”କୁଛ କୁଛ ହୋତା ହୈ’ ର ଏହି କୁନି ଝିଅ ଏବେ ଦେଖାଯାଉଛନ୍ତି ଏତେ ସୁନ୍ଦର ଓ Bold

କୁଛ କୁଛ ହୋତା ହେ ଅଞ୍ଜଲି ତୁମ ନେହିଁ ସମଝୋଗି, ଯେବେବି ଏହି ଡାଇଲଗ ଶୁଣୁଛନ୍ତି ବହୁତ ପ୍ରେମ କରୁଥିବା ଲୋକଙ୍କ ଚେହେରାରେ ବହୁତ ସୁନ୍ଦର ହସ ଆସିଯାଉଛି । ୧୯୯୮ରେ ଏହି ଫିଲ୍ମ ରିଲିଜ ହୋଇଥିଲା, ଯାହା ଦର୍ଶକ ମାନେ ବହୁତ ପସନ୍ଦ କରୁଥିଲେ ।ଏହି ଫିଲ୍ମରେ ସାରୁଖାନ, ରାନୀ ମୁଖାର୍ଜୀ,ଓ କଜୋଲ ଲବ କେମେଷ୍ଟ୍ରୀ  ଗୋଟେ ନୂଆ ଶୈଳୀରେ ପ୍ରେମ କରିବା ଶିଖାଇ ଥିଲା ।

ଏହି ଫିଲ୍ମ ମାଧ୍ୟମରେ ସବୁ କଳାକାର ବହୁତ ପ୍ରସିଦ୍ଧ ହୋଇଥିଲେ ଓ ଆଉ ଏମିତି ଗୋଟେ ଚରିତ୍ର ଥିଲା ରାହୁଲର ଝିଅ ଅଞ୍ଜଲି । ଯିଏ ଏହି ଫିଲ୍ମର ମୁଖ୍ୟ ଚରିତ୍ର ଥିଲା କିନ୍ତୁ ଏହି ଅହି ଅଭିନେତ୍ରୀ କଣ କରୁଛନ୍ତି ଓ କେଉଁଠି ଅଛନ୍ତି ଆଜି ଆମେ ଜାଣିବା ।

Image Courtesy: Google

କହିବାକୁ ଚାହୁଁଛୁକି ଏହି ଫିଲ୍ମରେ ଏହି ଅଞ୍ଜଲି ଚରିତ୍ରକୁ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ସନ୍ନା ଶଏଦ । ତାଙ୍କର ଜନ୍ମ ୨୨ ସେପ୍ଟେମ୍ବର ୧୯୮୮ରେ ହୋଇଥିଲା ।  ସେ ତାଙ୍କର ପଢା ମୁମ୍ବାଇର ଫର୍ଟ କନଭେନ୍ଟ ସ୍କୁଲରେ କରିଥିଲେ ଓ ମୁମ୍ବାଇ ୟୁନିଭରସିଟିରେ ଗ୍ରାଜୁଏସନ କରିଥିଲେ । ଇଏ ଜଣେ ଅଭିନେତ୍ରୀ ଓ ଜଣେ ମଡେଲ ମଧ୍ୟ ଅଟନ୍ତି , ଯଦି ଆଲୋଚନା କରିବା ତାଙ୍କ ଫିଲ୍ମ କ୍ୟାରିଅର ବିଷୟରେ ସେ ଜଣେ କୁନି କଳାକାର ଭାବରେ ପାଦ ଦେଇଥିଲେ । ଏହି ଫିଲ୍ମରେ ସେ ଅଞ୍ଜଲି ଚରିତ୍ରରେ ଅଭିନୟ କରିଥିଲେ ।

Image Courtesy: Google

ଯିଏ ସାରୁଖ ଓ ରାନୀ ମୁଖାର୍ଜୀର ଝିଅ ହୋଇଥିଲେ । ଏହି ଫିଲ୍ମରେ ସନ୍ନାକୁ ବହୁତ ପସନ୍ଦ କରଯାଇଥିଲା, ଯାହା ଫଳରେ ସେ ବାଳ କଳାକାର ଭାବେ ବାଦଲ, ହର ଦିଲ ଜୋ ପ୍ୟାର କରେଗାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରାଯାଇଥିଲା । ସେ କିଛି ଦିନ ପାଇଁ ବଲିଉଡରୁ ବ୍ରେକ ନେଇଥିଲେ ଓ ଗୋଟେ ଲମ୍ବ ସମୟ ପରେ ସେ ମଡେଲିଙ୍ଗ ଜରିଆରେ ଆଉଥରେ ଆସିଥିଲେ । ସେ ମଧ୍ୟ ବହୁତ ସାରା ବ୍ରାଣ୍ଡ ପାଇଁ ମଡେଲିଙ୍ଗ ମଧ୍ୟ କରିଛନ୍ତି ଓ କରନ ଜୋହାର ଫିଲ୍ମ ଷ୍ଟୁଡେଣ୍ଟ  ଅଫ ଦ ଇୟର’ ରେ କମ କରିବାକୁ ସୁଯୋଗ ମିଳିଥିଲା ।

Image Courtesy: Google

ଏହି ଫିଲ୍ମରେ ଆଳିଆ ଭଟ, ବରୁଣ ଧାବନ, ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ନଜର ଆସିଥିଲେ । ଏହି ଫିଲ୍ମରେ ସନ୍ନା ହଟ ଓ ଗ୍ଲାମରସ ଲୁକ ଦେଇ ଲୋକଙ୍କ ନଜରକୁ ଆସିଥିଲେ । ସେ ପଦପରଦାରେ ମଧ୍ୟ ତାଙ୍କ ହୁନର ଦେଖାଇଛନ୍ତି । ସେ ବାବୁଲ କା ଅଙ୍ଗେନା ଛୁଟେନା, କମେଡି ସର୍କସ, ନାଚ ବଲିଏ ଭଳି ସୋରେ ମଧ୍ୟ କମ କରିଛନ୍ତି । ସେ ଆଜି ବଲିଉଡର ବହୁତ ଜଣା ଶୁଣା ଚେହେରା ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *