କୁମ୍ଭ ରାଶି: ଯଦି ଆପଣଙ୍କ ନିଦ ସକାଳ 3 ରୁ 5 ଭିତରେ ଖୋଲୁଛି ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

କୁମ୍ଭ ରାଶିର ଲୋକମାନଙ୍କର ନିଦ ଯଦି ସକାଳ ୩ ରୁ ୫ ଟା ମଧ୍ୟରେ ଖୋଲୁଛି ତେବେ ବିଭିନ୍ନ ପ୍ରକାରର ଲାଭ ଆପଣଙ୍କୁ ମିଳିବ । ସକାଳ ୩ ରୁ ୫ ଟା ପର୍ଯ୍ୟନ୍ତ ସମୟକୁ ବ୍ରହ୍ମ ମୁହୂର୍ତ କୁହାଯାଏ । ଏହି ସମୟରେ ଯେ କୌଣସି ବ୍ୟକ୍ତି ଉଠୁଛି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି କୁମ୍ଭ ରାଶିର ଲୋକମାନଙ୍କ ନିଦ ଏହି ସମୟରେ ଖୋଲୁଛି ତେବେ ଆପଣଙ୍କ ଜୀବନରେ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । କିନ୍ତୁ ଯଦି ଏହି ସମୟରେ ଉଠୁଛନ୍ତି ତେବେ ପ୍ରଥମେ ଆପଣ ନିଜ ଘରର ମୁଖ୍ୟ ଦ୍ଵାରକୁ ଅବଶ୍ୟ ଖୋଲି ଦିଅନ୍ତୁ ।

ଆପଣ ଯଦି ଏହିଭଳି କରିବେ ତେବେ ଆପଣଙ୍କ ଘରେ ବି ମାତା ଲକ୍ଷ୍ମୀଙ୍କ ଆଗମନ ହେବ । ଏହି ସମୟରେ ଯୋଗ ଓ ପ୍ରାଣାୟମ କରିବା ଉଚିତ । ଭଗବାନଙ୍କ ଭଜନ କରିବା ଉଚିତ । ଭଜନ କରିବା ଫଳ ଆପଣଙ୍କୁ ଆସନ୍ତା ଜନ୍ମରେ ମିଳିଥାଏ ।

କୁମ୍ଭ ରାଶିର ବ୍ୟକ୍ତିର ନିଦ ସକାଳ ୩ ରୁ ୫ ମଧ୍ୟରେ ଖୋଲିଥାଏ ଏହାର ଅର୍ଥ ଏହା ଅଟେ କି ସେ ନିଜର ପୂର୍ବ ଜନ୍ମରେ ଭଲ କର୍ମ କରିଛି ଓ ଏହି ଜନ୍ମରେ ଭଗବାନ ତାଙ୍କ ଉପରେ କୃପା ବର୍ଷା କରିବେ । କିନ୍ତୁ ଏହି ସମୟରେ ଯଦି ଆପଣ ଧର୍ମ କାର୍ଯ୍ୟ କରିବେ ଓ ଭଲ ଭଲ କାର୍ଯ୍ୟ କରନ୍ତୁ ଓ ନିଜ ଜୀବନରେ ସୁଧାର ଆଣୁଛନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଜୀବନ ଉପରେ ପଡିବ । ଯେଉଁମାନେ ବ୍ରହ୍ମ ମୁହୂର୍ତରେ ଅର୍ଥାତ ସକାଳ ୩ ଟା ରୁ ୫ ଟା ମଧ୍ୟରେ ଉଠି ଯାଏ ସେ ନିଜ ଜୀବନରେ ସବୁ ଦିନର ଆନନ୍ଦ ନେଇଥାଏ ।

ଏହା ଭଗବାନଙ୍କ କୃପା ଯୋଗୁ ହେଉଛି । ସମସ୍ତେ ଏହି ସମୟରେ ଉଠି ପାରନ୍ତି ନାହିଁ । ଭାରତର ସନ୍ଥ ଓ ମୁନିରୁଷିମାନେ ବ୍ରହ୍ମ ମୁହୂର୍ତରେ ଉଠି ଯାଆନ୍ତି । ସେଥିପାଇଁ ସେମାନେ ଏତେ ବୁଦ୍ଧିମାନ ଓ ଭଗବାନଙ୍କ ପ୍ରତି ପ୍ରେମ ଭାବନା ରଖି ପାରୁ ଥିଲେ । ନିଜର ଜୀବନରେ ନିଜର ନାଁ ଅମର କରି ପାରୁଥିଲେ । ଯିଏ ବି ଏହି ବ୍ରହ୍ମ ମୁହୂର୍ତରେ ଉଠିଛି ସେ କେଉଁଠି ନା କେଉଁଠି ନିଜ ନାଁକୁ ଅମର କରି ଯାଇଛି ।

ଆପଣ ସକାଳୁ ଉଠିବା ଦ୍ଵାରା ଆପଣ ନିଜକୁ ଏକ ସୂଚାରୁ ଓ ବ୍ୟବସ୍ଥିତ ଦିନଚର୍ଯ୍ୟାରେ ରଖୁଛନ୍ତି । ଏହା ଦ୍ଵାରା ଆପଣ ପ୍ରତ୍ୟକ ଦିନ ସେହି ସମସ୍ତ ଜରୁରୀ କାର୍ଯ୍ୟକୁ କରି ପାରୁଛନ୍ତି ଓ ଏହା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ନିଜ ଜୀବନକୁ ସୁଖମୟ କରିବେ । ବ୍ୟବସ୍ଥିତ ରୂପରେ କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କୁ ଭଲ ପରିଣାମ ମିଳିଥାଏ । ଏହା ଦ୍ଵାରା ଆପଣ ଜୀବନରେ ବଡ ଓ ସଫଳତା ହାସଲ କରନ୍ତି ।

Leave a Reply

Your email address will not be published. Required fields are marked *