ମାଲିକର କବର ଉପରେ କେତେଦିନ ପର୍ଯ୍ୟନ୍ତ ବସିଥିଲା କୁକୁର, ଲୋକମାନେ ହଟେଇବାକୁ ଗଲେ ତ ସାମ୍ନାକୁ ଆସିଲା ଏହି ସତ୍ୟ- ଜାଣନ୍ତୁ କଣ

କୁକୁର ମାନେ ନିଜ ଠାରୁ ଅଧିକ ତାଙ୍କ ମଳିକକୁ ଭଲ ପାଆନ୍ତି । ଏହାର ଉଦାହରଣ ଏବେ ଦେଖିବାକୁ ମିଳୁଛି ଯେବେ ଗୋଟେ କୁକୁରକୁ କବର ପାଖରେ ବସିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ଟି ଅନେକଙ୍କ ଧ୍ୟାନ ନିଜ ଆଡକୁ ଟାଣୁଛି । କିଛି ବର୍ଷ ପୂର୍ବରୁ ଏହି କୁକୁରର ମାଲିକ ମୁର୍ତ୍ୟୁ ହୋଇଯାଇଥିଲା , ଲୋକଙ୍କୁ ଏମିତି ଲାଗୁଥିଲା କି କୁକୁର ତା ମାଲିକ ମୁର୍ତ୍ୟୁରେ ଏତେ ଦୁଃଖୀ ଅଛି କି ସେ ତା ମାଲିକ କବରରୁ ହଟୁ ନାହିଁ  । କିନ୍ତୁ ଯେବେ ପାଖକୁ ଯାଇକି ଦେଖିଲେ ତେବେ ତାହା ଲୋକଙ୍କ ହୁର୍ଦୟକୁ ଛୁଇଁଗଲା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ପଛର କାହାଣୀ ଲୋକଙ୍କ ହୁର୍ଦୟକୁ ଛୁଇଁଗଲା । ସେହି କୁକୁରଟି କବର ପାଖରେ ଗୋଟେ ଗାତ ଖୋଳି କିଛି ଛୁଆଁଙ୍କୁ ଜନ୍ମ ଦେଇଥିଲା ।

ସେ କୁକୁର ସେଠି ବସି ତା ଛୁଆଙ୍କୁ ଜଗିଥାଏ । ସେପଟେ ଯାଉଥିବା ଲୋକମାନେ ବହୁତ ଦିନ ପର୍ଯ୍ୟନ୍ତ ସେହି କୁକୁରକୁ ସେଠି ବସିଥିବାର ଦେଖିଲେ । ଲୋକଙ୍କୁ ଲାଗୁଥିଲା କି କୁକୁର ତା ମାଲିକ ମୁର୍ତ୍ୟୁରେ ଦୁଃଖୀ ଥିବାରୁ ଏମିତି ବସିଛି । ପରେ ସେଠୁ ସେ କୁକୁରକୁ ହଟେଇବାରୁ ତାହା ପଛର ଅସଲ କାରଣ ଜଣାପଡିଲା ।

ଲୋକଙ୍କ କହିବା ଅନୁସାରେ ଯେଉଁ କବରରେ ସେ କୁକୁର ସେହି ଛୁଆଙ୍କୁ ଜନ୍ମ ଦେଇଛି ତାହା ତାର ମାଲିକ କବର ଅଟେ ମାନେ ସେହି କବରରେ ତା ମାଲିକଙ୍କ ମୁର୍ତ୍ୟୁ ପରେ ଦଫନା ଯାଇଥିଲା । ସେହି କୁକୁରଟି କବର ପାଖରେ ଗୋଟେ ଗାତ ଖୋଳି କିଛି ଛୁଆଁଙ୍କୁ ଜନ୍ମ ଦେଇଥିଲା । ସେ କୁକୁରଟି ସେହି କବର ପାଖରେ ବସି ତା ଛୁଆଙ୍କ ଯତ୍ନ ନଉଥିଲା । ସେଠି କାମ କରୁଥିବା କିଛି ଲୋକ  ଆସି ସେ କୁକରକୁ ଖାଇବାକୁ ଦେଇଥିଲା ଏବଂ ସେ କୁକୁର ଛୁଆଙ୍କୁ ଅନ୍ୟ ଜାଗାକୁ ସିଫ୍ଟ କରିଥିଲେ । ତାପରେ ଡାକ୍ତର ମାନେ ଆସିକି ଛୁଆଙ୍କୁ ଇଞ୍ଜେକ୍ସନ ଲଗାଇଥିଲେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିବ, ପସନ୍ଦ ଆସିଲେ ଶେୟାର କରନ୍ତୁ ଓ ଆଗକୁ ଆମ ସହ ଏମିତ ରହିବାକୁ ଓ ନୂଆ ନୂଆ ଖବର ଜାଣିବାକୁ ଚାହୁନଥିଲେ ଆମ ପେଜ ଖବର ଓଡିଆକୁ ଲାଇକ କରନ୍ତୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *