Weather Alert: ଲଘୁଚାପ କାରଣରୁ ଏହି 4 ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି, ଦେଖନ୍ତୁ ଆପଣଙ୍କ ଜିଲ୍ଲା ନାହିଁ ତ !

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସୂଚନା ଅନୁସାରେ ଦକ୍ଷିଣ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି ଲଘୁଚାପ । ସେଥିପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ବର୍ଷା ଜାରି ରହିଛି । ବିଶେଷ କରି ଦକ୍ଷିଣ ଓ ଉତ୍ତର ଉପକୂଳ ରେ ବର୍ଷା ର ପରିମାଣ ଅଧିକ ରହିଛି । ଭାରତୀୟ ପାଣିପାଗ ବିଭାଗ ପାଖ ରୁ ଆଜି ୪ଟି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ସେଗୁଡିକ ହେଉଛି କନ୍ଧମାଳ, ଗଜପତି, ଗଞ୍ଜାମ ଓ ରାୟଗଡା ରେ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । ଏହାକୁ ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ।

ରାଜ୍ୟ ଗୁଡିକର ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆ ଯାଇଛି । ସୂଚନା ଅନୁସରେ ୧୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କାର ଯାଇଛି ପାଣିପାଗ ବିଭାଗ ପକ୍ଷ ରୁ । ଆଜି ଆଣ୍ଡାମନ ସାଗରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ରାଜ୍ୟ ବିଭିନ୍ନ ଜିଲ୍ଲା ଗୁଡିକରେ ପ୍ରବଳ ରୁ ପରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାପାଳ ମାନଙ୍କୁ ଏସଆରସିଙ୍କ ତରଫରୁ ସତର୍କ ପରାମର୍ଶ ଦିଆ ଯାଇଛି । ଏହା ସହ ମାଛ ଧରାଳି ମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ଜାରି କରା ଯାଇଛି ।

ବର୍ଷା ହେବ ଅସହ ପବନର ବେଗ ମଧ୍ୟ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି । ତେବେ ପାଣିପାଗର ପରିବର୍ତ୍ତନ ଯୋଗୁ ସାଧାରଣ ଜନତା ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । କାରଣ ବର୍ତ୍ତମାନ ଥଣ୍ଡା ର ପ୍ରଭାବ ରାଜ୍ୟ ର ଅନେକ ଜିଲ୍ଲା ଗୁଡିକରେ ଅଧିକ ଦେଖା ଯାଇଥିଲା ।

କିନ୍ତୁ ବର୍ତ୍ତମାନ ବର୍ଷା ହେବା କାରଣରୁ ଆହୁରି ଅଧିକ ତାହାଣ୍ଡା ପଡିପାରେ ବୋଲି ଅନୁମାନ କରା ଯାଉଛି । ତେବେ ବର୍ଷା ଅଧିକ ହେବା ଯୋଗୁ ଲୋକ ମାନେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି । ତେବେ ଆସନ୍ତା ୧୬ ଯାଏଁ ବର୍ଷା ର ପରିମାଣ ଅଧିକାଂଶ ରାଜ୍ୟ ରେ ରହିବ ବୋଲି ସୂଚନା ମିଳିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *