ଆପଣ ମାନେ ଜାଣିଥିବେ କୌଣସି ବ୍ଯକ୍ତିର ଶରୀର ରେ ତିଳ ଚିହ୍ନ କା କଳା ଯାଇ ଗୋଟିଏ ଜାଗାରେ ନ ଥାଏ । ବ୍ଯକ୍ତିର ଶରୀରରେ ଯେ କୌଣସି ଜାଗାରେ ତିଳ ଚିହ୍ନ ରହିବାର କିଛି ବିଶେଷ ମହତ୍ଵ ରହିଛି । ଯେମିତି କି ମୁହଁରେ କଳା ଯାଇ ବା ହାତ କହୁଣିରେ ତିଳ ବ ଛାତିରେ ତିଳ ରହିବାର ଅଲଗା ଅଲଗା ମହତ୍ଵ ରହିଥାଏ । ଶରୀର କିଛି ଭାଗ ରେ କଳା ଯାଇ ରହିବାର ବହୁତ ଶୁଭ ବୋଲି ମାନାଯାଏ । ଜ୍ଯୋତିଷ ଶାସ୍ତ୍ର ରେ କଳା ଯାଇର ବିଶେଷ ମହତ୍ଵ ରହିଛି ।
ଆଜି ଆମେ ଆପଣ ମାନଙ୍କୁ ଶରୀର ର ଏମିତି ଏକ ଅଂଶ ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ କଳା ଯାଇ ରହିଥାଏ ଯାହା ଖୁବ କମ ଲୋକ ମାନଙ୍କ ଠାରେ ଦେଖା ଯାଇଥାଏ । ଏହି ତିଳ ଚ୍ନିହ କେବଳ ଲକ୍ଷ ଲୋକଙ୍କ ମଧ୍ୟ ରୁ କେବଳ ଗୋଟିଏ ଲୋକଙ୍କ ଠାରେ ରହିଥାଏ । ତେବେ ଆସନ୍ତୁ ଜାଣିବା ତାହା କଣ ରହିଛି । ଯେଉଁ ବ୍ଯକ୍ତିର ପେଟରେ କଳା ଯାଇ ଦେଖା ଯାଇଥାଏ ସେହି ବ୍ୟକ୍ତି ବହୁତ ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାଏ । ଏହି ଭଳି ବ୍ୟକ୍ତି ନିଜର ବୁଦ୍ଧି ଓ ଜ୍ଞାନ ଦ୍ଵାରା ଧନ ଅର୍ଜନ କରିବାରେ ସକ୍ଷମ ହୋଇଥାଏ ।
ଏଭଳି ଲୋକ ମାନେ ମିଠା ଜାତୀୟ ଖାଦ୍ୟ ଅଧିକ ପସନ୍ଦ କରିଥାନ୍ତି । ଏମାନେ ଧନ ଅଧିକ ରୋଜଗାର କରିବା ସହ ଅଧିକ ଖର୍ଚ୍ଚ ମଧ୍ୟ କରିଥାନ୍ତି । ଯଦି ସମୟ ଅନୁସାରେ ଏମାନେ ଟଙ୍କା ସଞ୍ଚୟ କରିବା ଶିଖିଥାନ୍ତି ତେବେ ଏମାନେ ଜୀବନରେ ଅଧିକ ଧନବାନ ହେବା ସହ ଉନ୍ନତି ମଧ୍ୟ କରିଥାନ୍ତି । ଏମାନେ ଖୁବ କମ ବୟସରେ ଅଧିକ ଉନ୍ନତି କରିଥାନ୍ତି । ଏମାନେ ଏତେ ମାତ୍ରା ରେ ଟଙ୍କା ସଞ୍ଚୟ କରିଥାନ୍ତି ଯାହା ତାଙ୍କର ଆଗାମୀ ଭବିଷ୍ୟତରେ ଅନେକ କାମରେ ଆସିଥାଏ । ଏମିତି କି ଏହି ବ୍ୟକ୍ତି ଙ୍କ ପରିବାର ଲୋକଙ୍କ ଠାରେ ମଧ୍ୟ ଟଙ୍କାର ଅଭାବ ରହେ ନାହି ।
ଏମାନେ ସଜାଗ ଭାବେ ରହିଲେ ଟଙ୍କା କମାଇବାର ନୂଆ ରାସ୍ତା ଏମାନେ ପାଇଥାନ୍ତି । ଏମାନଙ୍କୁ ନୂଆ ନୂଆ ଉପାୟ ମିଳିଥାଏ ପଇସା ରୋଜଗାର କରିବାର । ତେବେ ଏହା ଥିଲା ପେଟରେ ଯେଉଁ ବ୍ୟକ୍ତି ମାନଙ୍କର କଳା ଯାଇ ରହିଥାଏ ତେବେ ସେମାନେ ଭାଗ୍ୟଶାଳୀ ହେବା ସହ ଧନୀବାନ ହୋଇଥାନ୍ତି । ଏମାନଙ୍କ ଜୀବନରେ ସୁଖ ସମୃଦ୍ଧି ର ମଧ୍ୟ ଆଗମନ ହୋଇଥାଏ । ଏହା ସହ ଶରୀର ରେ ଅନ୍ୟ ଜାଗାରେ ମଧ୍ୟ କଳା ଯାଇ ରହିଲେ ବ୍ୟକ୍ତି ଧନୀ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।