KYC ର ଓଡିଆ ଅର୍ଥ କଣ ଓ ଫୁଲ ଫର୍ମ କଣ ? 99% ଲୋକଙ୍କୁ ଜଣା ନାହିଁ ଏହାର ଉତ୍ତର

ନମସ୍କାର ବନ୍ଧୁଗଣ । ଆପଣ ମାନେ ବ୍ଯାଙ୍କ ରେ ଆ-କା-ଉ-ଣ୍ଟ ଖୋଲିଥିବେ । ଯଦି ଆପଣ ନୂଆ ଆ-କା-ଉ-ଣ୍ଟ ଖୋଲିବାକୁ ଯାଇଥାନ୍ତି ବା ପୂର୍ବ ରୁ ଥିବା ଆ-କା-ଉ-ଣ୍ଟ ରେ କିଛି ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି ତେବେ ବ୍ଯାଙ୍କ ଅଧିକାରି ମାନେ ଆପଣଙ୍କୁ KYC କରିବାକୁ ନିଶ୍ଚୟ କହିଥିବେ । ଆପଣ ମାନେ କଣ ଜାଣିଛନ୍ତି ଯେ KYC କଣ ଓ ଏହାର କାମ କଣ ରହିଛି । ଆଜି ଆମେ ଆପଣ ମାନଙ୍କୁ KYC ର ଓଡିଆ ଅର୍ଥ କଣ ଓ ଏହାର ଫୁଲ ଫର୍ମ କାମ ସେହି ବିଷୟରେ କହିବାକୁ ଯାଉଛୁ ।

ତେବେ KYC ର ଇଂରାଜୀ ଫୁଲ ଫର୍ମ ହେଉଛି know your customer । ଏହାର ଓଡିଆ ଅର୍ଥ ହେଉଛି know ର ଅର୍ଥ ହେଉଛି ଜାଣିବା, your ର ଅର୍ଥ ହେଉଛି ତୁମର, customer ର ଅର୍ଥ ହେଉଛି ଗ୍ରାହକ । ତେବେ ଏହାର ସଂପୂର୍ଣ୍ଣ ଭାବେ ଅର୍ଥ ହେଉଛି ଜାଣିବା ତୁମର ଗ୍ରାହକ । ଏହାର ଓଡିଆ ରେ ଅର୍ଥ ହେଉଛି ତୁମର ଗ୍ରାହକ ଙ୍କୁ ସଂପୂର୍ଣ୍ଣ ଭାବେ ଜାଣ । ଯେ ହେତୁ ବ୍ଯାଙ୍କ KYC କରିବାକୁ କହୁଛି ତେବେ ସେମାନେ ଯେଉଁ ଗ୍ରାହକ ମାନଙ୍କର KYC କରୁଛନ୍ତି ସେମାନଙ୍କୁ ଭଲ ଭାବେ ଜାଣିବା ଉଚିତ । ଗ୍ରାହକ ମାନକର ସଂପୂର୍ଣ୍ଣ ତଥ୍ୟ ଜାଣିବା ବ୍ଯାଙ୍କ ର ଦାୟିତ୍ଵ ଅଟେ ।

ବ୍ଯାଙ୍କ ରେ ଆ-କା-ଉ-ଣ୍ଟ ଖୋଲି ଗ୍ରାହକ ନିଜର ଆଧାର କାର୍ଡ ଓ ପ୍ୟାନ କାର୍ଡ ଆଦି ଜରୁରୀ ତଥ୍ୟ ଦେବାକୁ ପଡୁଛି । ଯାହା ଦ୍ଵାରା ବ୍ଯାଙ୍କ ଜାଣି ପାରୁଛି କି ବ୍ୟକ୍ତି ର ନାମ, ଠିକଣା ଓ ତାର ମାତା ଇ ପିତାର ନାମ କଣ । ସିଧା ସଳଖ କହିବାକୁ ଗଲେ ବ୍ଯାଙ୍କ ଗ୍ରାହକ ମାନଙ୍କର ସଂପୂର୍ଣ୍ଣ ବିବରଣୀ ଜାଣି ପାରୁଛି । KYC ର କରିବାର ଅର୍ଥ ହେଉଛି ବ୍ୟାଙ୍କ ଗ୍ରାହକ ମାନଙ୍କୁ ଭଲ ଭାବେ ଜଣାଇବ ନାଁ କି ଆମେ ବ୍ଯାଙ୍କ କୁ ଜାଣିବା ।

ଏହା ଦ୍ଵାରା ଯଦି ଗ୍ରାହକ ମାନଙ୍କର କୌଣସି ସମସ୍ଯା ହୁଏ ତେବେ ବ୍ଯାଙ୍କ ତାହାର ସମାଧାନ କରିବା ସହଜ ହୋଇଥାଏ ତାର ତଥ୍ୟ କୁ ଆଧାର କରି । ଏହା ସହ KYC ଯଦି ବ୍ଯାଙ୍କ ରେ କରାଯାଏ ତେବେ ବ୍ଯାଙ୍କ ଗ୍ରାହକ ର ଇନକମ ଦେଖି ତାକୁ ଲୋନ ମଧ୍ୟ ଦେଇ ପାରିବ । ତେବେ ଏହା ଥିଲା KYC ର ଅର୍ଥ କଣ ଓ କାମ କଣ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *