କୁନ୍ଦୁରୀ ଖାଇବା ଦ୍ଵାରା ମୂଳରୁ ଶେଷ ହୋଇଯାଏ ଏହି ଗମ୍ଭୀର ରୋଗ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ- Health Tips

ଆଜିକାଲିର ଭାଗଦୌଡ ଭରା ଜୀବନରେ କେହି ବି ନିଜ ସ୍ୱାସ୍ଥ୍ୟର ଠିକ ଭାବେ ଧ୍ୟାନ ରଖୁ ନହନ୍ତି । ସମସ୍ତେ କେବଳ ଟଙ୍କା ପଛରେ ଦୌଡୁଛନ୍ତି ଓ ନିଜ ସ୍ୱାସ୍ଥ୍ୟକୁ ଖରପା କରିବାରେ ଲାଗିଛନ୍ତି । ତେବେ ସେହିଭଳି ଲୋକ ଯେଉଁମାନେ ନିଜ ଶରୀରୀ ପ୍ରତି ଯତ୍ନବାନ ହୋଇପାରୁ ନାହାନ୍ତି ସେମାନେ ନିଜ ଖାଦ୍ଯରେ ନିଶ୍ଚିତ ଭାବେ ଯଦି କିଛି ଏଭଳି ପନିପରିବା ମିଶାନ୍ତି ବା ପ୍ରତ୍ୟକ ଦିନ ଖାଆନ୍ତି ତେବେ ସେମାନେ ଅନେକ ରୋଗରୁ ଦୂରେଇ ରହିପାରନ୍ତେ । ସେହିଭଳି ଏକ ପରିବା ବିଷୟରେ ଆଜି ଆମେ ଆପଣାକୁ କହିବାକୁ ଯାଉଛୁ ।

କୁନ୍ଦୁରୀ ଏକ ଉଷ୍ଣ କଟି ବନ୍ଧ୍ୟ ଲତା ଅଟେ । ଏହା ସମଗ୍ର ଭାରତ ବର୍ଷରେ ମିଳିଥାଏ । ବହୁତ ଜାଗାରେ ଏହାର ଚାଷ ମଧ୍ୟ କରାଯାଏ । ଏହାକୁ ଆୟୁର୍ବେଦରେ ବିମ୍ବୀ ଫଳ ରୂପରେ ଜଣା ଯାଏ । ସର୍ବ ପ୍ରଥମେ ଏହାର ଚାଷ ଆଫ୍ରିକା, ଏସିଆରେ କରଯାଇଥିଲା ।

ଏହି ସବୁଜ ଫଳର ଲୋକ ତରକାରୀରେ ବ୍ୟବହାର କରିଥାନ୍ତି ।  ଆମର ଏଠାରେ ବହୁତ ସହଜରେ ମିଳିଥାଏ କୁନ୍ଦୁରୀ । ଖାଦ୍ଯରେ ବ୍ୟବହାର କରାଯାଉଥିବା କୁନ୍ଦୁରି ବହୁତ ଲାଭ ଦାୟକ ହୋଇଥାଏ । ଏହା ବୋଧେ ବହୁତ କମ ଲୋକ ଜାଣିଥିବେ । ଆଜି ଏହି ଲେଖା ମାଧ୍ୟମରେ କୁନ୍ଦୁରୀ ବିଷୟରେ ଆଲୋଚନା କରିବା । ସେଥିପାଇଁ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ବିଛା କାମୁଡି ଥିଲେ ତାହାକୁ ଠିକ କରିବା ପାଇଁ କୁନ୍ଦୁରୀର ପ୍ରୟୋଗ କରିପାରନ୍ତି । କୁନ୍ଦୁରୀ ପତ୍ରର ରସ ବାହାର କରି ବିଛା କାମୁଡିଥିବା ସ୍ଥାନରେ ଲଗାଇଲେ ବିଛାର ବିସ ଦେହରେ ବ୍ୟାପେ ନାହିଁ ।

ଦ୍ଵିତୀୟରେ ଆଦିବାସୀ ମାନକ କହିବା ଅନୁସାରେ କଞ୍ଚା କୁନ୍ଦୁରୀର କିଛି ଦିନ ସେବନ ଦ୍ଵାରା ଆଖିରେ ଚସମାର ଆବଶ୍ୟକ ପଡେ ନାହିଁ । ଏହା ସହିତ କୁହାଯାଏକି କୁନ୍ଦୁରୀ ତକାରୀ ନିରନ୍ତର ଖାଇବା ଦ୍ଵାରା କେସ ଝଡିବା ମଧ୍ୟ ବନ୍ଦ ହୋଇଯାଏ । ଏହା ଚନ୍ଦା ପଣରୁ ମଧ୍ୟ ମୁକ୍ତି ଦେଇଥାଏ । ତୃତୀୟରେ ହୃଦୟ ସମ୍ବନ୍ଧିତ ରୋଗ ହାର୍ଟ ଆଟକ, ହୃଦୟରେ ରକ୍ତର ବାଧା ଆଦୀରୁ ବଞ୍ଚାଇ ଥାଏ । ଏହା ହାର୍ଟ ବିଟକୁ ନିୟତ୍ରଣ କରି ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ କରିଥାଏ । ଏହା ଦ୍ଵାରା ଆମେ ବାହାରୁ ଊର୍ଜାବାନ ରହିଥାଉ ।

 

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *