Kundraଙ୍କ ପୋର୍ନ ପିକଚରର ରେଟ ଲିଷ୍ଟ ଅଛି କିଛି ଏଭଳି, ଦେଖି ମୁଣ୍ଡ କମ ଦେବନି

ବଲିଉଡ ରେ ଥିବା କଳାକାର ମାନଙ୍କ ର ଚେହେରା କିଛି ନା କିଛି କଥାକୁ ନେଇକି ସାମନାଙ୍କୁ ଆସିଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଜାଣି ପାରିବା କି ସେମାନେ ତାଙ୍କ ବିବାହ, ପ୍ରେମ, ଘର, କାମ, ଚରିତ୍ର କୁ ନେଇକି ସମାନାକୁ ଆସିଥାନ୍ତି ।

ତେବେ ଆମେ ଦେଖିଛୁ ଶିଲ୍ପା ଶେଠୀ ହେଉଛନ୍ତି ଏକ ଏଭଳି ଅଭିନେତ୍ରୀ ଯିଏ ନିଜର ଅନୁଭବି ଓ ସୁନ୍ଦର ଅଭିନୟ ଦ୍ଵାରା କେବଳ ହିନ୍ଦୀ ସିନେମା ଚଳଚିତ୍ର ନୁହେଁ ବରଂ ତେଲୁଗୁ ଓ ଅନ୍ୟ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି । ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଆମେ ଜାଣି ପାରିବା କି ଆମେ ତାଙ୍କୁ ମୂଖ୍ୟତଃ ନାଚ ଗୀତ ଓ ଯୋଗ କ୍ଷେତ୍ର ରେ ଦେଖିବା କୁ ପାଇ ଥାଉ ।

କେବଳ ସେତିକି ନୁହେଁ ସେ ନିଜର ଫିଟନେସ ପାଇଁ ମଧ୍ୟ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି କିନ୍ତୁ ସେ ତାଙ୍କ ବିବାହ ପରେ ଅଧିକ ଚର୍ଚାରେ ରହିଲେ । କହିବା ପାଇଁ ଗଲେ ସେ ବିବାହ କରିଥିଲେ ଏକ ବ୍ୟବଶାୟୀ ରାଜକୁନ୍ଦ୍ରା ଙ୍କୁ ସେ ତାଙ୍କର ଦ୍ଵିତୀୟ ପତ୍ନୀ । ଏହା ଆଗରୁ ରାଜ ଆଉ ଏକ ବିବାହ କରିଥିଲେ । କିନ୍ତୁ ଏହି ବିବାହ ଖୁବ ଦାମୀ ବିବାହ ଥିଲା । ଶିଲ୍ପା ଙ୍କ ସହ ବିବାହ ପରେ ରାଜ ମଧ୍ୟ ଖୁବ ଚର୍ଚ୍ଚା କୁ ଆସିଥିଲେ ।

କେବଳ ସେତିକି ନୁହେଁ ସେ ଆଉ ସିପ୍ଲା ଅନେକ ଥର କ୍ୟାମେରା କୁ ଆସିଥିଲେ ଓ ଏହି ଯୋଡି ଙ୍କୁ ଏକ ଆଦର୍ଶ ଯୋଡି ବୋଲି ମଧ୍ୟ କୁହା ଯାଉଥିଲା । ଏହା ସହ ଦୁଇ ଜଣଙ୍କ ର ଦୁଇଟି ସନ୍ତାନ ମଧ୍ୟ ଅଛି । ସିପ୍ଲା ଙ୍କ କମେଇ ଠାରୁ ରାଜ ଙ୍କ କମେଇ ଖୁବ ଅଧିକା । ତେବେ କିଛି ଦିନ ତଳେ ତାଙ୍କ ଉପରେ ଆସିଥିବା ଆରୋପ ଅନୁସାରେ ସେ ଅଶୀଳ ଚଳଚିତ୍ର ନିର୍ମାଣ କରି ଏହା କୁ ବିଦେଶ ବଜା ର ରେ ବିକୁଥିଲେ ।

ଏହା ଜାଣିବା ପରେ ପୋ-ଲି-ଶ ତାଙ୍କ ଘରେ ରେଡ ମାରିଥିଲା କେବଳ ସେତିକି ନୁହେଁ ଏହା ମଧ୍ୟ ଜଣା ପଡିଛି କି ସେ ୧୧୯ ଟି ଅଶିଳ ଚଳଚିତ୍ର ନିର୍ମାଣ କରି ସାରିଛନ୍ତି ଓ ଏହାକୁ ୯ କୋଟି ଟଙ୍କା ଦରରେ ସେ ବିକି ଥାନ୍ତେ ଏହା ଆନ୍ତର୍ଜାତୀୟ ବ୍ୟବଶାୟ ଅଟେ । ଏହା ଆମ ଭାରତରେ ଅସାମିଜିକ କାମ ତେଣୁ ଏବେ କୋର୍ଟ ତାଙ୍କୁ ୨୭ ଜୁଲାଇ ଯାଏ ପୋ-ଲି-ଶ ରିମାଣ୍ଡ ରେ ରହିବା ପାଇଁ କହିଥିଲା ।

କିଛି ଦିନ ତଳେ ହୋଇଥିବା ରକେଟ ମଧ୍ୟରୁ ରାଜ ଙ୍କ ସହ ୧୧ ଜଣ ଧାରା ହୋଇ ସାରିଛନ୍ତି । ଏହା ମଧ୍ୟ କୁହା ଯାଉଛି କି ଆହୁରି ଅନେକ ଲୋକ ଏହି ମାମଲାରେ ଆସି ପାରନ୍ତି । ରାଜ କୂନ୍ଦ୍ରା ନିଜ ପଇସା କୁ ବ୍ୟାଟିଂ ରେ ଲଗାଉ ଥିଲେ ପୋ-ଲି-ଶ ଏହା ମଧ୍ୟ କହିଛି କି କେବଳ ସେ ଅଶିଳ ଚଳଚିତ୍ର କରୁଥିଲେ ଏହା ନୁହେଁ ବରଂ ସେ ସବୁ ପ୍ରକାର ସଂଗଠନ ମଧ୍ୟ କରାଉ ଥିଲେ ତେବେ ଏହା ଏକ ଗମ୍ଭୀର ସମସ୍ଯା ବୋଲି ପୋ-ଲି-ଶ କହିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *