ଜନ୍ମରୁ ଜୀବନର ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଜାଣନ୍ତୁ କୁମ୍ଭ ରାଶିର ସମସ୍ତ ଗୁପ୍ତ କଥା- Kumbha Rashi

ଆଜି ଆମେ କୁମ୍ଭ ରାଶି ବିଷୟରେ ଏମିତି କିଛି ଗୁପ୍ତା କଥା ଜାଣିବା ଯାହା ନିଶ୍ଚିତ ରୂପେ ଆପଣଙ୍କୁ ପସନ୍ଦ ଆସିବ । ବନ୍ଧୁଗଣ ଦେଖନ୍ତୁ କୁମ୍ଭ ରାଶି ତିନି ଭାଗରେ ବିଭକ୍ତ । 23/୧୧ ଧନିଷ୍ଠା ନକ୍ଷତ୍ର ଓ ୨୪/୧୧ ଶତଭିଷା ନକ୍ଷତ୍ର ଓ ୨୫ /୧୧ ପୂର୍ବ ଭଦ୍ରା ନକ୍ଷତ୍ର । ପ୍ରଥମେ ଜାଣିବା ୨୩/୧୧ ଧନିଷ୍ଠା ନକ୍ଷତ୍ର । ଏମାନେ ଦାନବ ଗଣ ଅଟନ୍ତି । ନାନା ପ୍ରକାର ପୂଜାରେ ଆଗ୍ରହୀ ହୋଇଥାନ୍ତି । ୨୨/୧୧ ଶତଭିଷା ନକ୍ଷତ୍ର ଏମାନେ ଦାନବ ଗଣ ଅଟନ୍ତି । ନାନପ୍ରକାର ଦେବା ଦେବୀ ପୂଜା କରିବାରେ ଆଗ୍ରହୀ ହୋଇଥାନ୍ତି । ୨୫ /୧୧ ପୂର୍ବଭଦ୍ରା ନକ୍ଷତ୍ର କୁମ୍ଭ ରାଶି ଏମାନେ ମାନବ ଗଣ ଅଟନ୍ତି ।

ରସିକା ଭକ୍ତିରେ ଆଗ୍ରହୀ ହୋଇଥାନ୍ତି । ଦେବୀ ମନ୍ତ୍ର ଓଂ କ୍ଲିଙ୍ଗ ନମଃ । ଏମାନଙ୍କ ପାଇଁ ଶୁଭ ବାର ସୋମବାର ମଙ୍ଗଳବାର ଶୁକ୍ରବାର ଓ ଶନିବାର । ଶୁଭ ସଂଖ୍ୟା ହେଉଛି ୨, ୩, ୬, ୯ । ଉତ୍ତମ ଫଳ ବୃଷ, ମିଥୁନ, କନ୍ୟା, ତୁଳା, ମକର ଏବଂ କୁମ୍ଭ । ଏହି ରାଶି ମାନଙ୍କର ଉତ୍ତମ ଫଳ ପ୍ରଦାନ କରିଥାଏ । ଶୁଭ ରଙ୍ଗ କଳା ରଙ୍ଗ, ବାଇଗଣି, ନୀଳ, ଏବଂ ସବୁଜ ରଙ୍ଗ । ଶୁଭ ଦିଗ ପଶ୍ଚିମ ଦିଗ । ଘାତବାର ଗୁରୁବାର । ଶୁଭ ଅଙ୍କ ୩, ୬, ୯ । ଶନିଗ୍ରହ ଶାନ୍ତି ପାଇଁ ଲୁହା, ସୀସା, ଶନିବାର ଦିନ ପୂଜା ପକରି ପୂଜା କରିବା ଦ୍ଵାରା  ଏବଂ ହନୁମାନଙ୍କ ପୂଜା କରିବା ଦ୍ଵାରା ତାହା ସହିତ ପ୍ରଦୋଷ ବ୍ରତ ପାଳନ କରିବା ଦ୍ଵାରା ଗ୍ରହ ଶାନ୍ତି ହୋଇଥାଏ ।

କୁମ୍ଭ ରାଶି ଙ୍କ ସ୍ଵାମୀ ଗ୍ରହ ଶନିଦେବ ଅଟନ୍ତି । ଶେଥି ପାଇଁ ଶନି ମନ୍ଦିର ଯିବା ଓ ହନୁମାନ ମନ୍ଦିର ଯିବା ଦ୍ଵାରା ଶନି ଦେବ ପ୍ରସନ୍ନ ହୋଇଥାନ୍ତି । ତେବେ ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ । ଏମାନେ ଶାନ୍ତ, ଧୀର, ଗମ୍ଭୀର, ଚିନ୍ତାଶୀଳ , ସହାନୁଭୂତିଶୀଳ, ବୁଦ୍ଧିମତୀ, କଳା ପ୍ରେମୀ ଓ ଏମାନେ ଅଳ୍ପ ସୋଇଥାନ୍ତି । ଅବିଶ୍ଵାସୀ, କପଟୀ, ଏକଜିଦିଆ , ଜୀବନର ସେସ ଭାଗରେ ଏମାନେ ଆଧ୍ୟାତ୍ମିକ ଆଡକୁ ରହି ରାଜନୀତି ଆଡକୁ ଆଗ୍ରହୀ ହୋଇଥାନ୍ତି ।

ଏମାନଙ୍କ ଜୀବନରେ କିଛି ଏପରି ରୋଗର ସାମ୍ନା କରିବାକୁ ପଡିଥାଏ ଯେମିତି ଜଙ୍ଘ ରୋଗ , ଦାନ୍ତ ରୋଗ, ରକ୍ତଚାପ, ପେଟ ରୋଗ ,ଚର୍ମ ରୋଗ, ହାତରେ ଆଘାତ ଲାଗିବା କିମ୍ବା ବାତ ରୋଗ । ଏବେ ଆସନ୍ତୁ ଜାଣିବା ଏମାନଙ୍କ ଜୀବିକା ବିଷୟରେ । ଡାକ୍ତର, ଶିକ୍ଷକ, ବୈଜ୍ଞାନିକ, କବି ଜନ୍ତ୍ରପାତି ବ୍ୟବସାୟୀ ସିମେଣ୍ଟ ଏବଂ ଖଣିଜ ପଦାର୍ଥ ବ୍ୟବସାୟରେ ଏମାନଙ୍କୁ ଶୁଭଫଳ ପ୍ରାପ୍ତ ହୋଇଥାଏ । ଜୀବନରେ ବିଶ୍ରାମ ଆଦୌ ମିଳେ ନହିଁ । କେତେ ବନ୍ଧୁଙ୍କ ସହଯୋଗ ଆପଣଙ୍କୁ ସହାୟକ ହୋଇଥାଏ । କିଛି ବନ୍ଧୁ ହଠାତ କିଛି ସମସ୍ଯା ସୃଷ୍ଟି କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *