କୁଣ୍ଡିଆର ଜବରଦସ୍ତ ପ୍ରାକୃତିକ ଘରୋଇ ଉପଚାର- Dr. Anita Rath

ବହୁ ସମୟରେ ଆମ ପ୍ରାଇଭେଟ ପାର୍ଟରେ କୁଣ୍ଡେଇ ହେବା ଭଳି ସମସ୍ଯା ଦେଖାଯାଇଥାଏ । ବ୍ୟାକଟେରୀଆ ସେ ଜାଗାରେ ଉତ୍ପନ ହେବା ଦ୍ଵାରା ଇନଫେକସନ ହୋଇଯାଏ ଆଉ ସେଇ ଜାଗା କୁଣ୍ଡେଇ ହେବାକୁ ଲାଗେ ।

ଆଉ ସେହି କୁଣ୍ଡିଆ ଏତେ ଭୟଙ୍କର ହୋଇଥାଏଯେ ଯଦି ଥରେ କୁଣ୍ଡେଇ ହେବା ଆରମ୍ଭ ହୋଇଯାଏ ତେବେ ଯେମିତି ହେଲେବି ଆପଣ ତାକୁ କୁଣ୍ଡେଇବା ପାଇଁ ଚେଷ୍ଟା କରିଥାନ୍ତି । ଆଉ ସେଇ କୁଣ୍ଡିଆକୁ କଣ୍ଟ୍ରୋଲ କରିବା ବହୁତ କଷ୍ଟ ହୋଇଥାଏ । ସେହି ବ୍ୟକ୍ଟେରିଆଲ ଇନଫେକସନ ବା ପ୍ରାଇଭେଟ ପାର୍ଟରେ ଏମିତି କୁଣ୍ଡେଇ ହେବାର ବହୁତ ପ୍ରକାର କାରଣ ରହିଥାଏ । ବିଭିନ୍ନ ପ୍ରକାର କାରଣ ଲାଗି ଏହିଭଳି ସମସ୍ଯା ଉତ୍ପନ ହୋଇଥାଏ ।

ଯଦି ମହିଳା ମାନଙ୍କୁ ଧଳା ସ୍ରାବ ଭଳି ସମସ୍ଯା ଥାଏ ସେଥି ପାଇଁ ମଧ୍ୟ ପ୍ରାଇଭେଟ ଜାଗାରେ କୁଣ୍ଡେଇ ହେବା ଭଳି ସମସ୍ଯା ଉପୁଜି ଥାଏ । ଅଧିକାଂଶ ସମୟରେ ବହୁତ ଲୋକ ସେହି ଜାଗାକୁ ପରିଷ୍କାର ରଖନ୍ତି ନାହିଁ, ଫଳରେ ଝାଳ ଯୋଗୁ ସେହି ଜାଗାରେ ବ୍ୟାକ୍ଟେରଆ ଉତ୍ପନ ହୋଇଥାନ୍ତି । ଏବଂ ଆପଣଙ୍କୁ କୁଣ୍ଡିଆ ଭଳି ସମୟ ଭାଗିବାକୁ ପଡିଥାଏ । ଏହା ଆଭ୍ଯନ୍ତରୀଣ କୌଣସିବି ଅସୁବିଧା ହୋଇନଥାଏ । ବାହ୍ୟ ଅସୁବିଧା ଲାଗି ଏହିଭଳି କୁଣ୍ଡିଆ ଭଳି ସମସ୍ଯା ଦେଖାଯାଇଥାଏ ।

ଆପଣ ତାକୁ ଘରେ ବସି ଦୂର କରିପାରିବେ । ଆଜି ଆମେ ଗୋଟିଏ ଘରୋଇ ଉପଚାର ବିଷୟରେ ଜାଣିବା ତାକୁ ଗୋଟିଏ ଦିନ ଲଗାଇଲା ପରେ ଆପଣଙ୍କୁ ଫରକ ଦେଖାଯିବାକୁ ଲାଗିବା । ଏହାକୁ ଲଗାଇବା ଦ୍ଵାରା ଏହି କୁଣ୍ଡିଆ ସମସ୍ଯା ସବୁଦିନ ଭଳି ଦୂର ହୋଇଯିବ । ଆଜି ଏହି ଘରୋଇ ଉପଚାର ପାଇଁ ଆପଣଙ୍କୁ ତିନୋଟି ଜିନିଷର ଆବଶ୍ୟକ ରହିଥାଏ । ଦୁଇଟି ଜିନିଷ ଆପଣଙ୍କୁ ନିଜ ଘରୁ ସହଜରେ ମିଳିପାରେ । ଆଉ ଗୋଟେ ସାମଗ୍ରୀ ଆପଣଙ୍କୁ ମେଡ଼ିସିନ ସ୍ଟୋରରୁ ଆଣିବାକୁ ପଡିବ । ପ୍ରଥମ ସାମଗ୍ରୀ ହେଉଛି ନଡିଆ ତେଲ ଚାରିଚାମଚ ଓ ଦୁଇଟି କର୍ପୁର ଏବଂ ରୋରିକ ଏସିଡ ।

ଆପଣ ଏଥିରେ ଅଧଚାମଚ ବୋରୀକ ଏସିଡ ନିଅନ୍ତୁ । ଯେଉଁ କର୍ପୁର ପୂଜାରେ ବ୍ୟବହାର ହୋଇଥାଏ ତାକୁ ନିଅନ୍ତୁ ଆଉ ନଡିଆତେଲ ରେ ଭଲରେ ଗୁଣ୍ଡ କରି ମିଶାନ୍ତୁ । ଯେମିତି ମିଶ୍ରଣ ଭଲ ହେବା ଦରକାର । ବୋରୀକ ଆସିଡ କୌଣସି ମେଡିକଲ ସ୍ଟୋରରେ ମଧ୍ୟ ମିଳିବ । ଚାଉଳ ଓ ଧାନରେ ଯେଉଁ ପୋକ ଲାଗିଥାଏ ସେଥିରୁ ପୋକ କାଢିବା ପାଇଁ ବୋରୀକ ଏସିଡର ବ୍ୟବହାର କରାଯାଇଥାଏ । ତାପରେ ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାଇ ରାତି ସାରା ରଖନ୍ତୁ ଆଉ ସକାଳକୁ ଧୋଇ ଧୁଅନ୍ତୁ । ଏହା ବହୁତ ଅଧିକ ଚମତ୍କାରୀ ଅଟେ ଏହା ତିନିଦିନ ମଧ୍ୟରେ ଦୂର ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *