କୁମାର ପୂର୍ଣ୍ଣିମା ପୂର୍ବରୁ ଏହି 5ଟି ରାଶି ଉପରେ ପୁଳା ପୁଳା ଟଙ୍କା ଢାଳିବେ ମାତା’ ଲକ୍ଷ୍ମୀ… ଶୀଘ୍ର ଦେଖାନ୍ତୁ ଆପଣଙ୍କ ରାଶି ନାହିଁ ତ !

ଦର୍ଶକ ବନ୍ଧୁ ଜ୍ଯୋତିଷ ଅନୁସାରେ ୧୨ ଗୋଟି ରାଶି ରହିଥାଏ । ଆଉ ରାଶି ଉପରେ ପଡୁଥିବା ଦଶା ଉପରେ ହିଁ ବ୍ଯକ୍ତିର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଉତଥାନ ପତନ ସମ୍ଭାବନା ଜଣାପଡି ଯାଇଥାଏ । ତେବେ ଏଠାରେ କହି ରଖୁଛୁ କି ପ୍ରତେକ ରାଶିର ଭଲ ଗୁଣ ଓ ଦୁର୍ଗୁଣ ମଧ୍ୟ ରହିଥାଏ । ପ୍ରତେକ ରାଶିର ନିଜର ଗୁଣ, ଇଚ୍ଛା, ଜୀବନ ତଥା ଲୋକଙ୍କ ପ୍ରତି ଆଚାର ବ୍ୟବହାର ଅଲଗା ଅଲଗା ରହିଥାଏ । ତେବେ ଚଳିତ ବର୍ଷ କୁମାର ପୂର୍ଣ୍ଣିମା ପୂର୍ବରୁ କିଛି ରାଶିଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମେଷ ରାଶି : ସବୁଠାରୁ ଭାଗ୍ୟଶାଳୀ ମେଷ ଅରଶିର ଲୋକ ହୋଇଥାନ୍ତି । ଭାଗ୍ଯର ପରିବର୍ତ୍ତନ କାରଣରୁ ଆପଣଙ୍କ ଜୀବନରେ ବହୁତ ସାରା ଖୁସି ଆସିବାକୁ ଯାଉଛି । ଯାହାର ଅପେକ୍ଷା ରେ ଆପଣ ଅନେକ ଦିନରୁ ରହିଛନ୍ତି । ଅଟକି ରହିଥିବା ସବୁ କାମ ପୁଣି ଥରେ ଆରମ୍ଭ ହେବ ଯାହା ପାଇଁ ଆପଣଙ୍କୁ ଅଧିକରୁ ଅଧିକ ଧନ ଲାଭ ହେବ । ଆପଣଙ୍କ ଜୀବନରେ ଯାହା ବି ସାମସ୍ୟା ରହିଥିଲା ତାହା ଦୂର ହେବାକୁ ଯାଉଛି । ତେଣୁ କୌଣସି କଥା ଚିନ୍ତା କରନ୍ତୁ ନାହି ।

ସିଂହ ରାଶି : ଏହି ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ଅଶେଷ କୃପା ବର୍ଷୀବାକୁ ଯାଉଛି । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଆପଣ ଯେ କୌଣସି କାମରେ ହାତ ଦେବେ ସେଥିରେ ସଫଳ ହେବେ । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ଯାହା ବି ପୁରୁଣା ରୋଗ ଥିଲା ସେଥିରୁ ମୁକ୍ତି ପାଇବେ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ମା ଲକ୍ଷ୍ମୀ ଙ୍କ କୃପାରୁ ଯାହା ବି ଦୁଖ କଷ୍ଟ ରହିଥିଲା ତାହା ଦୂର ହେବାକୁ ଯାଉଛି । ଗୁପ୍ତ ଧନ ଫେରି ପାଇବେ । ଅବିବାହିତ ଲୋକଙ୍କର ବିବାହ ହେବାର ସମ୍ଭାବନା ରହିଛି । ଆପଣଙ୍କ ଜୀବନରେ ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପ୍ରାପ୍ତ ହେବ । ମାତା ପିତା ଙ୍କ ସହଯୋଗ ମିଳିବ । ବଡ ଭାଇଙ୍କ ସହ ସମ୍ପର୍କ ଭଲ ରହିବ ।

କନ୍ୟା ରାଶି : ଆପଣଙ୍କ ଜୀବନରେ ମା ଲକ୍ଷ୍ମୀ ଙ୍କ କୃପାରୁ ଅଟକି ରହିଥିବା ଧନ ଫେରି ପାଇବେ । ବେରୋଜଗାର ମାନଙ୍କୁ ରୋଜଗାର କରିବାର ଅବସର ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ମା ଲକ୍ଷ୍ମୀ ଙ୍କ ଅଶେଷ କୃପା ବର୍ଷୀବାକୁ ଯାଉଛି । କୌଣସି କ୍ଷେତ୍ରରୁ ଗୁପ୍ତ ଧନ ପ୍ରାପ୍ତ ହେବ । ସନ୍ତାନ ଙ୍କ ପକ୍ଷରୁ ସୁଖଦ ସମାଚାର ପ୍ରାପ୍ତ ହେବ । ଜୀବନରେ କିଛି ନୂଆ କରିବାର ସମ୍ଭାବନା ରହିଛି । ବେପାର ବାଣିଜ୍ୟ କ୍ଷେତ୍ରରେ ଦୁଇ ଗୁଣା ଧନ ଲାଭ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *