‘Kundali Bhagya’ରେ ଅଭିନୟ କରି ପ୍ରସିଦ୍ଧ ହାସିଲ କରିଥିବା ଅଭିନେତା Manit Joura ବହୁତ ଜଲ୍ଦି କରିବାକୁ ଯାଉଛନ୍ତି ବିବାହ

ବହୁତ ଦିନରୁ ଜି ଟିଭିରେ ଚାଲିଥିବା ରୋମାଣ୍ଟିକ ସୋ କୁଣ୍ଡଳୀ ଭାଗ୍ୟ ଦମଦାର ଷ୍ଟୋରି ପାଇଁ ଆଜିବି ଟିବିରେ ଟେଲିକାଷ୍ଟ ହେଉଛି । ଏହି ସୋର ଚରିତ୍ର ଗୁଡିକ ନିଜ ନିଜ ଅଭିନୟ ପାଇଁ ସୁରଖିଆରେ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ଅଟନ୍ତି ରିସବ ରୁଦ୍ରା ଯାହାକୁ ନିଭାଇବା ପାଇଁ  ମନିତ ଜଉରା ବହୁତ ସୁନ୍ଦର ଭାବରେ ଏହି ଚରିତ୍ରକୁ ନିଭାଇଛନ୍ତି । ଏବେ ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।

କଣ ଆପଣ ଜାଣିଛନ୍ତି ନିଜର ବୁଦ୍ଧିମାନ ଓ ବହୁତ ଦମଦାର ଅଭିନୟରେ ଦର୍ଶକ ମାନଙ୍କୁ ଦିବାନା ବନାଇଥିବା ଅଭିନେତା ମନିତଯଉରା ଆଜି ସେ କାହାର ଦିବନା ହୋଇଛନ୍ତି ।

ହଁ ଆଜ୍ଞା, ସେ ଏବେ ଯାହା ସହିତ ବିବାହ କରିବାକୁ ଯାଉଛନ୍ତି, କିଏ ଅଟେ ସେଇ ଭାଗ୍ୟବାନ ଝିଅ । ଯିଏ ହେବାକୁ ଯାଉଛି ମନିତଜଉରାଙ୍କ କନ୍ୟା । ଯଦି ଆପଣବି ତାଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଏହାକୁ ସେସ ପର୍ଯ୍ୟନ୍ତ ଦେଖନ୍ତୁ । ଟିଭି ଅଭିନେତା ମନିତଜଉରାଙ୍କ ଜନ୍ମ ୫ ଜୁନ ୧୯୮୭ ରେ ଦିଲ୍ଲୀରେ ହୋଇଥିଲା ଓ ତାଙ୍କର ଶିକ୍ଷା ମଧ୍ୟ ସେଠାରେ ସେସ ହୋଇଥିଲା । ଯଦି କଥା ହେବ ତାଙ୍କ ଅଭିନୟ କରିୟରର ସେ ୨୦୧୦ ଆରମ୍ଭ କରିଥିଲେ ୧୨/୨୪ କରୋଲ ବାଘ ରୁ ଆରମ୍ଭ କରିଥିଲେ ।

ଏହି ସିରିୟଲରେ ତାଙ୍କ ଅଭିନୟ ପ୍ରଦର୍ଶନକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ । ତାଙ୍କର ଏତେ ଭଲ ପ୍ରଦର୍ଶନକୁ ଦେଖି ନିର୍ମାତା ମାନେ ସିରିୟଲରେ ଅଭିନୟ ପାଇଁ ଅଫର କରିଥିଲେ । ସେଗୁଡିକ ହେଲା କୁଣ୍ଡଳୀ ଭାଗ୍ୟ, ଲଭ ସଗୁନ, ରାମ ମିଲାଏ ଯୋଡି ବହୁତ ସୁପର ହିଟ ସିରିୟଲ ସାମିଲ ରହିଛି । ଏହା ସହିତ ସେ ତାଙ୍କର ଅଭିନୟ ଜୀବନକୁ ଆଜୀବ୍ୟ ବହୁତ ଭଲରେ ଚଳେଇଛନ୍ତି । ସେ କୁଣ୍ଡଳୀ ଭାଗ୍ୟରେ ରିସବ ରୁଦ୍ରାର ଚରିତ୍ର ନିଭାଉଛନ୍ତି ।

ମନିତ ଜଉରା ଏବେ ମନିକା ଦାଣ୍ଡା ସହିତ ବିବାହ କରିବାକୁ ଯାଉଛନ୍ତି । ତାଙ୍କର ପ୍ରଥମ ଦେଖା ଦିଲ୍ଲୀରୁ ମୁମ୍ବାଇ ଆସିଲାବେଳେ ଫ୍ଲାଇଟରେ ତାଙ୍କର ଦେଖା ହୋଇଥିଲା । ସେଠାରେ ସେ ପ୍ରଥମ ଥର ଦେଖା ହୋଇଥିଲେ । ଏହି ଦେଖରେ ଦୁଇଜଣ ଦୁଇଜଣଙ୍କର ବହୁତ କ୍ଲୋଜ ହୋଇଥିଲେ । ଆଉ କିଛି ସମୟ ପରେ ମନିତଜଉରା ମନିକା ଦାଣ୍ଡାକୁ ଫିଲ୍ମି ଅନ୍ଦାଜରେ ପ୍ରପୋଜ କରିଥିଲେ । ବହୁତ ଲମ୍ବା ସମୟରୁ ରିଲେସନଶିପରେ ଥିବାରୁ ଜଣା ପଡିଛିକି ଦୁଇଜଣ ଏବେ ବିବାହ କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *