କ୍ୟାମେରାରେ ରେକର୍ଡ ହୋଇଥିବା ଏଭଳି କିଛି ଘଟଣା ଯାହାକୁ ଦେଖି କେହିବି ଆଶ୍ଚର୍ଯ୍ୟ ହୋଇଯିବେ

ଏହି ଦୁନିଆରେ ସମସ୍ତେ ସବୁବେଳେ କୌଣସି ନା କୌଣସି ଗତିବିଧି କରୁଥାଏ । କିନ୍ତୁ ଏହି ଦୁନିଆରେ ଏମିତି ବି କିଛି ନମୁନା ଅଛନ୍ତି ଯେଉଁମାନେ କୌଣସି ନା କୌଣସି ଅଦ୍ଭୁତ କାମ କରିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଘଟଣା କ୍ୟାମେରାରେ କଏଦ ହୋଇଯାଏ । ଯାହାକୁ ଦେଖି ଆମେ ରାଗି ଥାଉ ତ କିଛି ଘଟଣାକୁ ଦେଖି ଆମେ ହସି ଥାଉ । ଆଜି ଆମେ ଆପଣଙ୍କୁ ଏମିତି କିଛି ଘଟଣା ବିଷୟରେ କହିବୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜିକାଲି ସୋ-ସି-ଆ-ଲ ମି-ଡି-ଆ-ରେ କିଛି ବି ଭା-ଇ-ରା-ଲ ହୋଇ ପାରିବ । ବିଦେଶରେ ଜେବ୍ରା କ୍ରଶିଙ୍ଗରେ ନାଚିବାର ଟ୍ରେଣ୍ଡ ଭାରତକୁ ଆସି ଯାଇଛି । ଯାହାକୁ ଦେଖି ମଧ୍ୟପ୍ରଦେଶ ଇନ୍ଦୋରର ଏହି ଝିଅ ଏକ ଟ୍ରାଫିକରେ ଛିଡା ହୋଇ ଜେବ୍ରା କ୍ରଶିଙ୍ଗରେ ନାଚିବା ଆରମ୍ଭ କରି ଦେଲା । ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଲା ।

ଏହି ଭା-ଇ-ରା-ଲ ଫୁଟେଜରେ ଦେଖି ପାରିବେ କି ଏମାନେ କେମିତି ବେକରିରେ ବିସ୍କୁଟ ଉପରେ ଗୋଡ ରଖି ବସିଛନ୍ତି ଓ ତାକୁ ପ୍ୟାକେଟରେ ଭର୍ତ୍ତି ବି କରୁଛନ୍ତି । ତାହା ଉପରେ ଛେପ ବି ଲଗାଉଛନ୍ତି । କହିବାକୁ ଗଲେ ଏଥିରେ ମାଲିକର ଭୁଲ ନୁହେଁ କାମ କରୁଥିବା ଲୋକମାନଙ୍କର ଭୁଲ ଅଟେ । ଏହାକୁ ଦେଖିବା ପରେ ଏହିଭଳି ଜିନିଷକୁ ଖାଇବା ପାଇଁ ଲୋକମାନେ ୧୦୦ ଥର ଚିନ୍ତା କରିବେ ।

ନିଶା କରିବା ଖରାପ କଥା ଅଟେ । କିନ୍ତୁ ନିଶା କରି ହଙ୍ଗାମା କରିବା ତାହା ଠାରୁ ଅଧିକ ଖରାପ ଅଟେ । ଏହି ମହିଳାକୁ ଦେଖନ୍ତୁ ଯିଏକି ନିଶା କରି ମଝି ରାସ୍ତାରେ ନାଚୁଛି । ଚାଲୁ ଥିବା ଗାଡିମାନଙ୍କୁ ହଇରାଣ କରୁଛି ।

ଯେଉଁ ଲୋକମାନେ ନିଜର ଭୁଲ ଥିବା ସତ୍ବେ ବି ଆଇନ ସହ ପଙ୍ଗା ନିଅନ୍ତି ତାଙ୍କୁ ବହୁତ ଦଣ୍ଡ ମଧ୍ୟ ମିଳିଥାଏ । ଏହି ଦୃଶ୍ୟରେ ଦେଖନ୍ତୁ ଯେତେବେଳେ ଗୋଟିଏ ଯୁବକ ହେଲମେଟ ବିନା ବାଇକରେ ଯାଉ ଥିଲା ସେହି ସମୟରେ ପୋଲିସ ତାକୁ ଅଟକାଇ ୫୦୦ ଟଙ୍କାର ଚାଲାଣ କାଟିଲା । ଚାଲାଣର ଖବର ଲାଗିବା ମାତ୍ରେ ହିଁ ପୁଅର ପିତା ସେହି ସ୍ଥାନକୁ ପହଞ୍ଚି ଗଲା । ଚାଲାଣ ନ ଦେବା ପାଇଁ କହିଲ ଓ ପୋଲିସ ସହ ବହୁତ ବିବାଦ ପରେ ରାସ୍ତା ଉପରେ ଆନ୍ଦୋଳନ କରିବା ପାଇଁ ବସିଗଲେ । ବହୁତ ଚେଷ୍ଟା ପରେ ପୋଲିସ ଅଫିସରମାନେ ତାଙ୍କୁ ସେହି ସ୍ଥାନରୁ ଉଠାଇଲେ । ଏହା ପରେ ତାଙ୍କ ବିରୁଦ୍ଧରେ ଏଫଆଇଆର ଲେଖିଲେ ।

ଚୀନର ଏହି ଭି-ଡି-ଓ ବହୁତ ଭା-ଇ-ରା-ଲ ହୋଇ ଥିଲା । ଆପଣ ବି ଉଡୁଥିବା ଏହି ଡ୍ରାଗନ ଭି-ଡି-ଓକୁ ଦେଖିଥିବେ । କିନ୍ତୁ ଅସଲରେ ସମୁଦ୍ର ନିକଟରେ ଥିବା ଏହି ଲୋକମାନେ ସମୁଦ୍ରର ବଡ ଲହରୀକୁ ଦେଖିବା ପାଇଁ ଆସି ଥିଲେ । କିନ୍ତୁ କେହି ଜଣେ ଏହି କ୍ଲିପକୁ ଉଠାଇ ବହୁତ ଚାଲାକିରେ ସଫ୍ଟୱେୟାର ମାଧ୍ୟମରେ ଏଥିରେ ଏକ ଡ୍ରାଗନ ରଖି ଦେଲା ।

Leave a Reply

Your email address will not be published. Required fields are marked *