କ୍ୟାମେରା ସାମ୍ନାକୁ ଆସିଲେ ଫେରାର ବୋହୂ ନନ୍ଦିନୀ, ଯାହା ସବୁ କହିଲେ ଶୁଣି ଉଡିବ ହୋସ… ଦେଖନ୍ତୁ Exclusive Video

ନୂଆ ବାହା ହୋଇ ରହିବା ନବ ବଧୁ ଘରୁ ବାହାରିଲା ଏବେ ସମାଜ ଆଗରେ ମୁହଁ ଖୋଲିବା ପାଇଁ ବାଧ୍ୟ ହୋଇ ଥିଲେ । କିଛି ଦିନ ତଳେ ଆମେ ଦେଖିବା ପାଇଁ ପାଇ ଥିଲୁ କି ଯୁବକ ଙ୍କୁ ବହୁତ ମାଡ ମାରିକି କନ୍ୟା ତାଙ୍କ ହାତ କ୍ସହାଡ଼ି ଚାଲି ଯାଇ ଥିଲେ । ତେବେ ଏହି ଘଟଣା ଏକ ଆଚମ୍ବିତ ଘଟଣା । ଭୁବନେଶ୍ୱର ରେ ଘର ପୁଅ ର ପୁରି ରେ । ତେବେ ପରିବାର ଲୋକ ମାନେ ବାହାଘର ସ୍ଥିର କରାଇ ଥିଲେ । କିନ୍ତୁ କିଛି ସମୟ ପରେ ଦେଖିବା ପାଇଁ ପାଇଁ ଥିଲୁ କି ମାତ୍ର ଦୁଇ ଦିନ ପରେ ଏହି ଭଳି ଘଟଣା ।

ପୁଅ ଘର ଲୋକ ମାନେ ନିଜ ମତ ରଖିବା ପରେ । ଏବେ ବହୁ ମୁହଁ ଖୋଲି ଛନ୍ତି କହିଛନ୍ତି ଧୋକା ଦିଆ ଯାଇଥିଲା ତାଙ୍କୁ ତାଙ୍କ ଆଗରେ କିଛି ରାସ୍ତା ନଥିଲା । ସେଇ ପାଇଁ ନିଜ ଜୀବନ ବଞ୍ଚାଇବା ପାଇଁ ସେ ଘରୁ ବାହାରି ଯାଇଥିଲେ ଓ ଏହା ପରେ ନିନା ଘର ଲୋକ ଙ୍କୁ ଡାକିକି ଚାଲି ଆସିଥିଲେ । ତାଙ୍କୁ ଯୌତୁକ ନ ଦେବା ହେତୁ ବହୁତ ନିର୍ଯ୍ୟାତନା ଦିଆ ଯାଇଥିଲା କହି ଛନ୍ତି ।

ନିର୍ବନ୍ଧ ପାଇଁ ଡକା ଯାଇଥିଲା ହଠାତ କହିଥିଲେ କି ବାହାଘର ହେବ । କନ୍ୟା କହିଛନ୍ତି କି ସେ ଗରିବ ପରିବାର ହୋଇଥିବାରୁ ସବୁ ମାନି ଯାଇ ଥିଲେ । ତାଙ୍କୁ କୁହା ଯାଇଅଥିଲା ପୁଅ ବିଲଡର ଅଛି କୀଚଜି ଅସୁବିଧା ହେବନି । କିନ୍ତୁ ଦେଖିବା ବ୍ରଲେ ସ୍ୱାମୀ ହେଉଛି ରଙ୍ଗ ମିସ୍ତ୍ରୀ । ବିବାହ ର ପ୍ରଥମ ରାତିରେ ନନ୍ଦୀନି ଙ୍କୁ ଧମକ ଦିଆ ଯାଇଥିଲା କି ତୁମ୍ଭର କାମ ହେଲା ଆମ କଥା ସବୁ ମାନିବ ।

ଯଦି ନ ମାନିକି କାମ କରିବ ତୁମ ନା ରେ କେଶ ଦିଆ ଯିବ ଏହା ସହ ତୁମେ ଆଉ ଘରକୁ ଯାଇ ପାରିବ ନି । ସ୍ୱାମୀ କହିଥିଲେ କି କିଛି ନ ନେଇକି ଆସିଥିବା ଝିଅ କୁ ଚଳାଇବା ବହୁତ କଷ୍ଟକର । ତେଣୁ ସେ ନିଜ ଜୀବନ ବିପଦରେ ଅଛି ଭାବିକି ଚୁପ ଚାପ ଏକ ପ୍ଲାନ ମାରି ସେଠାରୁ ପଳାଇ ଆସିବା ପାଇଁ ଚେଷ୍ଟା କରିଥିଲେ । ଯାହା ଦ୍ୱାରା ତାଙ୍କ ଉପରେ ଆରୋପ ଲଗା ଯାଇଛି କି ସେ ଚାରିତ୍ରହୀନ ସୁନା ନେଇ ଆସିଛନ୍ତି ଇତ୍ୟାଦି ।

ଏହା ଖୁବ ଅସହ୍ୟ ହୋଇ ଯାଇଥିଲା ନନ୍ଦୀନି ଙ୍କ ପାଇଁ ତେଣୁ ସେ ମୁହଁ। ଖୋଲିଲେ ବୋଲି କହିଛନ୍ତି । ସେ କହିଛନ୍ତି କି ମୁ ତାଙ୍କ ଆଖି ଆଗରେ ତାଙ୍କ ପୁଅ ସହ ଆସିଲି ମାତ୍ର ଦୁଇ ଦିନ ରହିଛି ସେଇ ଜାଗାରେ ତେବେ ସେ କେମିତି ଜାଣିଲେ କି ମୋର ଚରିତ୍ର କିଭଳି । ମୁ ମୋ ଜୀବନ ବଞ୍ଚାଇବା ପାଇଁ କରିଛି ସୁନା କଥା ରହିଲା ତାଙ୍କ ଘରର ଗହଣା ଆଣିବା କଥା ସେ ନିଜେ କ୍ୟାମେରା ରେ ଦେଖନ୍ତୁ କି କଣ କଣ ଆଣିଛି ମୁ । ଏହା ଥିଲା ନନ୍ଦିନୀ ଙ୍କ ବୟାନ ।

Leave a Reply

Your email address will not be published. Required fields are marked *