‘କୁଣ୍ଡଳୀ ଭାଗ୍ୟ’ ସିରିୟଲରେ ମା’ ଭୂମିକାରେ ନଜର ଆସୁଥିବା ଏହି ଅଭିନେତ୍ରୀ ରିୟଲ ଲାଇଫରେ ବହୁତ ହିଁ ହଟ ଓ ଷ୍ଟାଇଲିସ

୨୦୧୭ରେ ଜୀ ଟିଭିରେ ପ୍ରସାରିତ ହେଉଥିବା ସିରିୟଲ କୁଂଡଲୀ ଭାଗ୍ୟ ଆରମ୍ଭ ଦିନ ଠାରୁ ହିଁ ଟିଆରପି ମାମଲାରେ ବହୁତ ଆଗରେ ଅଛି । ନମ୍ବର ୧ ହେବାର ସବୁ ଶ୍ରେୟ ଏହି ଶୋର କାହାଣୀ ଓ କିରଦାରକୁ ଯାଇଥାଏ ।

କହିବାକୁ ଗଲେ ଏହି ଶୋର ସବୁ କିରଦାର ବହୁତ ଫେମସ ବି ଅଟନ୍ତି ଓ ଦର୍ଶକମାନେ ବି ଏମାନଙ୍କୁ ବହୁତ ପସନ୍ଦ ବି କରନ୍ତି । ଏହି ସମସ୍ତ କିରଦାର ମଧ୍ୟରେ ଗୋଟିଏ କିରଦାର ହେଉଛି କରଣ ଲୁଥାରଙ୍କ ରାକ୍ଷୀ ଲୁଥାର । ଯିଏକି ଶୋରେ ଗୋଟିଏ ମା ଓ ଶାଶୁଙ୍କ କିରଦାରକୁ ବହୁତ ସୁନ୍ଦର ଅନ୍ଦାଜରେ ଅଭିନୟ କରୁଛନ୍ତି । ଏହି କାରଣ ଅଟେ କି ଏହି ଶୋରେ ଏହି କିରଦାରକୁ ପରଦାରେ ଅଭିନୟ କରୁଥିବା କଳାକାର ନିଜର ଏହି କିରଦାର ଦ୍ଵାରା ବହୁତ ପାପୁଳାର ମଧ୍ୟ ହୋଇଛନ୍ତି ।

କିନ୍ତୁ ବନ୍ଧୁମାନେ କଣ ଆପଣମାନେ ଜାଣିଛନ୍ତି କି ଶୋ ରେ ରାକ୍ଷୀ ଲୁଥାରଙ୍କ କିରାଦରରେ ନଜର ଆସୁଥିବା ଅଭିନେତ୍ରୀ ନିଜର ଅସଲ ଜୀବନରେ ପୁରାପୁରୀ ଭିନ୍ନ ରୂପରେ ନଜର ଆସନ୍ତି । ପ୍ରଥମ ନଜରରେ ଆପଣ ବି ତାଙ୍କୁ ଚିହ୍ନି ପାରିବେ ନାହିଁ । ସିରିୟଲ କୁଂଡଲୀ ଭାଗ୍ୟରେ ପ୍ରୀତାଙ୍କ ଶାଶୁଙ୍କ କିରଦାରରେ ନଜର ଆସୁଥିବା ରାକ୍ଷୀ ଲୁଥାରଙ୍କ ଅସଲ ନାଁ ଅନିଶା ହିନ୍ଦୁଜା । ଅନିଶା ହିନ୍ଦୁଜାଙ୍କ ଜନ୍ମ ମହାରାଷ୍ଟ୍ରରେ ହୋଇଥିଲା । ଯେଉଁ କାରଣରୁ ସେ ନିଜର ପୁରା ଶିକ୍ଷା ଏହି ସ୍ଥାନରେ ପୁରା କରିଛନ୍ତି ।

ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ସେ ୨୦୦୯ରେ ଆସିଥିବା ଫିଲ୍ମ ଫ୍ରୁଟ ଓ ନଟରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯେଉଁଥିରେ ସେ ଭଲ ଅଭିନୟ ପ୍ରଦର୍ଶନ କରି ଲକ୍ଷ ଲକ୍ଷ ଦର୍ଶକମାନଙ୍କର ପ୍ରଶଂସାର ପାତ୍ର ହୋଇଥିଲେ । ଅନିଶା ହିନ୍ଦୁଜାଙ୍କ ଅଭିନୟକୁ ଦେଖି ଅନ୍ୟ କେତେକ ନିର୍ମାତାମାନେ ତାଙ୍କୁ ନିଜ ଫିଲ୍ମ ଓ ସିରିୟଲରେ କାମ କରିବା ପାଇଁ ଚାନ୍ସ ଦେଲେ । ଯେଉଁଥିରେ ସନ୍ତୋଷୀ ମା, ଇଷ୍କବାଜ, କୁଂଡଲୀ ଭାଗ୍ୟ ଭଳି କେତେକ ସୁପରହିଟ ସିରିୟଲ ସାମିଲ ଅଛି ।

ଏହା ସହିତ ଆଜି ବି ସେ ନିଜର ଅଭିନୟ କ୍ୟାରିୟରରେ ଏକ୍ଟିବ ଅଛନ୍ତି । ଅନିଶା ହିନ୍ଦୁଜା ବର୍ତ୍ତମାନ କୁଂଡଲୀ ଭାଗ୍ୟ ସିରିୟଲରେ ପ୍ରୀତଙ୍କ ଶାଶୁ ରାକ୍ଷୀ ଲୁଥାର କିରଦାର ନଜର ଆସୁଛନ୍ତି । କିନ୍ତୁ ଯଦି ତାଙ୍କର ଅସଲ ଜୀବନ ବିଷୟରେ କହିବା ତେବେ ସେ ଅସଲ ଜୀବନରେ ବହୁତ ଅଧିକ ମଡେଲ ଓ ଷ୍ଟାଇଲିସ ନଜର ଆସନ୍ତି । ଏହା ସହିତ ସେ ଗୋଟିଏ ପୁଅର ମା ବି ଅଟନ୍ତି । ସେ ବହୁତ ଷ୍ଟାଇଲିସ ଡ୍ରେସ ବି ପିନ୍ଧନ୍ତି ।

ଏହା ସହିତ ତାଙ୍କର ମେକଅପ ଠାରୁ ଆରମ୍ଭ କରି ହେୟାର ଷ୍ଟାଇଲ ସବୁ କିଛି ଭିନ୍ନ ହୋଇଥାଏ । ଯେଉଁ କାରଣରୁ ସେ ଅସଲ ଜୀବନରେ ବହୁତ ଆକର୍ଷକ ନଜର ଆସନ୍ତି । ଯାହାଙ୍କୁ ଦେଖି କେତେକ ଲୋକମାନେ ଆଶ୍ଚର୍ଯ୍ୟ ବି ହୋଇଯାନ୍ତି ।

Leave a Reply

Your email address will not be published. Required fields are marked *