ଅଗଷ୍ଟ ମାସରେ ଇତିହାସ ରଚିବେ କୁମ୍ଭ ରାଶିର ଲୋକ…Jyotisha Shastra

ଆପଣଙ୍କ ଆଗାମୀ ମାସରେ କଣ ଅଛି କିଭଳି ଯୋଗ ଅଛି ଓ କିଭଳି ପରିଣାମ ପାଇବେ ଆପଣ ଜାଣନ୍ତୁ । ଶସ୍ତ୍ର ଅନୁସାରେ ଗ୍ରହର ପରିବର୍ତ୍ତନ ହେବା ସହ ଆମ ଜ୍ଜୀବନରେ ପରିବର୍ତ୍ତନ ଆସିଥାଏ । କିଛି ଅମାବାଶ୍ୟା କିଛି ପୁର୍ନିମାଭଳି ସଂଯୋଗ ମଧ୍ୟ ହୋଇଥାଏ ଆମ ରାଶିରେ ।

ତେବେ ଆପଣଙ୍କ ଆଗାମୀ ମାସ କିଭଳି ରହିବା ଆମେ ଆଜି ଆପଣଙ୍କୁ ସମ୍ପୂର୍ଣ ରୂପେ କହିବୁ । ଆସନ୍ତୁ ଜାଣିବା ତାହେଲେ ଯେଉଁ ମାନଙ୍କର କୁମ୍ଭ ରାଶି ସେମାନେ କିଭଳି ସମୟ ବିତାଇବେ ଆଗାମୀ ମାସରେ । ଆପଣଙ୍କ ପାଇଁ ଆଗାମୀ ଦିନ ଖୁବ ଭଲ ରହିବ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ଏହି ମାସରେ । ଖୁବ ଧନ କମେଇବାର ଯୋଗ ମଧ୍ୟ ଅଛି ଏହି ମାସରେ ।

ଅନେକ ଦିଗରୁ ସଫଳତା ଆସିବ । ଖୁବ ଭଲ ବ୍ୟାପାର ହେବ । ଆପଣ ଖୁଶିରେ ଓ ସୁଖରେ ରହିବେ । ଏହି ଦିନ ଆପଣ ନିଶ୍ଚିତ ଭାବେ ଗାଡି କିମ୍ବା କିଛି ଜାଗା କିଣିବାର ସମ୍ଭାବନା ଅଛି । ଆପଣ ଏହି ସମୟରେ ନିଜକୁ ଖରାପ ସଙ୍ଗତ ଓ ଖରାପ ସାଙ୍ଗ ମାନଙ୍କ ପାଖରୁ ଦୂରେଇ ରହିବ । ଆପଣ ଏହି ମାସରେ ନି-ଶା ଦ୍ରବ୍ଯ ସେବନ କରିବା ଓ ମାଂଶ ଖାଇବା ଠାରୁ ନିଜକୁ ଦୂରେଇ ରଖିବେ ।

ଏହା ଆପଣଙ୍କ ପାଇଁ ଆଗାମୀ ଦିଆନରେ ଶୁଭ ଫଳ ଦେବ । ଆପଣ ଅଜାଣତରେ କିଛି ଭୁଲ କରି ଦେବେ ଯଦି ନିଜକୁ ଖରାପ ସଙ୍ଗତ ରୁ ଦୂରେଇକି ନ ରହିବେ । ଆପଣଙ୍କ ଦୃଢ ଶକ୍ତି, ଆତ୍ମ ବିଶ୍ଵାଶ, ତେଜସ୍ବୀ ଶରୀର ଆପଣଙ୍କୁ ଖୁବ ଆଗକୁ ନେଇକି ଜୀବ । ଆପଣ ଯାହା ଚାହିଁବେ ତାହା କରିବେ । ଏହି ସମୟରେ ଚାହୁଁଥିବା କାମ ହୋଇଯିବ । ଯେଭଳି ଲୋକ ହେଲେ ମଧ୍ୟ ଆପଣ ତା ଠାରୁ ନିଜର କରେଇ ଦେବେ ଏହି ସମୟରେ ।

ଏହି ସମୟରେ ଆପଣ କାହା ଆଗରେ ହାତ ବଢାଇବେ ନି ଯାହା କରିବେ ନିଜେ କରିବେ । ଆପଣ ଏହି ସମୟରେ ଖୁବ ଧାର୍ମିକ ରହିବେ । ଏହି ସମୟରେ ଯଦି ଆପଣ ବିଦେଶ ରେ ବ୍ୟାପାର କରିବା ପାଇଁ ଚାହୁଁଛନ୍ତି କିମ୍ବା ଆପଣ ବିଦେଶ ରେ କିଛି ସମୟ ଅତିବାହିତ କରିବା ଅପାଇନ ଚାହୁଁଛନ୍ତି ତେବେ ଆପଣ ଏହା ଆକରୀ ପାରିବେ । ଯେଉଁ ମାନେ ଖେଳ କୁଦରେ ଅଛନ୍ତି ସେମାନେ ଖୁବ ନାମ ଅର୍ଜନ କରିବେ ।

ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ ନିଜ ଭାଇ ମାନଙ୍କ ସହ । ଆଗରୁ ହୋଇଥିବା ମନ ମାଳିନ୍ୟ କୁ ଭୁଲି ଆପଣ ଏବେ ସବୁ ପ୍ରକାର ଖୁଶି ପାଇବେ । ଆପଣଙ୍କ ପରିବାର ଆପଣଙ୍କ ସହ ସବୁ ବେଳେ ଖୁଶିରେ ରହିବ ସବୁ ପ୍ରାକର ସାହାଜ୍ଯ ମିଳିବ ।

ଆପଣ ଏହି ସମୟରେ ସନ୍ତାନ ମଧ୍ୟ ଲାଭ କରି ପାରନ୍ତି । ଯେଉଁ ମାନେ ବିବାହ କରିବା ପାଇଁ ଚାହୁ ଛନ୍ତି ସେମାନେ ନିଶ୍ଚିତ ଏକ ଭଲ ଜୀବନ ସାଥି ପାଇବେ । ଏହା ସହ ଯେଉଁ ମାନେ ବିଦ୍ୟାର୍ଥୀ ଅଟନ୍ତି ସେମାନେ ଖୁବ ଭଲ ପରିଣାମ ପାଇବେ । ଆପଣଙ୍କ ଘରେ କିଛି ମାଙ୍ଗଳିକ କାମ ହେବ । ଆପଣଙ୍କ ସମ୍ମାନ ବଢିବାରେ ଲାଗିବ । ଆପଣ କିଛି ନୂଆ ନୂଆ ପଦ୍ଧତିରେ ନିଜକୁ ବ୍ୟସ୍ତ ରଖିବେ ।

Leave a Reply

Your email address will not be published. Required fields are marked *