କୃଷକଙ୍କୁ ଖେତି -କିସାନି ପାଇଁ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ଦେବା ଯୋଜନା ପ୍ରଧାନ ମନ୍ତ୍ରୀ -କିଶାନ ସମ୍ମାନ ନିଧି ସ୍କିମ ରେ କିସ୍ତି ୧ ଅଗଷ୍ଟ ରୁ ଆସିବା ଆରମ୍ଭ ହୋଇଯିବ । ମାନେ ଦୁଇମାସ ପରେ ମୋଦୀ ସରକାର ଆପଣଙ୍କ ଖାତାରେ ୨୦୦୦ ଟଙ୍କା ପଠେଇବେ । ଏହି ସ୍କିମରେ ବର୍ଷକୁ ୩ଟି କିସ୍ତିରେ ୬୦୦୦ ଟଙ୍କା ଦିଆଯିବ । ପିଏମ କିଶାନ ସ୍କିମର ସି.ଇ.ଓ ବିବେକ ଅଗରବଲ ନିଉଜ ୧୮ ରେ ଆଲୋଚନା କରି କହିଛନ୍ତି, ‘ଅଗଷ୍ଟ ରୁ ଯେଉଁ ପଇସା ପଠାଯିବ ସେ ସ୍କିମର ୬ ଟି କିସ୍ତି ହେବ ।

ଏବେ ପର୍ଯ୍ୟନ୍ତ ଏହି ସ୍କିମ ଦ୍ଵାରା ୯.୫୪ କୋଟି ଡାଟା ଚେକ ହୋଇସାରିଛି । ଅର୍ଥ ଏହା କି ଯେ ଏହି ଯୋଜନାରେ ଯାହା ବି ପଇସା ପଠାଯିବ ତାର ଲାଭ ସାଢେ ୯ କାରୋଡ କୃଷକଙ୍କୁ ମିଳିବ । ଶେଠୀ ପାଇଁ ନିଜ ରେକର୍ଡ ଦେଖି ନିଅନ୍ତୁ । କି ପଇସା ମିଳିବାରେ ଅସୁବିଧା ନ ହୁଏ । ଯଦି ରେକର୍ଡ ରେ କିଛି ଅସୁବିଧା ରହିବ ତ ପଇସା ମିଳିବାରେ ଅସୁବିଧା ହେବ । କୃଷି ମନ୍ତ୍ରାଳୟ ହିସାବରେ କହିବାର କି ୧.୩ କାରୋଡ କୃଶକ ଆବେଦନ କରିବା ପରେ ସେଥିଲାଗି ପଇସା ମିଳିପାରିନି କାରଣ ବହୁତ ରେକର୍ଡ ରେ ଅସୁବିଧା ରହିଛି ଓ କାହାର ଆଧାର କାର୍ଡ ନହିଁ ।

କେମିତି ଚେକ କରିବେ ରେକର୍ଡ ଠିକ ଅଛି କି ନହିଁ:-
ପିଏମ କିଶାନ ସମ୍ମାନ ନିଧି ସ୍କିମର ଅଫ୍ଫିସିଆଲ ୱେବସାଇଟ ଅଟେ । ୱେବସାଇଟ କୁ ଲଗ ଇନ କରିବାକୁ ହେବ । ସେଥିରେ ଦିଆଯାଇଥିବା ‘ଫାରମର୍ସ କର୍ନର ‘ର ଟ୍ୟାବ ରେ କ୍ଲିକ କରିବାକୁ ହେବ ।
ଯଦି ଆପଣ ପୂର୍ବରୁ ଆବେଦନ କରିଛନ୍ତି, ଯଦି ଆପଣଙ୍କ ଆଧାର ଠିକସେ ଅପଲୋଡ ହେଇନି ବା କିଛି କାରଣରୁ ଆଧାର ନମ୍ବର ଭୁଲ ହେଇଯାଇଛି ତ ଏହାର ସୂଚନା ଏଠି ମିଳିଯିବ ।
ଫାରମରର୍ସ କର୍ନର ରେ କୃଶକ ମାନେ ନିଜେ ପିଏମ କିଶାନ ଯୋଜୋନରେ ରେଜିଷ୍ଟର କରିବାର ବିକଳ୍ପ ଦେଇଛନ୍ତି ।
ଏଥିରେ ସବୁ ଲାଭ ପ୍ରାପ୍ତି କାରୀଙ୍କ ସୂଚୀ ଅପଲୋଡ କରାଯାଇଛି । ଆପଣଙ୍କ ଆବେଦନର ସ୍ଥିତି କଣ ଅଛି । ଏହାର ସୂଚନା ପାଇଁ କିଶାନ ଆଧାର ସଂଖ୍ୟା /ବ୍ୟାଙ୍କ ଖାତା/ମୋବାଇଲ ନମ୍ବର ସାହାଯ୍ୟରେ ଜାଣି ପାରିବେ ।
ଯେଉଁ କୃଷକ ମାନଙ୍କୁ ଏହି ଲାଭ ସରକାରଙ୍କ ତରଫରୁ ଦିଆଯାଇଛି ନାମ /ରାଜ୍ୟ/ଜିଲ୍ଲା/ତହସିଲ/ଗାଁ ହିସାବରେ ଦେଖାଯାଇପାରିବ ।

ସିଧା ମନ୍ତ୍ରାଳୟରେ ସମ୍ପର୍କ କରିବାର ସୁବିଧା :-
ଏହା ମୋଦୀ ସରକାରଙ୍କ ସବୁଠୁ ବଡ କିଶାନ ସ୍କିମ ଅଟେ । ଏହାର ଗୋଟେ ହେଲ୍ପ ଲାଇନ ନମ୍ବର । ଏହା ଜରିଆରେ ଦେଶର ସବୁଆଡେ କୃଷକ ମନ୍ତରାଳୟ ସହିତ ସମ୍ପର୍କ କରିପାରିବ ।
ପିଏମ କିଶାନ ଟୋଲ ଫ୍ରୀ ନମ୍ବର:୧୮୦୦୧୧୫୫୨୬୬
ପିଏମ କିଶାନ ହେଲ୍ପ ଲାଇନେ ନମ୍ବର : ୧୫୫୨୬୧

ପିଏମ କିଶାନ ଲ୍ୟାଣ୍ଡ ଲାଇନ ନମ୍ବର: ୦୧୧-୨୩୩୮୧୦୯୨,୨୩୩୮୨୪୦୧
ପିଏମ କିଶାନ ର ଆଉ ଗୋଟେ ହେଲ୍ପ ଲାଇନ ନମ୍ବର: ୦୧୨୦-୬୦୨୫୧୦୯
ଇ-ମେଲ ଆଇଡ : pmkisan-ict@gov.in