ଏବେ ଝିଅ ଜନ୍ମ ହେଲେ ସରକାର ଦେବେ 36000 ଟଙ୍କା, ଜାଣନ୍ତୁ କେମିତି ଉଠାଇ ପାରିବେ ଏହାର ଲାଭ

ଏବେ ଯୁଗ ବହୁତ ବଦଳି ଗଲାଣି କିନ୍ତୁ ବହୁତ ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କର ଚିନ୍ତାଧାରା ଯେମିତି ପୂର୍ବ କାଳରେ ଥିଲା ଏବେବି ସେମିତି ଅଛି । ଆଜି ମଧ୍ୟ ବହୁତ ଜାଗାରେ ଝିଅ ହେବାରେ ଖୁସି ହେଉ ନାହାନ୍ତି ଲୋକ । ଯଦି କାହା ଘରେ ଝିଅ ଜନ୍ମ ହେଉଛି ତାର ଶିକ୍ଷା ଦିଆଯାଉ ନହିଁ  । ଏହିସବୁ କଥାକୁ ଧ୍ୟାନରେ ରଖି ଝିଅ ଜନ୍ମ ବୃଦ୍ଧି କରିବା ପାଇଁ ଓ ତାକୁ ଆତ୍ମା ନିଭର କରିବା ପାଇଁ ସରକାର ମୁଖ୍ୟମନ୍ତ୍ରୀ ଯୋଜନାର ଆରମ୍ଭ କରିଛନ୍ତି ।

ସରକାରଙ୍କ ଏହି ଯୋଜନାର ଅନ୍ତର୍ଗତ ଯଦି କାହା ଘରେ ଝିଅର ଜନ୍ମ ହେଉଛିତା ତାକୁ ସରକାର ୩୬ ହଜାର ତାଙ୍କର ଆର୍ଥିକ ସହାୟତ କରିବେ । ହଁ, ଝିଅର ଜନ୍ମ ହେବାଠୁ ନେଇ ପଢା ପର୍ଯ୍ୟନ୍ତ ଏହି ତାଙ୍କ ଦେବେ କିନ୍ତୁ ଏହି ଟଙ୍କା ଆପଣଙ୍କୁ ଗୋଟେଥରେ ଦିଆଯିବ ନାହିଁ । ଏହାକୁ ଅଲଗା ଅଲଗା କିସ୍ତିରେ ଧନରାଶି ଆପଣଙ୍କୁ ପ୍ରାପ୍ତ ହେବ ।

ଲାଡଲି ଯୋଜନା କଣ ଅଟେ ?

ଏହି ଯୋଜନାରେ ବ୍ୟାଙ୍କ ଆକାଉଣ୍ଟରେ ଧନରାଶି ଯିବ । ଝିଅକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ତାର ଆବଶ୍ୟକତା ଅନୁସାରେ ବାହାର କରିପାରିବେ । ଏହି ଯୋଜନା ଅନ୍ତର୍ଗତ ଛୁଆମାନଙ୍କୁ ୩୫ ହଜାରରୁ ୩୬ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯିବ ।

ପ୍ରଥମ କିସ୍ତି ଜନ୍ମ ସମୟରେ ମିଳିବ

ମୁଖ୍ୟମନ୍ତ୍ରୀ ଲାଡଲି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ଝିଅର ଜନ୍ମ ସମୟରେ ମିଳିବ । ଯଦି ଝିଅର ଜନ୍ମ ହସ୍ପିଟାଲରେ ହେଉଛି ସେହି ସମୟରେ ୧୧୦୦୦ ଟଙ୍କା ଦିଆଯିବ । ଯଦି ଝିଅର ଜନ୍ମ ଘରେ ହେଉଛିତ ସେହି ସମୟରେ ୧୦୦୦୦ ଦିଆଯିବ, ଏହା ପରେ ସରକାର ଝିଅର ପ୍ରଥମ ଶ୍ରେଣୀରେ ଆଡମିସନ ସମୟରେ କିଛି ଆର୍ଥିକ ସହାୟତା କରିବେ । ଏହି ଯୋଜନା ଦ୍ଵାରା ଲାଭ ଷଷ୍ଠ, ନବମ, ଦଶମ, ଓ +୨ ହେବା ପରେ ମିଳିବ । ସରକାର ସବୁ ସମୟରେ ୫-୫ ଟଙ୍କା ଦେବେ ।

ଜାଣନ୍ତୁ ଏହି ଯୋଜନା ସହିତ ଜଡିତ କିଛି ସର୍ତ :-

ଛୁଆର ଜନ୍ମର ଗୋଟେ ବର୍ଷ ଭିତରେ ଆପଣ ଲାଡଲି ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିପାରିବେ

ଯଦି ଆପଣଙ୍କୁ ଏହି ଯୋଜନାର ଲାଭ ନେବାର ଅଛି ତ ଏଥିପାଇଁ ଆବେଦନ କାରୀଙ୍କୁ ଦିଲ୍ଲୀର ନିବାସୀ ହେବାର ଆବଶ୍ୟକ ରହିଛି ।

ଯେଉଁ ଘରେ ଝିଅର ଜନ୍ମ ହୋଇଛି ତାର ପରିବାରର ଆୟ ବର୍ଷକୁ ୧୦୦୦୦୦ ରୁ ଅଧିକ ନଥିବ ।

ଗୋଟେ ଘରେ ଦୁଇଟି ଝିଅ ଜନ୍ମ ହେବାପରେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ଦିଲ୍ଲୀ ସରକାରଙ୍କ ମାନ୍ୟତା ପ୍ରାପ୍ତ ସ୍କୁଲରେ ପଢୁଥିବା ଝିଅଙ୍କୁ ହି ଏହି ଲାଭ ମିଳିପାରିବ । ଆବେଦନ କରିବା ସମୟରେ ଛୁଆର ବାପା ମାଙ୍କୁ ଦିଲ୍ଲୀରେ ୩ ବର୍ଷ ରହିବାର ପ୍ରମାଣ ପତ୍ର, ଝିଅର ପରିବାରର ଫୋଟ, ଆବେଦକର ଜାତି ପ୍ରମାଣ ପତ୍ର ଓ ଆଧାର କାର୍ଡର ଆବଶ୍ୟକତା ପଡିବ ।

ଆପଣ ଏହି ଯୋଜନା ଜରିଆରେ ସେବେ ଲାଭ ଉଠାଇ ପାରିବେ ଯଦି ଠିକ ସମୟରେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଯଦି ଆପଣଙ୍କ ଝିଅ ସ୍କୁଲ ଯିବା ଆରମ୍ଭ କରିଦେଇଛି, ସ୍କୁଲରେ ଆଡମିସନର ୯୦ ଦିନ ଭିତରେ ଆବେଦନ କରିବା ଆବଶ୍ୟକତା ଅଛି ।

ଆସନ୍ତୁ ଜାଣିବେ କେଉଁ ଭଳି କରିବେ ଆବେଦନ :-

ଯଦି ଆପଣ ଲାଡଲି ଅନ୍ତର୍ଗତ ଲାଭ ଉଠାଇବା ପାଇଁ ଚାହୁଁଛନ୍ତିତ ଆବେଦନ କରିବା ପାଇଁ ଆପଣଙ୍କୁ ଏସବିଆଇ ସହିତ ସମ୍ପର୍କ କରିବାକୁ ହେବ । ଏହାଛଡା ସରକାରୀ ବା ମାନ୍ୟତା ପ୍ରାପ୍ତ ସ୍କୁଲ ଓ ଦିଲ୍ଲୀ ସରକାରର ସାମାଜିକ କଲ୍ୟାଣ ବିଭାଗର କାର୍ଯ୍ୟଲୟକୁ ଆପଣ ସମ୍ପର୍କ କରିକି ସବୁ ସୂଚନା ଜାଣିପାରିବେ  ।

ଏହି ଯୋଜନାରେ ଝିଅକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ତାର ବ୍ୟାଙ୍କ ଆକାଉଣ୍ଟ ଜମା ଧନରାଶିର ପ୍ରବନ୍ଧନ ଏସବିଆଇ ଲାଇଫ କର୍ପୋରେସନ କମ୍ପାନୀ କରିଥାଏ । ଛୁଆକୁ ୧୮ ବର୍ଷ ପୁରା ହେଲା ପରେ ଓ ଆପଣ ଏହି ଧନ ରାଶିକୁ ବାହାର କରିପାରିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *