Special Report: ଜାଣନ୍ତୁ ଏତେ ସୁନ୍ଦର ହ୍ରଦ “Lake Kandy” ପଛର ରହସ୍ୟ, ପାଣି ଭିତରେ ରହିଛି ଜଙ୍ଗଲ: ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବିଶ୍ଵରେ ଅନେକ ହ୍ର-ଦ ରହିଛି । ଏହି ହ୍ର-ଦ ଗୁଡିକର ଅନେକ କାହାଣୀ ରହିଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହ୍ର-ଦ ବିଷୟରେ କହିବାକୁ ଯାଉଛୁ । ଯାହାର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସହ ଏମିତି ଲାଗିବ ଯେ ପ୍ରକୃତି ଏମିତି ବି ସୁନ୍ଦର ହୋଇପାରେ । କାଯାକି ସ୍ଥାନରେ ଲେକ କ୍ୟା-ଣ୍ଡି ନାମକ ଏକ ହ୍ର-ଦ ରହିଛି । ଏହି ହ୍ର-ଦ କାଜାକି ସ୍ଥାନର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ ପରିଚିତ ଅଟେ । ପ୍ରତି ବର୍ଷ ହଜାର ହଜାର ଲୋକ ମାନେ ଏହି ହ୍ର-ଦର ସୁନ୍ଦରତାକୁ ଉ-ପୋ-ଭୋ-ଗ କରିବାକୁ ଆସିଥାନ୍ତି ।

ଏହି ହ୍ର-ଦ ର ସୁନ୍ଦରତା ଯିଏ ଦେଖିଛି ପ୍ରଶଂସା ନ କରି ରହି ପାରିବ ନାହି । ତେବେ ଆସନ୍ତୁ ଜାଣିବା ଏହି ହ୍ର-ଦ ରେ ଏମିତି କଣ ସୁନ୍ଦରତା ରହିଛି ଯାହା ପାଇଁ ଏହି ହ୍ର-ଦ ଏତେ ପରିଚିତ । ଏହି ହ୍ର-ଦ ଭିତରେ ଏକ ବଡ ଜଙ୍ଗଲ ରହିଛି । ଏହି ହ୍ର-ଦ ଭିତରେ ଥିବା ଜଙ୍ଗଲକୁ ଦେଖିଲେ ଏମିତି ଲାଗେ ଯେ ଏଠାରେ ଥିବା ଗଛ ଗୁଡିକ ଓଲଟା ଉଠିଛି । ଗଛର ଚେର ଗୁଡିକ ପାଣିରେ ବାଡି ଭଳି ଲମ୍ବି ଯାଇଛି । ଗଛର ବାକି ଅଂଶ ପାଣି ଭିତରେ ବୁଡି ରହିଥାଏ । ଯାହା କି ପାଣି ଭିତରେ ଏକ ଜଙ୍ଗଲ ସଦୃଶ ଭଳି ମନେ ହୁଏ । ଏହି ଭି-ଡି-ଓ ରେ ଏହି ହ୍ର-ଦ ଭିତରେ ଗଛ ଗୁଡିକର ଶାଖା ପ୍ରଶାଖା ପାଣି ଭିତରେ ମେଲି ଯାଇଛି ।

କିନ୍ତୁ ପାଣି ଉପରକୁ କେବଳ ଚେର ବାହାରିବାର ଦୃଶ୍ୟ ଏହି ଭି-ଡି-ଓ ରେ ନଜର ଆସୁଛି । ଏହି ହ୍ର-ଦ ପଛରେ ଏକ ବଡ କାହାଣୀ ରହିଛି । ଏହି କାହାଣୀ ହେଉଛି ୧୯୧୧ ମସିହାର । ୧୯୧୧ ରେ ଏହି ହ୍ର-ଦ ରେ ଭ-ୟ-ଙ୍କ-ର ଭୂ-ମି-କ-ମ୍ପ ହୋଇଥିଲା । ଭୂ-ମି-କ-ମ୍ପ ହେବା ଦ୍ଵାରା ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଗଲା । ଏହି ଅଞ୍ଚଳରେ ଥିବା ଏକ ବି-ରା-ଟ କା-ୟ ଜଙ୍ଗଲ ମଧ୍ୟ ଏହି ପାଣି ରେ ସଂପୂର୍ଣ୍ଣ ଭାବେ ବୁଡିଗଲା । ବାସ୍ତବରେ ଦେଖିବାକୁ ଗଲେ ପ୍ରକୃତିର ଏ ଭଳି ତା-ଣ୍ଡ-ବ କ୍ୟା-ଣ୍ଡି ହ୍ର-ଦ ଭଳି ରହସ୍ୟ ମୟ ସ୍ଥାନକୁ ଜନ୍ମ ଦେଇଥାଏ ।

ଯାହା ଆଜିକା ଡେ-ଟ-ରେ କାଜକାଇ ସ୍ଥାନରେ ଥିବା କ୍ୟା-ଣ୍ଡି ହ୍ର-ଦ ଲକ୍ଷ ଲକ୍ଷ ଲୋକ ମାନଙ୍କ ପାଇଁ ପର୍ଯ୍ୟଟନ ସ୍ଥଳୀ ହୋଇ ପାରିଛି । ଏହି ହ୍ର-ଦ ସ୍ଥାନୀୟ ଲୋକଙ୍କ ପାଇଁ ଖାଦ୍ୟଖାଦିର ଉଶ୍ଚ ପାଲଟିଛି । ସିତ ଦିନରେ ସ୍ଥାନୀୟ ଲୋକ ମାନେ କ୍ୟା-ଣ୍ଡି ହ୍ର-ଦ ରୁ ମାଛ ଧରି ନିଜ ପରିବାର ପୋଷଣ କରିଥାନ୍ତି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ପ୍ରକୃତିର କେତେବେଳେ କଣ ରହିବ ତାହା କେହି କହି ପାରିବେ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *