ଦେଖନ୍ତୁ Video: କୁନି ଝିଅଟି କରୁଛି ଆକୁଳ ନିବେଦନ, “ମତେ ଡାକ୍ତରଙ୍କ ପାଖକୁ ନେଇ ଚାଲ ନହେଲେ ମତେ ମା-ରି-ଦି-ଅ”, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ସୋ-ସି-ଆ-ଲ ମି-ଡି-ଆରେ ଏବେ ଗୋଟେ ଘଟନା ଖୁବ ଭାଇରାଲ ହେଉଛି । ଯାହାକୁ ଦେଖି ବା ଶୁଣି ଲୋକେ ବିଶ୍ବାସ କରି ପାରୁ ନାହାନ୍ତି । ଏମିତି ବି ସଂସରେ ହୁଏ, ଗୋଟେ କୁନି ଝିଅ ପାଇଁ ଗୋଟେ ସାପକୁ ବନ୍ଧକ ରକ୍ଷା ଯାଇଛି । ସଂପୂର୍ଣ୍ଣ ଖବର ଜାଣି ଆପଣ ବିଶ୍ଵାସ କରି ପରିବେନି ।

ଏହି ସବୁ ଘ-ଟ-ଣା ବିଷୟରେ ଜାଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆଜିର ଏହି ଘଟଣା ମଧ୍ୟ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା , ଯାହା ବିଷୟରେ ଆପଣ କେବେ କଳ୍ପନା ବି କରିପାରିବେ ନାହିଁ । ଗୋଟେ ନାଗ କୁନି ଝିଅକୁ କାମୁଡିବାରୁ ତାକୁ ବ-ନ୍ଦୀ କରି ରଖିଛନ୍ତି ଝିଅର ବାପା । ନା ଖାଇବାକୁ ଦେଉଛନ୍ତି ନା ପିଇବାକୁ ।

କେବଳ ସେତିକି ନୁହେଁ ଝିଅର ବାପା ସମେତ ପୁରା ଗାଁ ଲୋକଙ୍କର ମଧ୍ୟ ସେହି ଗୋଟିଏ ଜିଦ କି ଯେ ପର୍ଯ୍ୟନ୍ତ ଝିଅ ସଂପୂର୍ଣ୍ଣ ଭାବରେ ସୁସ୍ଥ ନହୋଇଛି ସେତେବେଳ ପର୍ଯ୍ୟନ୍ତ ସାପକୁ ଛଡାଯିବ ନାହିଁ । ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ତେବେ ରିପୋର୍ଟସ ଅନୁସାରେ ଏକ ମାସ ତଳେ ମଞ୍ଜୁଳା ନାମକ ଏକ କୁନି ଝିଅ ନିଜ ଘର ପାଖ ଗଛ କରୋଡରୁ ପକ୍ଷୀ ଧରୁଥିବା ବେଳେ ଏକ ନାଗ ସାପ ଆସି ତାର ହାତକୁ କା-ମୁ-ଡି ଦେଇଥିଲା ।

ସେହି ଦିନ ଠାରୁ ମଞ୍ଜୁଳା ବି-ଷ ଜ୍ଵ-ଳା-ରେ ହେଉଛି ଛ-ଟ-ପ-ଟ । ଯେଉଁ ଡାହାଣ ହାତକୁ ନାଗ ଚୋ-ଟ ମା-ରି-ଥି-ଲା ସେହି ହାତଟି ପ୍ରଥମେ ଫୁଲି ଯାଇଥିଲା ଓ ବର୍ତ୍ତମାନ ପଚିବାକୁ ଲାଗିଛି । ଚିକିତ୍ସା ଅଭାବରୁ ହାତଟି ପ-ଚି-ବା-କୁ ଲାଗିଲାଣି । ସାପ କାମୁଡିବା ପରେ ପରିବାର ଲୋକେ ଝିଅକୁ ପ୍ରଥମେ ଉବାରକୋଟ ପରେ ନବରଙ୍ଗ ପୁର ଓ ତାପରେ କୋରାପୁଟ ହସ୍ପିଟାଲକୁ ନେଇଥିଲେ । ଅବସ୍ଥା ଗୁରୁତ୍ଵର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ କହିଥିଲେ କୋରାପୁଟ ଡାକ୍ତର ।

ହେଲେ ଅର୍ଥ ଅଭାବ ହେତୁ ପରିବାର ଲୋକେ ମଞ୍ଜୁଳାକୁ ବ୍ରହ୍ମପୁର ନେଇପାରି ନଥିଲେ । ଏହି ସମ୍ପର୍କ ବିଷୟରେ ଜାଣିବା ପରେ ରାୟଘରର ବିଡିଓ ସେହି ପରିବାର ସହ କଥା ହୋଇଥିଲେ ଓ ସହାୟତାର ପ୍ରତିସୂତି ନେଇଥିଲେ । ଗତ ରାତିରେ ମଞ୍ଜୁଳାଙ୍କୁ ରାୟଘର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେଠାର ତାର ଚିକିତ୍ସା କରାଯାଇଛି ।

ଯେଉଁ ନାଗ ସାପଟି ଝିଅକୁ କା-ମୁ-ଡି ଥିଲା ତାକୁ ଏକ ପ୍ଲାଷ୍ଟିକ ପାତ୍ରରେ ବନ୍ଦ କରି ରଖାଯାଇଛି । ଝିଅ ଯେହେତୁ କିଛି ଖାଉନି କି ପିଉନି ତେଣୁ ସାପକୁ ମଧ୍ୟ କିଛି ଖାଇବାକୁ ଦିଆଯାଉ ନାହିଁ । ଯେତେବେଳେ ଝିଅ ଠିକ ହୋଇଯିବ ସେତେବେଳେ ଗାଁ ଲୋକ ସାପକୁ ସ୍ଥାନୀୟ ଜଙ୍ଗଲରେ ଛାଡିଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *