ଅଭିନେତା ବାବୁସାନ ଓ ହିରୋଇନ ପ୍ରକୃତି ମିଶ୍ର ଙ୍କ ପ୍ରେମ ସମ୍ପର୍କ ଏବେ ଗଣ ମାଧ୍ୟମରେ ଭାଇରାଲ ହେବ ପରେ ଏବେ ପ୍ରଶ୍ନ ଉଠୁଛି କୁଆଡେ ଗଲେ ପ୍ରକୃତି ମିଶ୍ର ଙ୍କ ପୂର୍ବତନ ପ୍ରେମିକ ରାତୁଲ । ତେବେ ଅନେକ ସମୟରେ ପ୍ରକୃତି ରାତୁଲ ଙ୍କ ସହ ଅନେକ ସମୟରେ ନଜର ଆସିଛନ୍ତି । କିନ୍ତୁ ଏବେ ପ୍ରକୃତି ଙ୍କ ଆକାଉଣ୍ଟ ରେ ରାତୁଳ ଙ୍କ ଫୋଟୋ ବା ଭିଡିଓ ଦେଖିବାକୁ ଇଲୁ ନାହି । ତେବେ କୁଆଡେ ଗଲେ ରାତୁଲ ତାହା ଏବେ ପ୍ରଶ୍ନ ଉଠିବାରେ ଲାଗିଛି । ରାତୁଲ ଙ୍କ ସହ ସମ୍ପର୍କ ରେ ଥିବାର ଭିଡିଓ ଗୁଡିକୁ ପୋଷ୍ଟ କରିଥିଲେ ପ୍ରକୃତି ମିଶ୍ର ।
ଏମିତି କି ରାତୁଲ ଙ୍କୁ ନିଜର ବଏଫ୍ରେଣ୍ଡ ବୋଲି ଜାହିର କରିଥିଲେ ପ୍ରକୃତି ମିଶ୍ର । କିଛି ଦିନ ହେବ ଦେଖିବାକୁ ମିଳୁଛି ରାତୁଲଙ୍କ ସହ ଭିଡିଓ ଓ ଫୋଟୋ ସବୁ ଉଡି ଯାଇଛି ପ୍ରକୃତି ଙ୍କ ଆକାଉଣ୍ଟ ରୁ । ଏବେ ପ୍ରକୃତି ଙ୍କ ଫୋଟୋ ନିଜ ସୋସିଆଲ ଆକାଉଣ୍ଟ ରେ ରହିଛି । ତେବେ କମ ପ୍ରକୃତି ନିଜର ପୂର୍ବତନ ପ୍ରେମିକ ଭୁଲିଗଲେ ଏ ନେଇ ସବୁ ଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ ଏକାଠି ରହୁଥିବାର ଦେଖିବାକୁ ମିଳିଥିଲା ।
ଏମିତିକି ଦୁହିଙ୍କର ବନ୍ଧୁ ମାନେ ମଧ୍ୟ ତାଙ୍କ ସହ ରହୁ ଥିବାର ଦେଖିବାକୁ ମିଳିଥିଲା । ତେବେ ରାତୁଲ ଓ ପ୍ରକୃତି ପରସ୍ପରକୁ ଭଲ ପାଉଥିବାର ମଧ୍ୟ ଜଣା ପଡୁଥିଲା । ରାତୁଲ ଓ ପ୍ରକୃତି ଦୁହେଁ ଲିଭିଙ୍ଗ ରିଲେସନସିପ ରେ ରହିବାର ମଧ୍ୟ ଚର୍ଚ୍ଚା ହେଉଥିଲା । କାରଣ ଦୁହିଙ୍କୁ ଅନେକ ସମୟରେ ହୋଟେଲ ରେ ରହିବା ସହ ଭିଡିଓ ସୁଟିଙ୍ଗ କରିବାର ଦେଖିବାକୁ ମିଳିଥିଲା ।
ଦୁହେଁ ହୋଟେଲ ରୁମ ରେ ରୋମାନ୍ସ କରିବାର ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଥିଲା । ତେବେ ବାବୁସାନ ଓ ପ୍ରକୃତି ଙ୍କ ପ୍ରେମ କାହାଣୀ ସାମନାକୁ ଆସିବା ପରେ ଏବେ ଜଣା ପଡିଛି ପ୍ରକୃତି ଙ୍କ ସୋସିଆଲ ଆକାଉଣ୍ଟ ରେ ପ୍ରେମିକ ରାତୁଲଙ୍କର କୌଣସି ଭିଡିଓ ବା ଫୋଟୋ ନାହି ।
ପୂର୍ବତନ ପ୍ରେମିକ ରାତୁଲ ଙ୍କୁ ଭୁଲ ଏବେ ବାବୁସାନଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିବା କଥା କେତେ ଦୂର ସତ ଏ ଯାଏଁ ଜଣାପଡି ନାହି । ଏମିତି ବି ହୋଇପାରେ ରାତୁଲ ଙ୍କ ସହ ପ୍ରକୃତିଙ୍କର ବ୍ରେକଅପ ହୋଇ ଯାଇଛି ଯାହା ପାଇଁ ଦୁହିଙ୍କର ଫୋଟୋ କି ଭିଡିଓ ପ୍ରକୃତି ଙ୍କ ପାଖରେ ନାହି ।
ପ୍ରକୃତି ପୂର୍ବ ରୁ ରାତୁଲ ଓ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ବହୁତ ସାରା ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରୁ ଲାଗୁଥିଲା ଦୁହେଁ ପରସ୍ପର କୁ କେତେ ଭଲ ପାଉଛନ୍ତି । ତେବେ ରାତୁଲ ଙ୍କ ସହ ଅନେକ ରୋମାନ୍ସ ଭରା ଭିଡିଓ ପୋଷ୍ଟ କରିବା ପରେ ଏବେ କେଉଁ କାରଣ ପାଇଁ ଦୁହେଁ ନଜର ଆସି ନାହାନ୍ତି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବନ୍ଧୁଗଣ ଆପଣଙ୍କର ପ୍ରକୃତି ଓ ତାଙ୍କର ପୂର୍ବତନ ପ୍ରେମିକ ରାତୁଲଙ୍କ ସମ୍ପର୍କକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।