ସାମ୍ନାକୁ ଆସିଲା କଟକ ପବ୍ଲିକ ଷଣ୍ଢ ଗ୍ରୁପ ଝିଅର ନୂଆ ରିଲ ଭିଡ଼ିଓ, ହାତରେ ବନ୍ଧୁକ ଧରି ଏମିତି କରୁଥିଲେ Video! ଆଉ ତା ପରେ…

ନମସ୍କାର ବନ୍ଧୁଗଣ । ଆଜିକାଲି ଇ-ଣ୍ଟ-ର-ନେ-ଟ ଦୁନିଆରେ ଲୋକ ମାନେ ଏହାର କିଛି ମାତ୍ରା ରେ ଭଲ କାମରେ ବ୍ୟବହାର କରୁଛନ୍ତି । କିନ୍ତୁ ଅନ୍ୟ କ୍ଷେତ୍ର ରେ ଲୋକ ମାନେ ଏହାର ଅ-ପ-ବ୍ଯ-ବ-ହା-ର କରିବାର ନଜର ଆସୁଛନ୍ତି । ଆପଣ ମାନେ ଜାଣିଥିବେ ଆମ ଦେଶରେ ପୁଅ ମାନଙ୍କ ଠାରୁ ଝିଅ ମାନେ ବହୁତ ଆଗରେ ଗଲେଣି । କିନ୍ତୁ ଝିଅ ମାନଙ୍କୁ ଏତେ ମାତ୍ରା ସ୍ଵାଧୀନତା ଦିଆ ଯାଇଥିଲେ ମଧ୍ୟ ସେମାନେ ଏହାର ଅ-ପ-ବ୍ୟ-ବ-ହା-ର କରିବାର ନଜର ଆସୁଛନ୍ତି । ତେବେ ଏହିଭଳି ଦୃଶ୍ୟ ଆପଣ ମାନେ ଗତ କିଛି ଦିନ ତଳେ ଦେଖିଥିବେ ।

କଟକ ରେ ଅ-ମା-ନି-ଆ ବା-ଘ ଗ୍ରୁ-ପ ରହିଛି ଯେଉଁଥିରେ ଯୁବକ ମାନେ ଖ-ଣ୍ଡା ଓ ବ-ନ୍ଧୁ-କ ଧରି ଭି-ଡି-ଓ କରିବାର ନଜର ଆସିଛନ୍ତି । ଯାହା ଗଣ ମାଧ୍ୟମ ରେ ଭା-ଇ-ରା-ଲ ହୋଇଥିବା ବେଳେ ପୋ-ଲି-ସ ଏହି ଘଟଣାରେ ଯା-ଞ୍ଚ ଆରମ୍ଭ କରିଥିଲା । ବର୍ତ୍ତମାନ କଟକରେ ପ-ବ୍ଲି-କ ଷ-ଣ୍ଢ ଗ୍ରୁ-ପ ର ଝିଅ ମାନେ ଏଭଳି ଭି-ଡି-ଓ କରିଛନ୍ତି ଯାହା ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ ରେ ପ-ବ୍ଲି-କ ଷ-ଣ୍ଢ ର ଗ୍ରୁ-ପ-ରେ ଜଣେ ଝିଅଟି ହାତରେ ବ-ନ୍ଧୁ-କ ଧ-ରି ଭି-ଡି-ଓ କରିଛନ୍ତି ।

ଯେଉଁ ଝିଅଟିର ଭି-ଡି-ଓ ଭା-ଇ-ରା-ଲ ହୋଇଛି ସେ ନିଜ ରାଏ ରେ କହିଛନ୍ତି ଯେ ତାଙ୍କ ଭାଇ ତାଙ୍କୁ ଭି-ଡି-ଓ କରିବା ପାଇଁ କହିଥିଲେ ସେଦିନ କା-ଳୀ-ପୂ-ଜା ଥିଲା । ଏହା ପରେ ଝିଅଟି କଣ ଡା-ଇ-ଲା-ଗ କହିଛନ୍ତି ତାହା ତାଙ୍କର ମନେ ନାହିଁ । ଯେତେବେଳେ ଏହି ଭି-ଡି-ଓ ଟି ଭା-ଇ-ରା-ଲ ହେଲା ସେତେବେଳେ ଝିଅଟି ଜାଣିବାକୁ ପାଇଲେ ଯେ ସେ ଏମିତି ଅ-ପ-ଶ-ବ୍ଦ-ର ବ୍ୟବହାର କରିଛନ୍ତି । ଝିଅଟି କହିଛନ୍ତି ଯେ ତାଙ୍କ ହାତରେ ଯେଉଁ ବ-ନ୍ଧୁ-କ ଦେଖା ଯାଉଛି ତାହା ମି-ଛ ଅଟେ । ସେ ଖୁସିରେ ଏଭଳି ଭି-ଡି-ଓ କରୁଥିଲେ କିନ୍ତୁ ଏତେ ଖୁସି ତାଙ୍କ ପାଇଁ ଭା-ରି ହୋଇଯିବ ବୋଲି ସେ ଜାଣି ନ ଥିଲେ ।

ତାଙ୍କର ଏହି ଖୁସି ତାଙ୍କୁ ଥା-ନାକୁ ନେଇ ଆସିଛି ଯାହା ପାଇଁ ସେ ଆଜି ଅ-ନୁ-ତା-ପ କରୁଛନ୍ତି । କାରଣ ତାଙ୍କର ଆଗକୁ ଭବିଷ୍ୟତ ରହିଛି କିପରି ସେ ଏଭଳି ସ୍ଥିତିର ସାମନା କରିବେ ବୋଲି ଚି-ନ୍ତା ପ୍ରକାଶ କରିଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏଭଳି କଥା କହିବାକୁ ତାଙ୍କୁ ଖ-ରା-ପ ଲାଗୁଛି ବୋଲି ଝିଅଟି କହିଛନ୍ତି । ଯଦି ପ-ବ୍ଲି-କ ଶ-ଣ୍ଢ-ର ଗ୍ରୁ-ପ-କୁ ଧ-ରା ଯାଇଛି ତେବେ ଅ-ମା-ନି-ଆ ବା-ଘ-ର ଗ୍ରୁ-ପ-କୁ ଧ-ରା ଯାଉ ବୋଲି ଝିଅଟି ରାଏ ଦେଇଛନ୍ତି ।

କାରଣ ସେମାନେ ଏଭଳି ଭି-ଡି-ଓ କରି ଖସି ଯାଉଛନ୍ତି କିନ୍ତୁ ଆମେ ମାନେ ଝିଅ ହୋଇ ଏଭଳି ଭି-ଡି-ଓ କରି ଧ-ରା ପଡ଼ୁଛନ୍ତି ବୋଲି ଝିଅଟି ପ୍ରତିକ୍ରିୟା ଦେଇଛନ୍ତି । ଅ-ମା-ନି-ଆ ବା-ଘ ଗ୍ରୁ-ପ-ରେ ଅସଲି ଖ-ଣ୍ଡା ଯୁବକ ଜଣକ ଧ-ରି-ଛ-ନ୍ତି । କିନ୍ତୁ ପ-ବ୍ଲି-କ ଷ-ଣ୍ଢ ଗ୍ରୁ-ପ-ରେ ନକଲି ବ-ନ୍ଧୁ-କ ଧ-ରା ଯାଇଛି ବୋଲି ଝିଅଟି କହିଛନ୍ତି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଅପାଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *