ମାଲିକକୁ ବଞ୍ଚେଇବା ପାଇଁ କୁକୁରଟି ଯାହା କଲା ଦେଖି ସମସ୍ତେ ସ୍ତବ୍ଦ ହୋଇ ରହିଗଲେ…. Video ହେଉଛି ଭାଇରାଲ

ଆଜି ଭଳି ଦିନ ମାନଙ୍କରେ ମଣିଷ ଠାରୁ କୁକୁର ସବୁଠାରୁ ବିଶ୍ଵସ୍ତ ପ୍ରାଣୀ ଅଟେ । ମଣିଷ ନିଜ ଲୋକଙ୍କୁ ଧୋକା ଦେଇଥାଏ । କିନ୍ତୁ ପଶୁ ମାନେ କେବେ ବି ନିଜ ମାଲିକକୁ ଧୋକା ଦେଇ ନ ଥାଏ । ବିଶେଷ କରି କୁକୁର ସେମାନଙ୍କ ମଧ୍ୟ ରୁ ଜଣେ ଏମିତି ଏକ ପଶୁ ଯିଏ ନିଜ ମାଲିକ ର ସବୁ ଆଦେଶ ପାଳନ କରିବା ସହ ତାର ଜୀବନ ବାଜି ଲଗାଇ ନିଜ ମାଲିକ କୁ ରକ୍ଷା କରିଥାଏ ।

ଆଜି ର ଆମ ଏହି ଲେଖା ରେ ଏମିତି କିଛି ଘଟଣା ରହିଛି । ତେବେ ଆସନ୍ତୁ ଜାଣିବା କଣ ଘଟଣା ରହିଛି ଓ ଏହା ପଛରେ କଣ ରହିଛି ସତ୍ୟତା । କୁକୁର ଏମିତି ଏକ ପଶୁ ଯିଏ ବଫାଦାର ହେବା ସହ ବହୁତ ବନ୍ଧୁ ଭଳି ମଧ୍ୟ ନିଜ ମାଲିକ ସହ ବ୍ୟବହାର କରିଥାନ୍ତି । ଏମାନେ ବିନା ସ୍ଵାର୍ଥ ରେ ମାଲିକ ଘରେ ପହଞ୍ଚିଲା ପରେ ତାଙ୍କ ଚାରି ପାଖରେ ବୁଲି ଯାଆନ୍ତି ଯେ ଯାଏଁ ତାଙ୍କ ମାଲିକ ତାଙ୍କୁ ସ୍ନେହ ରେ କୋଳେଇ ନ ନେଇଛନ୍ତି ।

ସମୟ ଆସିଲେ କୁକୁର ମାନେ ନିଜର ଜୀବନର ପରବା ନ କରି ନିଜ ମାଲିକ କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ସେମିତି କିଛି ନେଇ ଆସିଛୁ ଯାହାକୁ ଦେଖିଲେ କୁକୁର ପାଇଁ ଆପଣ ମାନଙ୍କ ମନରେ ବହୁତ ଭଲ ପାଇବା ବଢି ଯିବ । ଏହି ଭିଡିଓ ରେ ଗୋଟେ କୁକୁର ନିଜ ମାଲିକ କୁ ରକ୍ଷା କରିବା ନିଜର ଉଦ୍ୟମ ଜାରି ରଖିଛି ।

କୁକୁର ର ମାଲିକ ଅଚେତ ଅବସ୍ଥାରେ ରାସ୍ତା ରେ ପଡିଥିବା ବେଳେ କୁକୁର ଅନ୍ୟ କାହାରୀକୁ ତା ମାଲିକ ପାଖକୁ ନ ଆସିବା ପାଇଁ ଚେଷ୍ଟା ଜାରି ରଖିଛି । କେହି ବି ତା ମାଲିକ ପାଖକୁ ଆସିଲେ ସେ ଚିତ୍କାର କରି ଲୋକ ମାନଙ୍କୁ ସେଠାରୁ ଭୟ ଦେଖାଇ ବିଦା କରି ଦେଉଥିବାର ଏହି ଭିଡିଓ ରୁ ଜଣା ପଡୁଛି । କୁକୁର ର ମାଲିକ ରାସ୍ତାରେ ପଡି ଯାଇଥିବା ଯୋଗୁ ତାକୁ ଲୋକ ମାନେ ଘେରି ରହିଛନ୍ତି ।

 

କିନ୍ତୁ କୁକୁର ଏତେ ବିଶ୍ଵସ୍ତ ଯେ କୌଣସି ବାହାର ବା ଅଜଣା ବ୍ୟକ୍ତିକୁ ନିଜ ମାଲିକ ପାଖକୁ ଆସିବାକୁ ଦେଉ ନାହି । ଏହି ଭିଡିଓ ରେ ଜଣା ପଡୁଛି ଯେ କୁକୁର ଟି ନିଜ ମାଳିକାର ଜୀବନ ରକ୍ଷା ପାଇଁ ନିଜର ଜୋର ଲଗେଇ ଦେଇଛି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ କୁକୁର ମଣିଷ ଜାତି ପାଇଁ ବହୁତ ବିଶ୍ଵସ୍ତ ପ୍ରାଣୀ ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *