କୁମ୍ଭ ରାଶି ବ୍ୟକ୍ତି ଆଜିଠାରୁ ଏହି 3ଟି ଭୁଲ କାମ ବନ୍ଦ କରନ୍ତୁ ଆଗକୁ ବିପଦ ପଡିପାରେ- Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ରାଶି ମାଧ୍ୟମରେ ବ୍ୟକ୍ତି ନିଜ ଭବିଷ୍ୟତ ବିଷୟରେ ପୂର୍ବରୁ ଜାଣି ପାରିଥାଏ । ଆଜି ଆମେ ଆପଣ ମାନଙ୍କୁ କୁମ୍ଭ ରାଶିର ବ୍ୟକ୍ତି ବିଶେଷ କିପରି ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଏହି ରାଶିର ଲୋକ ମାନେ ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି । ଏମାନଙ୍କର ସ୍ଵଭାବ କିଛି ଅଲଗା ରହିଥାଏ । ଏହି ରାଶି ଦେବତା ହେଉଛନ୍ତି ପ୍ରଭୁ ଶନିଦେବ । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କୌଣସି କାରଣରୁ ଏମାନେ କିଛି କ୍ଷେତ୍ରରେ ଆଗକୁ ବଢି ପାରନ୍ତି ନାହି ।

ଏମାନେ ନିଜର ଅବହେଳା ଯୋଗୁ ଅନେକ ଅବସର ହରାଇଥାନ୍ତି । ଏମାନେ ଧାନ ପ୍ରତି କେୟାର କରନ୍ତି ନାହି । ଏହି ରାଶିର ଲୋକ ମାନେ କିଛି କ୍ଷେତ୍ର ରେ ନିଶା ସେବନ ପ୍ରତି ଅଧିକ ଦୁର୍ବଳତା ରଖିଥାନ୍ତି । ଏମାନଙ୍କର ଅଧିକ ମିତ୍ର ନ ଥାନ୍ତି । ଏମାନେ ନିଜ ଦ୍ଵାରା ହିଁ ଠକାମିର ଶିକାର ହୋଇଥାନ୍ତି । ଏଥିପାଇଁ ଆପଣ ନିଜକୁ ସଜାଗ ରଖି ଆଗକୁ ବଢିବା ଉଚିତ । ତେଣୁ ଆପଣ ନିଜ କର୍ମ ଜୀବନରେ ସାହସର ଆଗକୁ ବଢିବା ପାଇଁ ଚେଷ୍ଟା କାରନ୍ତୁ । ଏଥିରେ ଆପଣ ନିଶ୍ଚୟ ସଫଳ ହେବେ । ଆପଣ ଆପଣଙ୍କ ଜୀବନରେ ସବୁ ଖରାପ କାମ ସବୁ ତ୍ୟାଗ କରନ୍ତୁ ।

ଏପରି କରି ପାରିଲେ ଆପଣ ଅନେକ ମିତ୍ରଙ୍କ ସହ ବନ୍ଧୁତା କରି ଅପରିବେ । ଯାହା ଆପଣଙ୍କ ଆଗାମୀ ଭବିଷ୍ୟତ ପାଇଁ ବହୁତ ଭଲ ରହିବ । ଆପଣ ଟଙ୍କା କୁ ସଞ୍ଚୟ ଅକରିବା ଶିଖନ୍ତୁ । ନଚେତ ଭବିଷ୍ୟତରେ ବହୁତ ସମସ୍ଯା ହୋଇପାରେ । ଆପଣ ମନ୍ଦିରରେ ରେ କିଛି ଅସହାୟ ଲୋକ ମାନଙ୍କୁ ଦାନ ଧର୍ମ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ଯେଉଁ ଖରାପ ସମୟ ଚାଲିଥିବ ତାହା ଦୂର ହେବାରେ ଲାଗିବ । ଆପଣ ଆୟ ଅପେକ୍ଷା ବ୍ୟୟ ଅଧିକ କରିଥାନ୍ତି । ଆପଣଙ୍କର ଦାଂପତ୍ଯ ଜୀବନ ଏତେ ଭଲ ହୋଇ ନ ଥାଏ । ତେଣୁ ନିଜର ଚିନ୍ତାଧାରା ଓ ବିଚାର କୁ ପ୍ରଥମେ ବଦଳାଇ ଦିଅନ୍ତୁ ।

ପରିବାର ଲୋକଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଆପଣ କୌଣସି ମହାନ ବ୍ୟକ୍ତି ଙ୍କ ସଂସ୍ପର୍ଶ ରେ ଆସିଲେ ଜୀବନରେ ବହୁତ ଉନ୍ନତି କରିବେ । ଆପଣ ନିଜ ମଥା ରେ ସର୍ବଦା ତିଳକ ଲଗାନ୍ତୁ । ସୋମବାର ଦିନ ଶିବ ଲୀଙ୍ଗ ଉପରେ ଜଳାଭିଷେକ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବେ । ଆପଣ ନିଜ କର୍ମମୟ ଜୀବନରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଭଗବାନ ଶନିଦେବଙ୍କ ପୂଜା ଆରାଧନା ଭକ୍ତି ର ସହ କରିଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *