅଛି ତେବେ ଆପଣ ମାନେ କାହିଁକି ଆସୁଛନ୍ତି । ଆପଣଙ୍କ ଲାଇଭ ରେ ଉପସ୍ଥିତ ରହିବା ନେସେସେରୀ ନୁହେଁ । ଯେଉଁ ମାନେ ବହୁତ କଳାକାର ମାନଙ୍କୁ ବ୍ୟାଡ କମେଣ୍ଟ ଦିଅନ୍ତି ସେମାନେ ନିଜେ ଭୁଲି ଯାଆନ୍ତି ଯେ, ସେମାନେ କେଉଁ ଘରୁ ଆସିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣା ପ୍ରସଙ୍ଗରେ ଯଦି ନିଜର ମତାମତ ଦେବାର ଅଛି ତେବେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *