ଦେଖନ୍ତୁ ଏହି କୁନି ପିଲାର ଭିଡିଓ ପୁଣି ହେଲା ଭାଇରାଲ, ଥରେ ଦେଖନ୍ତୁ ଏହି ଭାଇରାଲ Video, ନିଜ ହସକୁ ଅଟକେଇ ପାରିବେନି

ବନ୍ଧୁଗଣ ଆପଣ ଏମାନେ ଜାଣିଥିବେ ଆଜିକାଲି ସୋ-ସି-ଆ-ଲ ମି-ଡି-ଆ-ରେ ଅନେକ ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି । କିଛି ଭି-ଡି-ଓ ଏମିତି ମଜାଦାର ରହିଛି ଯାହା ଦେଖିଲେ ଆପଣ ମାନେ ହସି ହସି ଗଡିଯିବେ । ଆଜିର ଆମ ର ଏହି ଲେଖାରେ ଏମିତି କିଛି କାହାଣୀ ରହିଛି ଯେଉଁଠାରେ ଗୋଟେ କୁନି ପୁଅ କିପରି ଭାବେ ତା ମା ସହ କଥା ହେଉଛି ଆସନ୍ତୁ ଜାଣିବା । ଏହି ଭି-ଡି-ଓ ରେ ଜଣେ କୁନି ପୁଅ ଟି ନିଜ ମା କୁ ରା-ଗି-କି କହୁଛି ଯେ ଆଗରୁ କହିଲେ ପିତା ଆଗରୁ ନ କହିଲେ ମା-ରି-ବି ଯେ ଗୋଟେ ତଳେ ପଡିବୁ । ଏହି କୁନି ପୁଅର କହିବାର ଅର୍ଥ ହେଉଛି କି ସେ ଖେଳିବା ସମୟରେ ତା ସାଙ୍ଗ ଏମାନେ ତ ଡ୍ରେସ ର ଚେନ ଟାଣୁଥିଲେ ।

ସେଥିପାଇଁ ସେ ରା-ଗି ଯାଇ ତାଙ୍କୁ ବହୁତ କଥା ଶୁଣାଇଛି ଯାହା ସେ ତା ମା କୁ କହୁଛି । ସେ ପୁଅ ଟି କହିଛି ଶ-ଟା-ପ ଯଦି ମୋ ଚେନ ଟାଣିଥିବ ତ ଦେଖିବ ମୁଁ କିଏ ଏହି ଭଳି ଶବ୍ଦ ର ପ୍ରୟୋଗ କରିଛି । ଏହି ସବୁ କଥା ଶୁଣିବା ପରେ ତା ମା ହସି ହସି ଗଡିବା ସହ ନିଜ ପୁଅ କୁ ବୁଝାଉଛନ୍ତି କି ଏମିତି ରା-ଗି-ବା ଭଲ କଥା ନୁହେଁ । କାରଣ ଛୋଟ ପିଲା ମାନେ ଏତେ ରା-ଗି-ଲେ ସମସ୍ତେ ତାକୁ ଖ-ରା-ପ ପିଲା କହିବେ । ପୁଅ ର ମା କହୁଛନ୍ତି କେ ତୁ ମୋର ସୁନା ପୁଅ ଏମିତି ରା-ଉ-ଡି ହେବା ଠିକ କଥା ନୁହେଁ ।

କିନ୍ତୁ ଉତ୍ତର ରେ କୁନି ପୁଅ ଟି କହୁଛି କି ସେମାନେ କଣ ପାଇଁ ମୋ ଡ୍ରେସ ର ଚେନ ଟାଣିଲେ ଆଉ ମୋ ସହ ଝ-ଗ-ଡା କରିଲେ । ଏମିତି କଥା ଆଗକୁ ନ କହିବା ପାଇଁ ପୁଅର ମା ତାକୁ ବୁଝାଉଛି ଯାହା ଏହି ଭି-ଡି-ଓ ରେ ଆପଣ ମାନେ ଦେଖି ପାରିବେ । ସତ କହିବାକୁ ଗଲେ ଏତେ କମ ବୟସର ପିଲା ଏତେ ସ୍ମାର୍ଟ ଓ ବିଚକ୍ଷଣ ଭାବେ କଥା କହୁଛି ଯାହା ନ ଦେଖିଲେ ବିଶ୍ଵାସ କରି ହେବନି ।

ତେବେ ପିଲା ର ଏମିତି କଥା ଆଶ୍ଚର୍ଯ୍ୟ କର ହୋଇଥିଲେ ମଧ୍ୟ ଶୁଣିବାକୁ ସେତିକି ମଜା ଲାଗୁଛି । କୁନି ପୁଅର କଥା କହିବାର ଢଙ୍ଗ କିଛି ନିଆରା ଲାଗୁଛି । ଅନ୍ୟ କ୍ଷେତ୍ର ରେ ଏତେ କମ ବୟସର ପିଲା ଏମିତି ଶବ୍ଦର ପ୍ରୟୋଗ କରିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି କୁନି ପୁଅ ର କଥା କହିବାର ଶୈଳୀ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *