କୁଆଁରୀ କନ୍ୟା କାହିଁକି ବାନ୍ଧନ୍ତି ଗୋଡରେ କଳା ସୂତା, ଜାଣନ୍ତୁ ଏହା ପଛର ରହସ୍ୟ

କଳା ସୂତା ଗୋଡ ରେ ବାନ୍ଧିବା ପଛରେ ରହିଛି ଜ୍ୟୋତିଷ ଏବଂ ବୈଜ୍ଞାନିକ କାରଣ । କଳା ସୂତା ବାନ୍ଧିବା ପାଇଁ ବହୁତ କାରଣ ଅଛି କିନ୍ତୁ ଆପଣ କେବେ ଭାବିଛନ୍ତି ଝିଅ ମାନେ କଣ ପାଇଁ କଳା ସୂତା ଗୋଡେ ରେ ବାନ୍ଧନ୍ତି ? ଆପଣ ନିଶ୍ଚୟ ଦେଖିଥିବେ କି ଝିଅ ମାନେ ନିଜ ଗୋଡରେ କଳା ସୂତା ବାନ୍ଧି ଥାନ୍ତି, କଳା ସୂତା କୁ ଗୋଡରେ ବାନ୍ଧିବା ପଛ ରେ ଜ୍ୟୋତିଷ ଏବଂ ବୈଜ୍ଞାନିକ କାରଣ ରହିଛି । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ।

ଆସନ୍ତୁ ଜାଣିବା କାହିଁକି କୁଆଁରୀ କନ୍ୟା ପାଦରେ ବାନ୍ଧନ୍ତି କଳା ସୂତା ।

କୁହାଯାଏ କି ଏହି କଳା ସୂତା ନିଜଠୁ ନକାରାତ୍ମକ ଜିନିଷ କୁ ଦୂରେଇ ଥାଏ, କଳା ସୂତା ବାନ୍ଧିଲେ ଖରାପ ସ୍ଵପ୍ନ ଆସେ ନାହିଁ ।

କୁଆଁରୀ କନ୍ୟା ନିଜକୁ ଖରାପ ନଜର ରୁ ବଞ୍ଚେଇବା ପାଇଁ କଳା ସୂତା ବାନ୍ଧନ୍ତି । ଏହା ଦ୍ଵାରା ଖରାପ ଦୃଷ୍ଟି ସେମାନଙ୍କ ଉପରେ ପଡେ ନାହିଁ । ସେଥିପାଇଁ ଆଜିକାଲିର ଝିଅ ନିଜର ସୁନ୍ଦରତା କୁ କାହାର ନଜର ନ ଲାଗିବା ପାଇଁ ଏହାକୁ ପିନ୍ଧୁଛନ୍ତି ।

କିଛି ଝିଅ ନଜର ରୁ ବଞ୍ଚିବାପାଇଁ କଳା ସୂତା ବାନ୍ଧୁଛନ୍ତି କିନ୍ତୁ ଏହା ଏକ ଫ୍ୟାଶନ ର କାରଣ ବି ଅଟେ । ଏହା ଆଜିକାଲି ଫ୍ୟାସନ ହେଲାଣି ଯାହାକୁ ଦେଖ ସିଏ ନିଜ ଗୋଡରେ କଳା ସୂତା ବାନ୍ଧୁଛନ୍ତି । ଏମିତି କି ପୁଆ ମାନେ ମଧ୍ୟ ଏହାକୁ ପାଦରେ ବାନ୍ଧୁଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *