ଘରକୁ ଫେରିଲେ Prabhat, କାନ୍ଦି କାନ୍ଦି ଯାହା କହିଲେ ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ: ଦେଖନ୍ତୁ Video

ମୁଣ୍ଡୁଳିରେ ବୋର୍ଟ ବୁଡିବା କାରଣରୁ ODRFର ସଦସ୍ୟଙ୍କ ସହ ଜଣେ କ୍ୟାମେରାମ୍ୟାନ ଓ ରି-ପୋ-ର୍ଟର ମଧ୍ୟ ପାଣିରେ ବୁଡି ଯାଇ ଥିଲେ । ରି-ପୋ-ର୍ଟର ଅରବିନ୍ଦ ଦାସଙ୍କ ମୃ-ତ୍ୟୁର ଖବର ସାମ୍ନାକୁ ଆସି ଥିଲା ଓ ପ୍ରଭାତଙ୍କୁ ସଙ୍ଗେ ସଙ୍ଗେ ସେହି ପାଣି ମଧ୍ୟରୁ ଉ-ଦ୍ଧା-ର କରି ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା । ଆଜି କ୍ୟାମେରାମ୍ୟାନ ପ୍ରଭାତ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେ-ରୁ-ଛ-ନ୍ତି । ସେହି ସମୟରେ ସେ ମି-ଡି-ଆ ସହ କଥାବାର୍ତ୍ତା କରି କହିଲେ କି ଏବେ ମୁଁ ସୁସ୍ଥ ହୋଇ ଘରକୁ ଫେରୁଛି ।

ଭଗବାନଙ୍କ ଆଶୀର୍ବାଦ ଓ ଆପଣ ସମସ୍ତଙ୍କ ଭଲ ପାଇବା ଯୋଗୁ ମୁଁ ଆଜି ଗୋଟିଏ ନୂଆ ଜୀବନ ପାଇଲି । କିନ୍ତୁ ମନରେ ଗୋଟିଏ ଦୁଃଖ ରହିଗଲା କି ଅରିନ୍ଦମ ଭାଇ ଚାଲି ଗଲେ । ଆମେ ଦୁଇ ଜଣ ସାଙ୍ଗ ହୋଇ ସବୁ ସ୍ଥାନକୁ ନ୍ୟୁଜ କଭର କରିବା ପାଇଁ ଯାଉ ।

କିନ୍ତୁ ଭଗବାନ ମୋତେ ରଖିଲେ ଓ ତାଙ୍କୁ ନେଇ ଗଲେ ଯାହାକି ମୋତେ ବହୁତ କଷ୍ଟ ଦଉଛି । ସେ ଆଗକୁ କହିଲେ କି ପାଣି ଭିତରର ଦୃଶ୍ୟ ବିଷୟରେ କହିବା ବହୁତ ହିଁ କଷ୍ଟ ଅଟେ । କାରଣ ମୁଁ ସେଠୁ କେମିତି ବଞ୍ଚିଛି ତାହା କେବଳ ଭଗବାନ ଜାଣିଛି ।

ମୁଁ ବୋର୍ଟ ତଳେ ରହିଯାଇ ଥିଲି ଓ ବହୁତ ସମୟ ପର୍ଯ୍ୟନ୍ତ ଚେଷ୍ଟା କରିଲି ଓ ଶେଷରେ ମୁଁ ଯେତେବେଳେ ଥକି ଗଲି ତେବେ ବୋର୍ଟ ତଳୁ ବାହାରିଲି । ଭଗବାନଙ୍କ ଦୟାରୁ ମୁଁ ଉପରକୁ ଆସିଲି । ବର୍ତ୍ତମାନ ମୁଁ ଆପଣଙ୍କ ସାମ୍ନାରେ ଜୀବିତ ଅଛି ।

ଏହା ପୂର୍ବରୁ ବି ଆମେ ଆହୁରି ଅଧିକ ବିପଦ ସ୍ଥାନକୁ ଯାଇ କାମ କରି ଆସିଛୁ । କିନ୍ତୁ ଅଘଟଣ କେତେବେଳେ ଓ କେମିତି ଆସିବ ସେହି ବିଷୟରେ କେହି ତ କହି ପାରିବେ ନାହିଁ । ଅରିନ୍ଦମ ଭାଇ ଓ ମୁଁ ଏହା ପୂର୍ବରୁ ବି ବହୁତ ରିସ୍କ ନେଇ କାମ କରିଛୁ ।

କିନ୍ତୁ ଏହିଭଳି ଅଘଟଣ ଘଟିଯିବ ଏହା ବିଷୟରେ ଆମକୁ ଅନ୍ଦାଜ ବି ନ ଥିଲା । ଆମ କାମ କିଛି ଏହିଭଳି ଓ ତାକୁ ଦେଖିଲେ ଆମେ କିଛି ବି କରି ପାରିବୁନି । ଯାହା ହବ କଥା ହବ । ଭଗବାନ ଯାହା କରିବା କଥା କରିବେ । କହିଦେଉଛୁ କି ଏହି ସବୁ କଥା କହୁ ଥିବା ସମୟରେ ପ୍ରଭାତଙ୍କ ଆଖିରୁ ପାଣି ଚାଲି ଆସିଥିଲା ।

Leave a Reply

Your email address will not be published. Required fields are marked *