କୁକୁର ସୁସୁ କଲା ବେଳେ ନିଜର ଗୋଟେ ଗୋଡ କଣ ପାଇଁ ଉଠାଏ, ଜାଣନ୍ତୁ ଏହା ପଛରେ ଥିବା କାରଣ

ଯେମିତିକି ଆପଣ ଜାଣିଛନ୍ତି କୁକୁର ମାନେ ସୁସୁ କଲାବେଳେ ନିଅଜର ଗୋଟେ ଗୋଡ ଉଠାଇ ଥାନ୍ତି , ତେବେ କଣ ଅପାନ ଜାଣିଛନ୍ତି ଏମିତି ସେମାନେ କାହିଁକି କରନ୍ତି । ଏହା ପଛରେ ଥିବା ଆଶ୍ଚର୍ଯ୍ୟ କର ତଥ୍ୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆପଣ ଆଗରୁ କେବେ ଜାଣି ନଥିବେ । ତେବେ ଏହା ପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ଅଛି, ତେବେ ଏହା କଣ ସେ ବିଷୟରେ ଜାଣିବା ପାଇଁ ସଂପୂର୍ଣ୍ଣ ଖବର ପଢନ୍ତୁ ।

କୁକୁର ସୁସୁ କଲାବେଳେ ନିଜ ଗୋଟେ ଗୋଡ କାହିଁକି ଉଠାଏ, ଜାଣନ୍ତୁ କଣ ଅଛି ବୈଜ୍ଞାନିକ କାରଣ :-

ଆଜି ଏହି ଆଟିକିଲ ରେ କୁକୁର ବିଷୟରେ କହିବାକୁ ଯାଉଛୁ ସାଧାରଣତଃ ସୁସୁ କରିବାର ଦେଖି ଥିବେ କୁକୁର ସୁସୁ କଲା ବେଳେ ତାଙ୍କ ଗୋଡ ଉପରକୁ କାହିଁକି ଉଠାନ୍ତି । କୁକୁର ଗୋଡ ଉଚା କରି ସୁସୁ କରିବାର କାରଣ ,ସେ ଅଲଗା କୁକୁର ନାକ ସମାନ୍ତର ନିଜର ଗନ୍ଧ ଛଡେ କାରଣ ସେହି କୁକୁରର ଗନ୍ଧ ଆସିବା ପାଇଁ । ସେଥିପାଇଁ ସେ ସିଧା ଠିଆ ହୋଇ କୌଣସି ଜିନିଷକୁ ପ୍ରଧାନତା ଦେଇଥାଏ । ନିଜର ଏହି ଅନୋଖି କ୍ରିୟା ପଛରେ ତାଙ୍କ ଲକ୍ଷ ଏହା ଥାଏ କି ଅଲଗା କୁକୁରଙ୍କ  ନାକ ଉଚାରେ ନିଜ ସୁସୁର ଗନ୍ଧ ଛାଡିବା ପାଇଁ ।

ସେଥିପାଇଁ କୁକୁର ଅଧିକ ଉଚାରେ ଏହି କାମ କରିଥାନ୍ତି ,ଏହା ପଛରେ ଆଉଗୋଟେ କାରଣ ଅଛି ଯଦି କୁକୁର କୁଆଡେ ପଳେଈ ଯାଏ କି ହଜିଯାଏ ତାକୁ ତା ଗନ୍ଧରେ  ତାର ଘରର ଠିକଣା ମିଳିଯାଏ । ଏହି କୁକୁର ମାନେ ଗନ୍ଧ ଚିହ୍ନିବାରେ ଗୋଟେ ଅଲଗା ପ୍ରକାର  କାଇଦା ଥାଏ, ସେହିକାରଣରୁ କୁକୁର ସୁସୁ କଲାବେଳେ ଗୋଟେ ଗୋଡ ଉପରକୁ ଉଠାଇଦିଅନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *