ଲକଡାଉନରେ ମ୍ୟାରେଜ କରିଥିବା ଓଡିଆ ସେଲିବ୍ରେଟି ମାନେ ଶାଶୂଘରେ କେମିତି ଅଛନ୍ତି ?

ଓଲିଉଡ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । କିଛି କଳାକାର ମାନେ ଶୁଟିଙ୍ଗ ସେଟ ରୁ ପ୍ରେମ କରି ପରସ୍ପର ମଧ୍ୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କୋରୋନା ସମୟରେ ଲକ ଡାଉନ ଚାଲିଥିବା ବେଳେ ବିବାହ କରିଛନ୍ତି ।

୧- “ଅର୍ଦ୍ଧେନ୍ଦୁ” : ଅଭିନେତା ଅର୍ଦ୍ଧେନ୍ଦୁ ଲକ ଡାଉନ ହେବାର କିଛି ଦିନ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଅନେକ ଓଡିଆ ଫିଲ୍ମରେ ଅଭିନୟ କରିବାର ନଜର ଆସିଛନ୍ତି । ବର୍ତ୍ତମାନ ସେ ନିଜ ସ୍ତ୍ରୀ ଓ ପରିବାର ସହ ଭୁବନେଶ୍ବରରେ ରହୁଛନ୍ତି ।

୨- “ପ୍ରିୟଙ୍କା ପାଣିଗ୍ରାହୀ” : ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ଅନେକ ଓଡିଆ ସିରିଏଲରେ ଅଭିନୟ କରିବାର ନଜର ଆସିଛନ୍ତି । ସେ ଲକ ଡାଉନ ପୂର୍ବରୁ ବିବାହ କରିଛନ୍ତି । ବର୍ତ୍ତମାନ ସେ କଟକରେ ନିଜ ପରିବାର ସହ ରହୁଛନ୍ତି ।

୩- “ମାହି” : ଅଭିନେତ୍ରୀ ମାହିଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ସିରିଏଲରେ ନିଜର ଜବରଦସ୍ତ ଅଭିନୟ ପାଇଁ ପରିଚିତ ଅଟନ୍ତି । ସେ ଅଭିନେତା ଚନ୍ଦନଙ୍କୁ ଲକ ଡାଉନ ପୂର୍ବରୁ ବିବାହ କରିଛନ୍ତି । ବର୍ତ୍ତମାନ ଦୁହେଁ ଭୁବନେଶ୍ବରରେ ରହୁଛନ୍ତି ।

୪- “ପିଙ୍କି ପ୍ରଧାନ” : ଅଭିନେତ୍ରୀ ପିଙ୍କି ପ୍ରଧାନ ଅନେକ ଓଡିଆ ସିରିଏଲରେ ଅଭିନୟ କରିଛନ୍ତି । ସେ ଲକ ଡାଉନ ପୂର୍ବରୁ ବିବାହ କରିବା ପରେ ବର୍ତ୍ତମାନ ପୁରୀରେ ନିଜ ପରିବାର ସହ ରହୁଛନ୍ତି ।

୫- “ଗାର୍ଗୀ” : ଅଭିନେତ୍ରୀ ଗାର୍ଗୀ ଓଡିଆ ସିରିଏଲରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ଲକ ଡାଉନ ପୂର୍ବରୁ ବିବାହ କରି ବର୍ତ୍ତମାନ ନିଜ ପରିବାର ସହ ଭୁବନେଶ୍ବରରେ ରହୁଛନ୍ତି ।

୬- “ରାଜୁ ଓ ଭୈରବୀ” : ଆପଣ ମାନେ କଳାକାର ରାଜୁ ଓ ଭୈରବୀଙ୍କୁ “ତୁ ମୋ ଜୀବନ ସାଥି” ସିରିଏଲରେ ନିଶ୍ଚୟ ଦେଖିଥିବେ । ଲକ ଡାଉନ ହେବା ପୂର୍ବରୁ ଦୁହେଁ ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି ।

୭- “ଅମ୍ଳାନ” : ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତା ଅମ୍ଳାନ ଯିଏ କି ଅଭିନେତା ମିହିର ଦାସଙ୍କ ପୁଅ ସେ ଲକ ଡାଉନ ପୂର୍ବରୁ ଭୂମିକାଙ୍କ ସହ ବିବାହ କରିଛନ୍ତି । ଦୁହେଁ ନିଜ ପରିବାର ସହ ଭୁବନେଶ୍ବରରେ ରହୁଛନ୍ତି ।

୮- “ଝିଲିକ ଭଟାଚାର୍ଜ୍ୟ” : ଓଡିଆ ଜଗତରେ ଅନେକ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଝିଲିକ ଲକ ଡାଉନ ପୂର୍ବରୁ ବିବାହ କରିଛନ୍ତି । ବର୍ତ୍ତମାନ ସେ ନିଜ ପରିବାର ସହ ବେଶ ହସ ଖୁସିରେ ରହୁଥିବାର ନଜର ଆସୁଛନ୍ତି ।

ଏହି ପରି ଭାବେ ଓଡିଆ ଜଗତର କଳାକାର ମାନେ ଲକ ଡାଉନ ପୂର୍ବରୁ ବିବାହ ବନ୍ଧନ ରେ ବାନ୍ଧି ହୋଇ ନିଜ ପରିବାର ସହ ବେଶ ମଜାମସ୍ତି ରେ ସମୟ ବିତାଉଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *